Odia Gk- ଚୁଟିରେ ପ୍ରତିଦିନ କଣ ଲଗାଇଲେ ଚୁଟି ପାଚିବା ଦୂର ହୁଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ସମାହାର ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟିପାରିବେ ।

୧;- ବାରିପଦା କେଉଁ ଖାଦ୍ୟ ପାଇଁ ପ୍ରସିଦ୍ଧ ଅଟେ ?

ଉତ୍ତର;- ବାରିପଦା ମୁଢି ମାଂସ ପାଇଁ ପ୍ରସିଦ୍ଧ ଅଟେ ।

୨;- ପଇଡ ପାଇଁ କେଉଁ ଜିଲ୍ଲା ପ୍ରସିଦ୍ଧ ଅଟେ ?

ଉତ୍ତର;- ପଇଡ ପାଇଁ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ସ୍ଥାନଟି ପ୍ରସିଦ୍ଧ ଅଟେ ।

୩;- ପେଡା ପାଇଁ କେଉଁ ସ୍ଥାନଟି ପ୍ରସିଦ୍ଧ ଅଟେ ?

ଉତ୍ତର;- ପେଡା ପାଇଁ ଚଣ୍ଡୀଖୋଲ ବହୁତ ହିଁ ପ୍ରସିଦ୍ଧ ଅଟେ ।

୪;- ରାବିଡି ପାଇଁ କେଉଁ ସ୍ଥାନଟି ପ୍ରସିଦ୍ଧ ଅଟେ ?

ଉତ୍ତର;- ରାବିଡି ପାଇଁ ସମ୍ବଲପୁର ଜିଲ୍ଲାଟି ପ୍ରସିଦ୍ଧ ଅଟେ ।

୫;- ମୁଆଁ ପାଇଁ କେଉଁ ସ୍ଥାନଟି ପ୍ରସିଦ୍ଧ ଅଟେ ?

ଉତ୍ତର;- ମୁଆଁ ପାଇଁ ବାଣପୁର ସ୍ଥାନଟି ପ୍ରସିଦ୍ଧ ଅଟେ ।

୬;- ଚାରୁ ପାମ୍ପଡ ପାଇଁ କେଉଁ ସ୍ଥାନଟି ପ୍ରସିଦ୍ଧ ଅଟେ ?

ଉତ୍ତର;- ଚାରୁ ପାମ୍ପଡ ପାଇଁ ବ୍ରହ୍ମପୁର ପ୍ରସିଦ୍ଧ ଅଟେ ।

୭;- ଛୋଟ ଛୁଆ ମାନେ କଣ ଖାଇଲେ ତାଙ୍କର ବୃଦ୍ଧି ୨ ଗୁଣ ହୋଇଥାଏ ?

ଉତ୍ତର ;- ବାଦାମ ଖାଇଲେ ଛୋଟ ଛୁଆ ମାନଙ୍କର ବୃଦ୍ଧି ୨ ଗୁଣ ହୋଇଥାଏ ।

୮;- ଚିଙ୍ଗୁଡି ପାଇଁ କେଉଁ ସ୍ଥାନଟି ପ୍ରସିଦ୍ଧ ଅଟେ ?

ଉତ୍ତର;- ଚିଙ୍ଗୁଡି ପାଇଁ ଚିଲିକା ସ୍ଥାନଟି ପ୍ରସିଦ୍ଧ ଅଟେ ।

୯ ;- ଚୁଟିରେ ପ୍ରତିଦିନ କଣ ଲଗାଇଲେ ଚୁଟି ପାଚିବା ଦୂର ହୁଏ ?

ଉତ୍ତର;-ଚୁଟିରେ ପ୍ରତିଦିନ ଲେମ୍ବୁ ଲଗାଇଲେ ଚୁଟି ପାଚିବା ଦୂର ହୋଇଥାଏ ।

୧୦ ;- ଛେନାପୋଡ କେଉଁ ସ୍ଥାନଟି ପ୍ରସିଦ୍ଧ ଅଟେ ?

ଉତ୍ତର;- ଛେନାପୋଡ ପାଇଁ ନୟାଗଡ ଜିଲ୍ଲା ବହୁତ ପ୍ରସିଦ୍ଧ ଅଟେ ।

୧୧ ;- ବସାଦହି ପାଇଁ କେଉଁ ସ୍ଥାନଟି ପ୍ରସିଦ୍ଧ ଅଟେ ।

ଉତ୍ତର;- ବସା ଦହି ପାଇଁ ମାଣିକପାଟଣା ପ୍ରସିଦ୍ଧ ଅଟେ ।

୧୨;-ଦହିବରା ପାଇଁ କେଉଁ ସ୍ଥାନଟି ପ୍ରସିଦ୍ଧ ଅଟେ ?

ଉତ୍ତର;- ଦହିବରା ପାଇଁ କଟକ ଜିଲ୍ଲାଟି ପ୍ରସିଦ୍ଧ ଅଟେ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ରହିବା ସହିତ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *