Paradip ପୋଲିସ ଷ୍ଟେସନ ସାମ୍ନାରେ କିରୋସିନ ଢାଳି ହୋଇ ଆତ୍ମହତ୍ୟାର ଉଦ୍ୟମ କଲେ ଏହି ବିକଳାଙ୍ଗ ବ୍ୟକ୍ତି, ଯାହାଙ୍କ ଦୁଃଖ ଶୁଣିଲେ ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘ-ଟ-ଣା-ର ଭିଡିଓ ଲୋକ ମାନଙ୍କ ସାମ୍ନାକୁ ଆସିଛି । ଏହି ଘଟଣାଟି ବିଷୟରେ ଜାଣିଲେ ଆପଣ ମାନଙ୍କର ମଧ୍ୟ ହୋସ ଉଡିଯିବ । ଲୋକମାନେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ଜନକ ପ୍ରତିକ୍ରିୟା ଦେଉଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏହି ଘଟଣାର ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ମଣିଷ ପାରାଦୀପ ପୋଲିସ ଷ୍ଟେସନ ସାମ୍ନାରେ ବସି ନିଜ ଶରୀରରେ କିରୋସିନ ଢାଳି ଆ-ତ୍ମ-ହ-ତ୍ୟା କରିବାକୁ ଉଦ୍ୟମ କରିଛି । ହେଲେ ସଠିକ ସମୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଆ-ତ୍ମ-ହ-ତ୍ୟା କରିବାରୁ ରୋକିଛି ।

ବ୍ୟକ୍ତି ଜଣକ କୌଣସି ଜମି ବାଡି ମାମଲା ପାଇଁ ପୋଲିସ ଷ୍ଟେ-ସ-ନ-ରେ ଅ-ଭି-ଯୋ-ଗ କରିଥିଲେ । ହେଲେ ଅ-ଭି-ଯୋ-ଗ ତାଙ୍କ ଉପରେ ଭା-ରି ପ-ଡି-ଗଲା । ବି-କ-ଳା-ଙ୍ଗ ବ୍ୟକ୍ତି ଯେଉଁ ମାନଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ ସେମାନେ ସେହି ବି-କ-ଳା-ଙ୍ଗ ବ୍ୟକ୍ତିକୁ ବା-ଡେ-ଇ ଥିବାର ସେ ନିଜେ କହିଛନ୍ତି । ବ୍ୟକ୍ତିଙ୍କ ମତରେ, ପ୍ରଶାସନ ତାଙ୍କର ସହାୟତା କରୁ ନାହିଁ । ତେଣୁ ସେ ନିଜ ଶରୀରରେ କି-ରୋ-ସି-ନ ଢା-ଳି ଆ-ତ୍ମ-ହ-ତ୍ୟା କରିବାକୁ ଚାହୁଁ ଛନ୍ତି ।

ଭିଡିଓ ଦେଖି ଜଣା ପଡୁଛି ବ୍ୟକ୍ତି ଜଣକ ସଂପୂର୍ଣ୍ଣ ରୂପେ ଭା-ଙ୍ଗି ପଡିଛନ୍ତି ଯାହା ଫଳରେ କୌଣସି ରାସ୍ତା ନପାଇ ସେ ଆ-ତ୍ମ-ହ-ତ୍ୟା କରିବାର ଉଦ୍ୟମ କରିଛନ୍ତି । କିନ୍ତୁ ବର୍ତ୍ତମାନ ପାରାଦୀପ ପୋଲିସ ତାଙ୍କୁ ଉଧାର କରିଛି ଓ ଏହି ଘ-ଟ-ଣା ବିଷୟରେ ତାଙ୍କ ସହ ପଚରା ଉଚରା କରୁଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *