ହିନ୍ଦୀରେ ଝାଡିଲେ ସୁର ଭାଇ (Sura Routray), ‘ୟେ କଂଗ୍ରେସ କା ହବିଟ ହୈ’, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବଡ଼ ଖବର ଆଜି ଗୋଟିଏ ଦିନରେ ଦୁଇ ଦୁଇ ଥର ରାଜ୍ୟ କଂଗ୍ରେସ ଭବନରେ ହୋଇଛି ଭ-ଙ୍ଗା-ରୁ-ଜା ।  ସକାଳେ ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭ-ଙ୍ଗା-ରୁ-ଜା ହୋଇଥିଲା । ଆଉ ସନ୍ଧ୍ୟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଭ-ଙ୍ଗା-ରୁ-ଜା ହୋଇଛି । ପିସିସି ସଭାପତି ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମଫଳକ ଭ-ଙ୍ଗା ଯାଇଛି ।

ଏପରିକି ଚ୍ୟାମ୍ବର ସାମ୍ନାରେ ଚେୟାର ଭ-ଙ୍ଗା ଯାଇଥିବା ଦେଖିବାକୁ ମିଳିଛି । କେତେକ ଯୁବକ ଅଫିସ୍‌ରେ ପଶି ଭ-ଙ୍ଗା-ରୁ-ଜା କରିଥିବା ସୂଚନା ମିଳିଛି । ମାତ୍ର କିଏ ଓ କେଉଁ ଉଦ୍ଦେଶ୍ୟରେ ଆ-କ୍ର-ମ-ଣ କରିଛି, ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ସେପଟେ କିନ୍ତୁ ବିଧାୟକ ସୁରେଶ ରାଉତରାୟ ବି-ରୋ-ଧୀ-ଙ୍କ ଉପରେ ବର୍ଷିଛନ୍ତି । ଆଉ କହିଛନ୍ତି ବିଜେପି ଓ ବିଜେଡି ଷ-ଡ-ଯ-ନ୍ତ୍ର କରି ଆମକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି । ସେ ହିନ୍ଦୀ ରେ କହିଛନ୍ତି-“ଏଇଟା କଂଗ୍ରେସର ଗୋଟିଏ ରୋଗ ।

ମୋର ୫୦ ବର୍ଷର ଅଭିଜ୍ଞତା ଭିତରେ ଦେଖିଛି ବହୁ ପୋ-ଡ଼ା-ଜ-ଳା ଓ ଭ-ଙ୍ଗା-ରୁ-ଜା । ଫାଇଲ ଜ-ଳୁ-ଥି-ବା ଦେଖିଛି । ୧୦ରୁ ଅଧିକ ଥର ଜ-ଳୁ-ଥି-ବା ବେଳେ ଅଫିସ ଭିତରେ ପଶି ନେତାଙ୍କୁ ଉ-ଦ୍ଧା-ର କରିଛି । ବାରମ୍ୱାର  କଂଗ୍ରେସ ଅଫିସ୍‌ରେ ଆ-କ୍ର-ମ-ଣ ହେଉଛି । ଏ ମନ୍ଦିରକୁ ଧ୍ୱଂ-ସ୍‌ କରିବା ପାଇଁ ଚାଲିଛି ଷ-ଡ଼-ଯ-ନ୍ତ୍ର । ବି-ରୋ-ଧୀ ବିଜେପି ଓ ବିଜେଡି ସମେତ କଂଗ୍ରେସର ମଧ୍ୟ ଭୂମିକା ରହିଛି । ଯେଉଁମାନେ ସଭାପତି ହେବା ପାଇଁ ବ୍ୟାକୁଳ ଅଛନ୍ତି । ସେମାନେ ଚାହୁଁଛନ୍ତି କଂଗ୍ରସ ବ-ଦ-ନା-ମ ହେଇଯାଉ ।

କେହି କାହାକୁ ସ-ହ୍ୟ କରିପାରୁ ନାହାନ୍ତି । ଯଦି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଦୃ-ଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତେ, ତାହା ହେଲେ ଏପରି ହୁଅନ୍ତା ନାହିଁ । ଏବେ ସମୟ ଆସି ଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଣ କରୁଛନ୍ତି ସୋନିଆ ଗାନ୍ଧି ? କଣ କରୁଛନ୍ତି ରାହୁଲ ଗାନ୍ଧି ? କଣ କରୁଛନ୍ତି ଚେଲା କୁମାର ? କଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ”

ଏହା ସହ ସେ କହିଛନ୍ତି କି ଆହୁରି କହିଛନ୍ତି-“ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ । ଏହି ସମୟରେ କଂଗ୍ରେସ ବଦନାମ ହେଲେ ବିଜେଡି ଓ ବିଜେପିକୁ ଫାଇଦା ମିଳିବ । ସେମାନେ ପରସ୍ପର ଭିତରେ ଲ-ଢ଼ି-ବେ । କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ । ”

Leave a Reply

Your email address will not be published. Required fields are marked *