ନନ୍ଦନକାନନ ଟୟ ଟ୍ରେନ ଆରମ୍ଭ ନହେଉଣୁ ଅଘଟଣ ! ୭ ବର୍ଷ ର ଅପେକ୍ଷା ୭ ଦିନରେ ହେଇଗଲା ନିଆଁ, ଦେଖନ୍ତୁ Video

ବନ୍ଧୁଗଣ, ଆରମ୍ଭ ନ ହେଉଣୁ ଘଟିଗଲା ଅ-ଘ-ଟ-ଣ । ସ-ର୍ଟ ସ-ର୍କି-ଟରେ ଟୟ ଟ୍ରେନରେ ଲାଗିଗଲା ନି-ଆଁ । ଅଳ୍ପକେ ବର୍ତ୍ତିଗଲେ ୬୦ ରୁ ଅଧିକ ଯାତ୍ରୀ । ସୂଚନା ଅନୁଯାୟୀ ମାତ୍ର ୭ ଦିନ ତଳେ ହୋଇଥିଲା ଏହାର ଶୁଭାରମ୍ଭ । ଦୀର୍ଘ ୭ ବର୍ଷ ପରେ ନନ୍ଦନ କାନନ ପ୍ରାଣୀ ଉଦ୍ୟାନରେ ଟ୍ରାକ ରେ ଗଡିବା ଆରମ୍ଭ କରିଥିଲା ଟୟ ଟ୍ରେନ । କିନ୍ତୁ ଆରମ୍ଭ ହେଉ ହେଉ ଘ-ଟି-ଗ-ଲା ଅ-ଘ-ଟ-ଣ ।

ଇଞ୍ଜିନ ରେ ସ-ର୍ଟ ସ-ର୍କି-ଟ ଯୋଗୁଁ ଅଚଳ ହେଇଗଲା ଏହି ଟ୍ରେନ । ତେବେ ଏହି ଅ-ଘ-ଟ-ଣ ରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୬୦ ରୁ ଅଧିକ ଯାତ୍ରୀ । ଦଶହରା ଉପଲକ୍ଷେ ପର୍ଯ୍ୟଟକ ଙ୍କ ଗହଳି ଲାଗି ରହିଥିଲା । ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ରେ ଟୟ ଟ୍ରେନ ର ଶୁଭାରମ୍ଭ ହୋଇଥିଲା । ଏବଂ ଏହାର ଆନନ୍ଦ ନେବା ପାଇଁ ଏହି ଟ୍ରେନ ରେ ବସିଥିଲେ ପର୍ଯ୍ୟଟକ । ଟୟ ଟ୍ରେନ ଗଡୁଥିବା ସମୟରେ ହଟାତ ଇଞ୍ଜିନରୁ ସ-ର୍ଟ-ସ-ର୍କେ-ଟ ରେ ନି-ଆଁ ଲାଗି ଯାଇଥିଲା ।

ଟ୍ରେନ ରେ ଧୂଆଁ ବାହାରିବା ଦେଖି ପର୍ଯ୍ୟଟକ ମାନେ ଭ-ୟ-ଭୀ-ତ ହୋଇଯାଇଥିଲେ । ସୌଭାଗ୍ୟ ବଶତ ଟ୍ରେନ ଚାଳକ ବ୍ରେକ ମା-ରି-ବା ପରେ ଯାତ୍ରୀ ମାନେ ତୁରନ୍ତ ଗାଡି ରୁ ଓହ୍ଲାଇ ପଡିଥିଲେ । ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ର ବ୍ୟବଧାନ ପରେ ଆରମ୍ଭ ହୋଇଥିଲା ଟୟ ଟ୍ରେନ ସେବା । ଉଦଘାଟନ ପର ଠାରୁ ଗୁରୁବାର ଦିନ ପର୍ଯ୍ୟଟକ ଙ୍କ ନିମନ୍ତେ ଗଡିଥିଲା ଟୟଟ୍ରେନ ।

ନନ୍ଦନ କାନନ କର୍ତ୍ୟୁପକ୍ଷ ସ-ର୍ଟ-ସ-ର୍କେ-ଟ ଘ-ଟ-ଣା କୁ ସ୍ଵୀକାର କରିଛନ୍ତି । ସେ କହିଛନ୍ତି ଯେ ଏକା ଏକ ଯାନ୍ତ୍ରୀକ ତ୍ରୁଟି ଅଟେ ମାତ୍ର ଯେ ପର୍ଯ୍ୟନ୍ତ ଏହା ସଂପୂର୍ଣ୍ଣ ଭାବରେ ମରାମତି ନ ହୋଇବ ସେ ପର୍ଯ୍ୟନ୍ତ ଏହି ଟୟ ଟ୍ରେନ ଗଡିବ ନାହିଁ ବୋଲି କହିଛନ୍ତି । ଯାତ୍ରୀ ମାନେ ନିତନ କରି ଏହି ଟ୍ରେନ ରେ ବସି ଉପଭୋଗ କରିବାର ଆଶା ରଖିଥିବା ସମୟରେ ତାଙ୍କ ସମସ୍ତ ଆଶା ପ୍ରାଏ ଫସର ଫା-ଟି-ଗ-ଲା ।

ମାତ୍ରା ଏଭଳି ଅ-ଘ-ଟ-ଣ ଘ-ଟି-ବ ବୋଲି କେହି ଜାଣି ନଥିଲେ । ଅଚାନକ ଭାବରେ ଏହା ଘ-ଟୁ-ଥିବାରୁ ସମସ୍ତେ କଣ କରିବେ ବୁଝି ପାରିଲେ ନାହିଁ । ତେବେ ଚତୁରତାର ସହିତ ଯାତ୍ରୀ ମାନେ ଟ୍ରେନ ରୁ ଓହ୍ଲାଇ ଆସି ନିଜକୁ ରକ୍ଷା କରି ପାରିଛନ୍ତି । ବନ୍ଧୁଗଣ ଏହି ଅ-ଘ-ଟ-ଣ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *