Aryan Khan ଙ୍କୁ ମିଳିଲା କଏଦୀ ନମ୍ୱର୍ 956, ଦିନ ଠାରୁ ରାତି ପର୍ଯ୍ୟନ୍ତ ଜେଲ୍ ରେ କରିବାକୁ ହେବ ଏହି ସବୁ କାମ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆର୍ୟନ ଖାଁ ଙ୍କୁ ମିଳିଲା ତାଙ୍କ କ-ଏ-ଦୀ ନମ୍ବର । ତାଙ୍କର କ-ଏ-ଦୀ ନମ୍ବର ହେଉଛି ୯୫୬ । ଆର୍ୟନ ଖାଁ ଙ୍କୁ ଗୁରୁବାର ଦିନ ତାଙ୍କର ଏହି କ-ଏ-ଦୀ ନମ୍ବର ଟି ଦିଆଯାଇଛି । ତେବେ ସେ ବର୍ତ୍ତମାନ କ୍ୟାରେଣ୍ଟଇନ ସେଲ ରେ ଅଛନ୍ତି ଏବଂ ତାଙ୍କୁ ଖୁବଶୀଘ୍ର ସାଧାରଣ କ-ଏ-ଦୀ ମାନଙ୍କ ସହିତ ପଠାଯିବ । ତେବେ ତାଙ୍କୁ ଗୋଟିଏ ଛୋଟ ସେଲ ମିଳିପାରେ ଅଥବା ତାଙ୍କୁ ଦୁଇ ଜଣ ରହିବା ଭଳି ଗୋଟିଏ ସେଲ ରେ ରଖାଯାଇପାରେ ।

ଯେଉଁ କ-ଏ-ଦୀ ଗୃହ କୁ ସେ-ୟା-ର କରିବେ ଆର୍ୟାନ ଖାଁ ଏବଂ ଅର୍ବାଜ ମର୍ଚ୍ଚଣ୍ଟ । ଅକ୍ଟୋବର ୧୪ରେ କୋର୍ଟ ତାଙ୍କ ଜାମିନ ଶୁଣାଣି କରିଥିଲେ । କିନ୍ତୁ ନାମଞ୍ଜୁର କରିବା ଯୋଗୁଁ ତାଙ୍କୁ ଆର୍ଥର ରୋଡ ଜେ-ଲ-କୁ ଯିବାକୁ ପଡିଛି । ଏବେ ତାଙ୍କୁ କୈ-ଦୀ ନମ୍ବର ମଧ୍ୟ ମିଳି ସାରିଲାଣି । ତାଙ୍କର ଆଗାମୀ ଜାମିନ ଶୁଣାଣି ଅକ୍ଟୋବର ୨୦ ତାରିଖରେ ହେବ । ସେ ପର୍ଯ୍ୟନ୍ତ ଆର୍ୟନ ଙ୍କୁ ବର୍ତ୍ତମାନ ଜେ-ଲ-ରେ ବିତାଇବାକୁ ପଡିବ ।

ଆର୍ୟନଙ୍କ ଜାମିନ ନିବେଦନର ଶୁଣାଣି ଗୁରୁବାର ମୁମ୍ବାଇ ସେସନ କୋ-ର୍ଟ-ରେ ହୋଇଥିଲା । କୋର୍ଟ ମାମଲାରେ ନାରକୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଓ ଆର୍ୟନଙ୍କ ଓକିଲ ରଖିଥିବା ତ-ର୍କ ଶୁଣିଥିଲେ । ହେଲେ ରାୟ ସଂରକ୍ଷିତ ରଖିଛନ୍ତି । ଅକ୍ଟୋବର ୨୦ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ଏଣୁ ଆର୍ୟନଙ୍କୁ ଜେ-ଲ ଫେ-ରା-ଇ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଗୁରୁବାର କୈ-ଦୀ ନମ୍ବର ଦେଇ ଦିଆଯାଇଛି । ଆର୍ଥର ରୋଡ ଜେ-ଲ-ରେ ଆର୍ୟନ ଏବେ ୯୫୬ ନମ୍ବର ବ-ନ୍ଦୀ ।

ଗତ ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇରୁ ଗୋଆ ଯାଉଥିବା ଏକ ବିଳାଶମୟ କ୍ରୁଜରେ ରେ-ଭ ପାର୍ଟି ଚାଲିଥିବା ବେଳେ ଏନସିବି ଚ-ଢ-ଉ ପଡିଥିଲା । ଏଥିରେ ଏନସିବି ଅଧିକାରୀଙ୍କ ହାତରେ ଧରା ପଡିଥିବା ଲୋକଙ୍କ ମଧ୍ୟରେ ବଲିଉଡ କିଙ୍ଗଖାନଙ୍କ ପୁଅ ଆର୍ୟନ ଖାନ ଥିବା ଜଣାପଡିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କ୍ରୁଜରେ ଚାଲିଥିବା ପାର୍ଟିରୁ ଏନସିବି ନି-ଷି-ଦ୍ଧ ନି-ଶା ମଧ୍ୟ ଜ-ବ-ତ କରିଥିଲା ।

ତେଣୁ ବର୍ତ୍ତମାନ ମାମଲା ଗୁରୁତର ହୋଇଯାଇଛି ଏବଂ ତାଙ୍କ ଉପରୁ ସମସ୍ୟା ହ-ଟି-ବା-ର କୌଣସି ଉପାୟ ମଧ୍ୟ ଦେଖାଯାଉ ନାହିଁ । ତେବେ ଏହି ଆର୍ଥର ରୋଡ଼ ଜେ-ଲ ହେଉଛି ବ୍ରିଟିଶ ଅମଳ ର ଜେ-ଲ । ଏଠାରେ ଅନେକ ସେଲିବ୍ରିଟି ମଧ୍ୟ ରହିଛନ୍ତି । ଏଠାରେ ସାଧାରଣ କ-ଏ-ଦୀ ଙ୍କୁ ଯେଉଁ ଭଳି ବ୍ୟବହାର କରାଯାଏ ସେଲିବ୍ରିଟି ମାନଙ୍କୁ ମଧ୍ୟ ସେପରି ବ୍ୟବହାର କରା ଯାଇଥାଏ ।

ତେବେ ଆସନ୍ତା ସମୟ ରେ ବଲିଉଡ କିଙ୍ଗ ସାହାରୁଖ ଖାଁ ଙ୍କ ପୁଅ ଆର୍ୟନ ଖାଁ ଙ୍କୁ ସାଧାରଣ କ-ଏ-ଦୀ ଭାବରେ ଦିନ ବିତାଇବାକୁ ପଡ଼ିବ । ତେବେ ଆସନ୍ତା ୨୦ ତାରିଖ ରେ ହେବ ଏହାର ପରବର୍ତ୍ତୀ ଶୁଣାଣି । ସେ ପର୍ଯ୍ୟନ୍ତ ଆର୍ୟନ ଖାଁ ଙ୍କ ଓକିଲ ଏହି ସମ୍ବନ୍ଧରେ କଣ ଦଲିଲ ପ୍ରସ୍ତୁତ କରିବେ ତାହା ଦେଖିବା ବାକି ରହିଲା । ଆପଣ ମାନଙ୍କ ଏହି ସମ୍ବନ୍ଧରେ କଣ ମତାମତ ରହିଛି ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *