Aryan ଙ୍କୁ ସପୋର୍ଟ କରୁଥିବା ଲୋକଙ୍କୁ କିଛି ଏମିତି ଜବାବ ଦେଲେ Kangana Ranaut, ଶୁଣିଲେ ଆପଣ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ଫେମସ ଷ୍ଟାର କିଡ ଆରିୟାନ ଖାନ ଗି-ର-ଫ ହେବା ପରେ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ବି-ବା-ଦ ନଜର ଆସୁଛି । ନିଜ ପୁଅକୁ ବଞ୍ଚାଇବା ପାଇଁ ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଶାହରୁଖ ଖାନ ନିଜର ସମସ୍ତ କାମ ଛାଡି ଭାରତ ଫେରିଛନ୍ତି ଓ ଶାହରୁଖଙ୍କୁ ଏହି ପରିସ୍ଥିତିରେ ଅନେକ ବଲିଉଡ କଳାକାର ମାନେ ସପୋର୍ଟ ମଧ୍ୟ ଦେଉଛନ୍ତି । ହେଲେ ଆରିୟାନ ଖାନଙ୍କୁ ସପୋର୍ଟ କରୁଥିବା ସମସ୍ତଙ୍କୁ ମା-ଫି-ଆ ପପୁ କହି ଏବେ ଟା-ର୍ଗେ-ଟ କରୁଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତ ।

ତେବେ ଏହା ପଛରେ ବି କିଛି କାରଣ ରହିଛି । ଆଜି ଆରିୟାନ ଖାନଙ୍କୁ ସପୋର୍ଟ କରି ବଲିଉଡ ଅଭିନେତା ହ୍ରୀତିକ ରୋଷନ ଏକ ପୋଷ୍ଟ ଅପଲୋଡ କରିଥିଲେ । ଏହା ପୂର୍ବରୁ କଙ୍ଗନା ହ୍ରୀତିକ ଓ ତାଙ୍କ ପରିବାର ସହ ଅନ୍ୟ କିଛି ବଡ ସେଲିବ୍ରେଟି ମାନଙ୍କୁ ମୁଭି ମା-ଫି-ଆ ବୋଲି କହିଥିଲେ । ଏବେ କଙ୍ଗନା ପୁଣି ଏମାନଙ୍କୁ ପପୁ କହି ଟା-ର୍ଗେ-ଟ କରୁଛନ୍ତି ।

ସେ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟରେ ଏକ ଷ୍ଟାଟସ ଅପଲୋଡ କରିଛନ୍ତି । ସେଥିରେ କଙ୍ଗନା ଲେଖିଛନ୍ତି- ‘ଆମେ ବେଳେବେଳେ ଭୁଲ କରୁ ହେଲେ ନିଜ ଭୁଲକୁ ଉଜାଗର କରି ଏହାକୁ ନେଇ ଗର୍ବ କରିବା ଠିକ ନୁହେଁ । ଆରିୟାନ ଖାନଙ୍କୁ ଏମିତି ଏକ ମଉକା ଦରକାର ଯାହାଦ୍ୱାରା ସେ ନିଜ ଭୁଲକୁ ବୁଝି ନିଜ ଜୀବନରେ ଆଗେଇ ପାରିବେ ଓ ଯାହାକୁ ତାଙ୍କୁ ଏକ ଭଲ ମଣିଷ ହେବା ପାଇଁ ସହାୟତା କରିବ’ ।

ତେବେ ବନ୍ଧୁଗଣ ଆରିୟାନ ଖାନଙ୍କୁ ଘୃଣା କରୁ ନାହାନ୍ତି କଙ୍ଗନା ରାଣାବତ । ସେ କେବଳ ଏତିକି କହିଛନ୍ତି ଆରିୟାନ ନିଜ ଭୁଲକୁ ବୁଝନ୍ତୁ ଓ ସ୍ଵୀକାର କରନ୍ତୁ । ନିଜ ଭୁଲ ପାଇଁ ଦ-ଣ୍ଡ-କୁ ସ୍ଵୀକାର କରି ନିଜ ଜୀବନରେ ଭଲ ମଣିଷ ହୁଅନ୍ତୁ । ହେଲେ ଯେଉଁ ମାନେ ଆରିୟାନଙ୍କୁ ସପୋର୍ଟ କରୁଛନ୍ତି ତାଙ୍କୁ କଙ୍ଗନା କହିଛନ୍ତି, ଆମେ ମାନେ ଗୋଟେ ପିଲାକୁ ଏଭଳି ଚିନ୍ତାଧାରା ନଦେବା ଠିକ ।

ଯେଉଁଥିରେ ସେ ଭାବିବ ସେ କୌଣସି ଭୁଲ କରିନାହିଁ । ଏହି ପୋଷ୍ଟରେ ନିଜ ପୁରୁଣା ରାଗକୁ ଦେଖାଇଛନ୍ତି କଙ୍ଗନା । ତା ହେଲେ ବନ୍ଧୁଗଣ କଙ୍ଗନାଙ୍କ ଏହି ପୋଷ୍ଟଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *