Arayn ଙ୍କୁ ବେଲ ହେବ ନା ଜେଲ ?

ବନ୍ଧୁଗଣ ଡ୍ର-ଗ୍ସ ମା-ମ-ଲା-ରେ ଆଜି ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କ ହାଜତ ଅବଧି ଅଛି । ରିମାଣ୍ଡ ଅବଧି ଶେଷ ହେବା ପରେ ଆରିୟାନଙ୍କ ସମେତ ଅନ୍ୟ ୮ ଜଣଙ୍କୁ କୋର୍ଟରେ ହାଜର କରିବ ଏନସିବି । ତେବେ ଆରିୟାନଙ୍କୁ ବେ-ଲ ମିଳିବ ନା ସେ ଜେ-ଲ ଯିବେ ସେନେଇ ଆଜି କୋର୍ଟ ନିଷ୍ପତ୍ତି ନେବେ । ଡ୍ର-ଗ୍ସ ପାର୍ଟିର ଆରିୟାନଙ୍କୁ ଗି-ର-ଫ କରିବା ପରେ ଗୋଟିଏ ଦିନ ପାଇଁ ନିଜ କ-ଷ୍ଟେ-ଡି-ରେ ନେଇଥିଲା ଏନସିବି ।

କୋର୍ଟର ନିଷ୍ପତ୍ତି କ୍ରମେ ପୁଣି ୭ ତାରିଖ ଯାଏଁ ଏନସିବି କ-ଷ୍ଟେ-ଡି-ରେ ରହିଥିଲେ ଆରିୟାନ । ଆରିୟାନ ଡ୍ର-ଗ୍ସ ପେଡଲାରଙ୍କ ସମ୍ପର୍କରେ ଥିବା ତାଙ୍କ ୱାଟସପ୍ ଚା-ଟି-ଙ୍ଗ-ରୁ ଜଣା ପଡିଛି । ଅନ୍ୟ ପକ୍ଷରେ ଆରିୟାନଙ୍କୁ କେମିତି ଶୀଘ୍ର ବେ-ଲ ମିଳିବ ସେନେଇ ତାଙ୍କ ଲୟର ସତିଶ ମନସିନ୍ଦେ ଆପ୍ରାଣ ଚେଷ୍ଟା କରୁଛନ୍ତି । ଆମେରିକାର କାର୍ଲେଫୋର୍ନିଆ ୟୁନିଭର୍ସିଟିରେ ପାଠ ପଢୁଥିବା ବେଳେ ସେ ଡ୍ର-ଗ୍ସ ସେବନ କରୁଥିବା ଏନସିବି କୋର୍ଟକୁ କହିଛି ।

ତେଣୁ ଆଜି ଆରିୟାନଙ୍କୁ ବେ-ଲ ମିଳୁଛି ନା ତାଙ୍କୁ ଜେ-ଲ ପଠା ଯାଉଛି ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଅନ୍ୟ ପକ୍ଷରେ ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ ନିଜ ପୁଅ ପାଇଁ ବି-ବା-ଦ-ରେ ଘେ-ରି ରହିଛନ୍ତି । ଯେତେବେଳେ ଅରିୟାନ ଗି-ର-ଫ ହେଲେ ସେତେବେଳେ ଶାହରୁଖ ନିଜ ପୁଅକୁ ବଞ୍ଚାଇବା ପାଇଁ ନିଜ ଫିଲ୍ମ ‘ପଠାନ’ର ସୁ-ଟି-ଙ୍ଗ ଛାଡି ଭାରତ ଆସି ଯାଇଥିଲେ ।

ଶାହରୁଖ ନିଜ ପୁଅକୁ ବଞ୍ଚାଇବା ପାଇଁ ବଡ ବଡ ମନ୍ତ୍ରୀ ମାନଙ୍କ ସହ ଅଲଗା ଅଲଗା ନମ୍ବରରେ କଥା ହେଉଥିବା ସୂଚନା ମିଳିଛି । ଏହା ସହିତ ଗତ କିଛି ଦିନ ତଳେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ଶାହରୁଖଙ୍କ ସହ ଛିଡା ହେବା ପାଇଁ ତାଙ୍କ ଘର ମନ୍ନତରେ ପହଞ୍ଚି ଥିଲେ । ତା ହେଲେ ବନ୍ଧୁଗଣ ମାତ୍ର ଆଉ କିଛି ସମୟ ପରେ କୋର୍ଟ ନିଜ ନିଷ୍ପତ୍ତି ଶୁଣାଇବ । ତେବେ ଆରିୟାନଙ୍କୁ ଜେ-ଲ ଯିବା ଉଚିତ ନା ବେ-ଲ ମିଳିବା ଉଚିତ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *