ଅଳିଆ ଗଦାରେ ପଡିଛି ମଣିଷର କଟା ହାତ ଓ ଗୋଡ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଆମ ରାଜଧାନୀ ଭୁବନେଶ୍ବର ରେ ଅ-ପ-ରା-ଧ ର ମାତ୍ରା ବହୁତ ବଢ଼ି ଗଲାଣି । ତେବେ ବର୍ତ୍ତମାନ ରାଜଧାନୀ ରେ ପୁଣିଥରେ ଏକ ଦୁ-ର୍ଘ-ଟ-ଣା ଘ-ଟି-ଛି । ଯାହା ସମ୍ବନ୍ଧରେ ହୁଏତ ଆପଣ ମାନେ ଅବଗତ ଥିବେ । ଘଟଣା ଟି ହେଉଛି ରାଜଧାନୀ ଭୁବନେଶ୍ୱରରେ ଅଳିଆ ଗଦାରେ ପଡ଼ିଛି ମଣିଷର ଛି-ଣ୍ଡା ହା-ତ ଓ ଗୋ-ଡ଼ । ବ୍ୟସ୍ତବହୁଳ ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଯେ ସେହି କ-ଟା ହାତ ଏବଂ ଗୋଡ଼ କାହାର ? ଏହା ଅଳିଆ ଗଦାକୁ କେମିତି ଆସିଲା ? ଏହି ପ୍ରଶ୍ନ ର ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ ମହିଳା ନା ପୁରୁଷର ତାହା ଜଣାପଡ଼ି ନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

ତେବେ ସୂଚନାନୁସାରେ, ରାସ୍ତା ପାର୍ଶ୍ୱରେ ଥିବା ଅଳିଆ ଗଦାରେ କ-ଟା ହାତ ଓ ଗୋଡ଼ ପଡ଼ିଥିବା ସ୍ଥାନ କୁ ସ୍ଥାନୀୟ ଲୋକେ ପ୍ରଥମେ ଦେଖିବାକୁ ପାଇଥିଲେ । ପରେ ଏହି ସମ୍ବନ୍ଧରେ ପୋଲିସ କୁ ଖବର ଦେଇଥିଲେ । କମିଶନରେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଥିବା ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ଜ-ବ-ତ କରି ବ୍ୟ-ବ-ଚ୍ଛେ-ଦ ପାଇଁ ପଠାଇଛି । ପାଖରେ ଏକ ମେଡ଼ିକାଲ୍‌ ଥିବାରୁ ସେମାନେ ମଧ୍ୟ ପକାଇ ଥାଇ ପାରନ୍ତି । ଦରକାର ପଡ଼ିଲେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ଏହି ସମ୍ବନ୍ଧରେ ପଚରାଯିବ ବୋଲି ପୋଲିସ କହିଛି ।

ପ୍ରାଥମିକ ତ-ଦ-ନ୍ତ-ରୁ ଜଣାପଡ଼ିଛି ଯେ, ଅଳିଆ ଗଦା ରେ ପଡିଥିବା ସେହି କ-ଟା ହାତ ଓ ଗୋଡ଼ ବହୁତ ପୁରୁଣା ଅଟେ । ଏହାକୁ ବହୁଦିନ ଧରି ସଂରକ୍ଷଣ କରି ରଖା ଯାଇଥିଲା । ବର୍ତ୍ତମାନ ଏହାକୁ ଫି-ଙ୍ଗି ଦିଆଯାଇଛି । ତେବେ ବର୍ତ୍ତମାନ ଏହି ଘ-ଟ-ଣା- କୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯାହାର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ । ଲୋକମାନେ ମଧ୍ୟ ଏହି ଘ-ଟ-ଣା ସମ୍ବନ୍ଧରେ ନିଜର ଭିନ୍ନ ମତ ପ୍ରକାଶ କରିଛନ୍ତି ।

ତେବେ ବର୍ତ୍ତମାନ ରାଜଧାନୀ ପୋଲିସ ଏହି ଘ-ଟ-ଣା ରେ ସମ୍ପୂର୍ଣ୍ଣ ସ-ତ୍ୟ-ତା କଣ ରହିଛି ତାହାର ଅ-ନୁସ-ନ୍ଧା-ନ କରୁଛି ଏବଂ ତ-ଦ-ନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଘ-ଟ-ଣା ସମ୍ବନ୍ଧରେ ଅବଗତ ଥିବେ । ଏହାକୁ ନେଇ ଆପଣ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *