Arindam ଙ୍କ ଶେଷ କଲ ରେକର୍ଡ, ଶୁଣନ୍ତୁ ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ କଣ କହିଥିଲେ ସେ ସ୍ତ୍ରୀଙ୍କୁ

ବନ୍ଧୁଗଣ ଅରିନ୍ଦମଙ୍କ ମୃ-ତ୍ୟୁ-କୁ ଗତ କିଛି ଦିନ ହୋଇଛି । ହାତୀକୁ ବଞ୍ଚାଇବା ପାଇଁ ଯାଇ ଆର ପାରିକୁ ଚାଲିଗଲେ ସାହସୀ ଅରିନ୍ଦମ । ଅପରେସନ ଜଗରାଜରେ ନ୍ୟୁଜ ସଂଗ୍ରହ କରିବା ପାଇଁ ଓଡ୍ରାଫ ଟିମ ସହ ମହାନଦୀ ଭିତରକୁ ଯାଇଥିଲେ ଅରିନ୍ଦମ । ପାଣିର ସ୍ରୋ-ତ ବଢିଯିବାରୁ ହଠାତ ବୋଟଟି ଓ-ଲୋ-ଟି ଯାଇଥିଲା । ସେହି ଦୁ-ର୍ଘ-ଟ-ଣା-ରେ ଅରିନ୍ଦମ ପାଣିରେ ବୁ-ଡି ନିଜର ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଥିଲେ ।

ବନ୍ଧୁଗଣ ଅରିନ୍ଦମ ଶେଷ ଥର ପାଇଁ ତାଙ୍କ ସ୍ତ୍ରୀଙ୍କ ସହ କଲ୍ ରେ କଥା ହୋଇଥିଲେ ଓ ତାଙ୍କର ସେହି କଲ୍ ରେକର୍ଡ ବହୁତ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଶେଷ ଥର ପାଇଁ ଅରିନ୍ଦମ ତାଙ୍କ ସ୍ତ୍ରୀ ସହ କଣ କଥା ହୋଇଥିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅରିନ୍ଦମ ସ୍ତ୍ରୀଙ୍କ ନାମ ହେଉଛି ସମୀକ୍ଷା । ସମୀକ୍ଷା ଓ ଅରିନ୍ଦମଙ୍କର ଗୋଟେ ପୁଅ ମଧ୍ୟ ଅଛି । ଅରିନ୍ଦମ ଥିଲେ ବାପା ମାଙ୍କର ଏକ ମାତ୍ର ପୁଅ । ସେ ନିଜ କର୍ତ୍ତବ୍ୟକୁ ସବୁଠାରୁ ଅଧିକ ଗୁରୁତ୍ଵ ଦେଉଥିଲେ । ସବୁଦିନ ପରି ଶେଷ ଦିନ ମଧ୍ୟ ଅରିନ୍ଦମ ତାଙ୍କ ସ୍ତ୍ରୀ ପୁଅ ସହ କଥା ହୋଇଥିଲେ ।

ଶେଷ କଲ୍ ରେ ସେ ନିଜ ସ୍ତ୍ରୀଙ୍କୁ କହିଥିଲେ, ତମେ ଖାଇ ସରିଲ ନା ନାହିଁ, ପୁଅ ଖାଇଛି ? ମା ଖାଇଲେ ନା ନାହିଁ । ହେଲେ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ବର୍ଗ । ଶେଷ ଦିନ ଅରିନ୍ଦମ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇ ହାଲଚାଲ ପଚାରି ବୁଝି ଥିଲେ ସେ ଜାଣି ନଥିଲେ ଯେ, ଏହା ହେଉଛି ତାଙ୍କର ଶେଷ କଲ୍ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅରିନ୍ଦମ ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *