ରନ୍ ୱେ ଛାଡି ବ୍ରିଜ ତଳେ ବିମାନ ! ଫଟୋ ଓ ଭିଡିଓ ହେଉଛି ଭାଇରାଲ, ଆପଣ ବି ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋ-ସ ଉଡିଯିବ । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓରେ ଏକ ବ୍ରିଜ ତଳେ ଫ-ସି ଯାଇଥିବା ପ୍ଳେନ ନଜର ଆସୁଛି । ଏହି କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଯେତେବେଳେ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାର ଭିଡିଓ ଭା-ଇ-ରା-ଲ ହେଲା ସେତେବେଳେ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଆସିଲା ।

ରନ୍ ୱେ ଛାଡି ବ୍ରିଜ ତଳେ ପ୍ଳେନ କେମିତି ଆସିଲା ଓ କେମିତି ଏହି ଘ-ଟ-ଣା ଘ-ଟି-ଲା ଏହି ସମସ୍ତ ପ୍ରଶ୍ନର ଉତ୍ତର ରଖିଛି ଏୟାର ଇଣ୍ଡିଆ । ବନ୍ଧୁଗଣ ଦିଲ୍ଲୀ ଗୁଡଗାଁଓର ଏକ ହାଇ ୱେ ବ୍ରିଜ ତଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମରେ ଏହି ଫଟୋ ଭା-ଇ-ରା-ଲ ହେବ ପରେ ଏୟାର ଇଣ୍ଡିଆ ଏହି ଘ-ଟ-ଣା ବିଷୟରେ କହିଛନ୍ତି ।

ଏୟାର ଇଣ୍ଡିଆର ମୁଖ ପାତ୍ର କହିଛନ୍ତି- ‘ଓଭର ବ୍ରିଜ ତଳେ ଫ-ସି ରହିଥିବା ବିମାନଟି କୌଣସି ଦୁ-ର୍ଘ-ଟ-ଣା ନୁହେଁ । ବହୁତ ଦିନ ପୂର୍ବରୁ ଏହି ପୁରୁଣା ଓ ଖରାପ ବୀମାନକୁ ବିକ୍ରି କରଯାଇଥିଲା । ବିକ୍ରି ହେବା ପରେ ଟ୍ରକ ଦ୍ଵାରା ଏହାକୁ ନିଆ ଯାଉଥିଲା । ହେଲେ ସଠିକ ଆକଳନ ନକରାଯାଇଥିବାରୁ ବିମାନଟି ବ୍ରିଜ ତଳେ ରହି ଯାଇଛି । ହେଲେ ବିମାନକୁ ମାଲିକ ବାହାର କରି ନେଇଛନ୍ତି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବ୍ରିଜ ତଳେ ଥିବା ବିମାନର ଦୃଶ୍ୟ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *