Aryan ଙ୍କ ପାଇଁ ଅଶୁଭ ଅଟନ୍ତି ମ୍ୟାନେଜର ପୂଜା, ପୂଜା ଦଦଲାନି ପାଇଁ ପୁଣି ଖାରଜ ହେବ Aryan ଙ୍କ ବେଲ୍, ଦେଖନ୍ତୁ Video

ବନ୍ଧୁଗଣ ବଲିଉଡ କିଙ୍ଗ ଖାନଙ୍କ ପୁଅ ଅରିୟାନ ଖାନ ଗି-ର-ଫ ହେବା ପରେ ଡ୍ର-ଗ ମାମଲା ସହ ଜଡିତ ଅନେକ ରହସ୍ୟର ପ-ର-ଦା-ଫା-ସ ହେଉଛି । ଅନ୍ୟ ପକ୍ଷରେ ଶାହରୁଖ ନିଜ ପୁଅକୁ ମୁକୁଳାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ବାରମ୍ବାର ଅରିୟାନଙ୍କ ଜାମିନ ଆବେଦନ ହେଉଥିଲେ ମଧ୍ୟ କୋର୍ଟ ଅରିୟାନଙ୍କୁ ଜାମିନ ଦେଉ ନାହିଁ । ହେଲେ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଶାହରୁଖଙ୍କ ପୁଅ ପାଇଁ ଏବେ ଅମଙ୍ଗଳ ହୋଇଛନ୍ତି ପୂଜା ଦଦଲାନୀ । ପୂଜା ଦଦଲାନୀ ହେଉଛନ୍ତି ଶାହରୁଖ ଖାନଙ୍କ ମ୍ୟାନେଜର ଯିଏ ଶାହରୁଖଙ୍କ ବିଜନେସ ସମ୍ଭାଳିବା ସହ ତାଙ୍କର ଫ୍ୟାମିଲି ଫ୍ରେଣ୍ଡ ଅଟନ୍ତି । ଏନସିବି ମତରେ, ପୂଜା ସଖ୍ୟ ପ୍ରମାଣକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଶାହରୁଖଙ୍କ ପୁଅ ଅରିୟାନଙ୍କର ୪ ଥର ଜାମିନ ଆବେଦନ ଖାରଜ ହୋଇସାରିଛି ।

ଏହା ମଧ୍ୟରୁ ଗୋଟେ କାରଣ ହେଉଛି ଯେ, ସାକ୍ଷ ପ୍ରମାଣକୁ ଅରିୟାନ ଖାନଙ୍କ ଘର ଲୋକ ବା ଅରିୟାନ ଖାନ ପ୍ରଭାବିତ କରିପାରନ୍ତି । ତେଣୁ ବନ୍ଧୁଗଣ ଯାହା ଡର ଥିଲା ତାହା ହିଁ ହୋଇଛି ପୂଜା ଦଦଲାନୀ ସାକ୍ଷ ପ୍ରମାଣକୁ ପ୍ରଭାବିତ କରିଛନ୍ତି । ୯ ଜଣ ସାକ୍ଷ ପ୍ରମାଣ ମଧ୍ୟରେ କେବି ଗୋଶ୍ୟାମୀ ଅନ୍ଯତମ ତେବେ ତାଙ୍କର ଅଙ୍ଗରକ୍ଷୀ ପ୍ରଭାକର ସେନ ଅ-ଭି-ଯୋ-ଗ ଓ ସତ୍ୟପାଠ ଦାଖିଲ କରିଛନ୍ତି ।

ପ୍ରଭାକରଙ୍କ ମତରେ, ଅରିୟାନଙ୍କୁ ଛାଡିବା ପାଇଁ ୨୫ କୋଟି ରୁ ୧୮ କୋଟି ଟଙ୍କାର ଡି-ଲ ଫାଇନାଲ ହୋଇଥିଲା ଓ ଏହି ଡି-ଲ ପାଇଁ ପୂଜା ଦଦଲାନୀ ନିଜେ ଆସିଥିଲେ । ତେଣୁ ବନ୍ଧୁଗଣ ପୂଜାଙ୍କର ଏହି ଗୋଟିଏ ଭୁଲ ପାଇଁ ଅରିୟାନଙ୍କ ଆଗାମୀ ଜା-ମି-ନ ଆବେଦନ ଖାରଜ ହୋଇପାରେ ବୋଲି କୁହାଯାଉଛି ।

ଏହି ମାମଲାରେ ପୂଜାଙ୍କୁ ଲାଞ୍ଚ ନେବା ଦେବା ସମସ୍ୟାରେ ଫ-ସି-ବା-ର ନଥିଲା । ପୂଜା ଦଦଲାନୀଙ୍କ ପାଇଁ ଏବେ ଅନେକ ପ୍ରଶ୍ନ ରଖିଛି ଏନସିବି ଯାହାର ଉତ୍ତର ପୂଜାଙ୍କୁ ଦେବକୁ ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *