ବ୍ୟାଟ୍ସମ୍ୟାନ ମାନେ ବୁଝିପାରୁ ନାହାନ୍ତି ଅର୍ଜୁନ ତେନ୍ଦୁଲକର ଙ୍କ ବୋଲିଙ୍ଗ, ଇମ୍ପ୍ରେସ କରୁଛନ୍ତି Arjun Tendulkar

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଚମକିଲେ ଜୁନିୟର ତେନ୍ଦୁଲକର ! ବ୍ୟାଟ୍ସମ୍ୟାନ ବୁଝି ପାରୁନାହାନ୍ତି ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂ ! ତେବେ IPL  ମ୍ଯାଚରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଟିମରେ ଡେବ୍ୟୁ କରିଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଇଦାନରେ ଦେଖାଉଛନ୍ତି ନିଜର ଜଲ୍ବା ! ତେବେ ଅର୍ଜୁନ ତେନ୍ଦୁଲକରଙ୍କ ପ୍ରଥମ ମ୍ୟାଚ ଦେଖି ବାପା ଅର୍ଜୁନ ତେନ୍ଦୁଲକର ମଧ୍ୟ କାନ୍ଦି ପକାଇଥିଲେ । ଏବେ ପୁଣି ସନରାଇଜ ହାଇଦ୍ରାବାଦ ଖେଳାଳୀ ମାନଙ୍କୁ ମଧ୍ୟ ନାକରେ ପାଣି ପିଆଇଛନ୍ତି ଛୋଟେ ତେନ୍ଦୁଲକର !

ସ୍ଲୋ ବୋଲିଂ କରି ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଦେଖାଉଛନ୍ତି ଚକମା । ତେବେ ସୂଚନା ମୁତାବିକ ସଚିନ ତେନ୍ଦୁଲକର କ୍ରିକେଟ ଜଗତରେ ସାରା ବିଶ୍ଵବ୍ୟାପୀ ପରିଚିତ ଅଟନ୍ତି । ତାଙ୍କ ପୁଅ ଅର୍ଜୁନ ମଧ୍ୟ କ୍ରିକେଟକୁ ନିଜର କ୍ଯାରିଅର ରୂପେ ଆପଣାଇଛନ୍ତି । ତେବେ ପ୍ରଥମେ ପ୍ରଥମେ ନିଜର କ୍ଯାରିଅର କ୍ରିକେଟରେ ଆରମ୍ଭ କରିଥିବା ବେଳେ ଅନେକ କ୍ରିକେଟ ସମର୍ଥକ ଅର୍ଜୁନଙ୍କ ବୋଲିଂ ତଥା କ୍ରିକେଟ ପଦର୍ଶନକୁ ପସନ୍ଦ କରିଛନ୍ତି ।

ଏହା ସହ ଏପରି ମଧ୍ୟ କହୁଛନ୍ତି । ଯେ ଆଗକୁ ଯାଇ ଏକ୍ସପିରିଏନ୍ସ ହେଲା ପରେ ଆହୁରି ମଧ୍ୟ ଭଲ ଖେଳିବେ ଅର୍ଜୁନ ତେନ୍ଦୁଲକର । ହେଲେ ଏହାର ଅପର ପଟେ ବହୁ ଦର୍ଶକ ଅର୍ଜୁନଙ୍କୁ ଟ୍ରୋଲ କରିବାରେ ମଧ୍ୟ ଲାଗିପଡିଛନ୍ତି । ଏହା ସହ କହୁଛନ୍ତି ନିଜର ବାପା ସଚିନ ତେନ୍ଦୁଲକରଙ୍କ ନାମ ପାଇଁ ଆଜି IPL ରେ ଖେଳିବାକୁ ସୁଯୋଗ ପାଇଯାଇଛି ଅର୍ଜୁନ ତେନ୍ଦୁଲକର । ହେଲେ ଅର୍ଜୁନ ତେନ୍ଦୁଲକର କିନ୍ତୁ ନିଜ ପୁଅର ପ୍ରଥମ  ମ୍ଯାଚ ଦେଖି ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ।

ଏହା ସହ ଅର୍ଜୁନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରି କ୍ରିକେଟରେ ଭଲ ପଦର୍ଶନ କରିବା ପାଇଁ ମଧ୍ୟ ବାର୍ତ୍ତା ଦେଇଥିଲେ । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । କି ଯେ ଯଦି ଆଗାମୀ ସମୟ ମାନଙ୍କରେ ଅର୍ଜୁନ ମଧ୍ୟ ତାଙ୍କ ବାପାଙ୍କ ବାର୍ତ୍ତାକୁ ମାନି ନିଜର ପରିଶ୍ରମ ଜାରୀ ରଖିବା ସହ ଭଲ ଖେଳ ପଦର୍ଶନ କରନ୍ତି । ତେବେ ସାରା ଦେଶରେ ଭାରତୀୟ ଖେଳାଳୀ ଭାବେ ଆଉ ଏକ ଭଲ ଖେଳାଳୀ ଆମ ଭାରତୀୟ ଟିମ ପାଇପାରିବେ ।

କାରଣ ବାମହାତୀ ବୋଲର ଦେଶ ପାଇଁ ନିହାତି ଜରୁରୀ ହୋଇଥାଏ । କାରଣ ବାମହାତୀ ବୋଲର ମାନେ ବ୍ୟାଟ୍ସମାନଙ୍କୁ ଭଲ ଚକମା ଦେଖାଇ ବୋଲିଂ କରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *