‘ମିଶନ ଡ୍ରଗ୍ସ ଫ୍ରି ଇଣ୍ଡିଆ’ ବଡ ଲୋକର ପୁଅ ବୋଲି ଛାଡି ଦେବୁ ନା କଣ ? Aryan Khan ଙ୍କୁ ନେଇ କିଛି ଏମିତି କହିଲେ NCB ଅଫିସର, ଦେଖନ୍ତୁ Video

ମୁମ୍ବାଇରେ ବଡ଼ ଧରଣର ଡ୍ର-ଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-ଏନ୍‌ସିବିର ରେଡ୍‌  ହୋଇଛି । ରେଭ୍‌ ପାର୍ଟିରେ ବଲିଉଡ ସୁପର ଷ୍ଟାର୍‌  ଶାହାରୁଖ ଖାନଙ୍କ ପୁଅ ଆରିୟାନ ଖାନ ଥିଲେ । ସେହି ପାର୍ଟିରେ ଆରିୟାନଙ୍କ ସହ ଅନ୍ୟ କେତେକ ଅ-ଭି-ଯୁ-କ୍ତ ମାନଙ୍କୁ ଏନସିବି ଗି-ର-ଫ କରିଥିଲା । ବନ୍ଧୁଗଣ ଆରିୟାନ ଖାନ ଗି-ର-ଫ ହେବା ପରେ ବଲିଉଡ ଅଭିନେତା ଶାହରୁଖ ଖାନ ନିଜ ପୁଅର ବେ-ଲ ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି ।

ଅନ୍ୟ ପକ୍ଷରେ ଏନସିବି ମୁମ୍ବାଇର କେତେକ ସ୍ଥାନରେ ଚ-ଢା-ଉ କରୁଛି । ଏହି ମାମଲା ଉପରେ କେତେକ ବଡ ବଡ ସେଲିବ୍ରେଟି ପ୍ରତିକ୍ରିୟା ଦେଇଛନ୍ତି । ବର୍ତ୍ତମାନ ଏନେଇ ଏନସିବି ଡିଜି ଏସଏନ ପ୍ରଧାନ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏନସିବି ଡିଜି ଏସଏନପ୍ରଧାନଙ୍କ ମତରେ-‘ଆମେ ମାନେ ଆଗରୁ ହିଁ ଏହି ମାମଲାର ତ-ଦ-ନ୍ତ କରୁଥିଲୁ । ଯେତେବେଳେ ପାର୍ଟିରେ ଡ୍ର-ଗ ରହିବାର ଖବର ଆମେ ଜାଣିଲୁ ସେତେବେଳେ ଆମେ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିଲୁ । ଆମେ ଅଭିଯୁକ୍ତ ମାନଙ୍କୁ ଗି-ର-ଫ କରିନୁ ଆମେ କେବଳ ତାଙ୍କ ସହ ପଚରା ଉଚରା କରିବା ପାଇଁ ବର୍ତ୍ତମାନ କ-ଷ୍ଟେ-ଡି-ରେ ରଖିଛୁ’ ।

ଆଗକୁ ଏନସିବି ଡିଜି ଏସଏନ ପ୍ରଧାନ କହିଛନ୍ତି-‘ବର୍ତ୍ତମାନ ଏହି ମାମଲାର ତ-ଦ-ନ୍ତ ଚାଲିଛି ଓ ଆଗକୁ ମଧ୍ୟ ଚାଲିବ । କାରଣ ଏହି ଅଭିଯୁକ୍ତ ମାନଙ୍କ ଠାରୁ ଆମକୁ ଯେତିକି ସୂଚନା ମିଳିଛି ତାହା ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ । ଯେତେ ବଡ ଲୋକ ହେଉ ନା କାହିଁକି ଏନସିବି ନିଜ କାମ କରିବ । ଏନସିବି ସମସ୍ତଙ୍କ ସହ ସମାନ ବ୍ୟବହାର କରିବ ଏମିତି ନୁହେଁ କି କିଏ ସେଲିବ୍ରେଟି ଅଛି ତେଣୁ ତାଙ୍କୁ ସ୍ପେଶିଆଲ ଦେଖାଯିବ’ ।

ଆଗକୁ ଏନସିବି ଡିଜି ଏସଏନ ପ୍ରଧାନ କହିଛନ୍ତି-‘ଏହି ମାମଲା ସହ ଯିଏ ବି ଜଡିତ ଥିବ ତା ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଏଣିକି ସେ ଯେତେ ବଡ ଲୋକ ହେଉ ନା କାହିଁକି । ଏହି ପରିକା ମାମଲା ଆଗରୁ ବହୁତ ଦେଖିବାକୁ ମିଳିଛି । ଯୁବ ପିଢୀ ମାନେ ଡ୍ର-ଗ୍ସ ସଂସ୍ପର୍ଶରେ ଆସି ନିଜ ଜୀବନ ବରବାଦ କରୁଛନ୍ତି ସେଥିପାଇଁ ଆମକୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଡୁଛି । ଆମର ମୂଳ ଲକ୍ଷ ହେଉଛି ଡ୍ର-ଗ ଫ୍ରି ଇଣ୍ଡିଆ । ତେଣୁ ଯେତେବେଳ ପର୍ଯ୍ୟନ୍ତ ଭାରତ ନି-ଶା-ମୁ-କ୍ତ ହୋଇନି ଆମେ ଏମିତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ’ ।

Leave a Reply

Your email address will not be published. Required fields are marked *