ଦେଖନ୍ତୁ କେମିତି ଅଜାଙ୍କ 89th ଜନ୍ମଦିନ ପାଳିଲେ ହିରୋଇନ Archita, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆସିବା ଦିନରୁ ଅର୍ଚ୍ଚିତା ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ଅର୍ଚ୍ଚିତା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଛନ୍ତି ।

ଗତ କିଛି ମାସ ତଳେ ଏହି ଦୁଇଜଣ ରାଜସ୍ଥାନରେ ବିବାହ କରିଥିଲେ । ବିବାହ ପରଠାରୁ ଅର୍ଚ୍ଚିତା ସୋ-ସି-ଆ-ଲ ମି-ଡି-ଆ-ରେ ନିଜର ନୂଆ ନୂଆ ଭିଡିଓ ଓ ଫଟୋ ଅ-ପ-ଲୋ-ଡ କରୁଛନ୍ତି । ତାଙ୍କର ସମସ୍ତ ଭିଡିଓ ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ଦିନ ହେବ ଅର୍ଚ୍ଚିତା ନିଜର ଏକ ନୂଆ ଭିଡିଓ ପାଇଁ ବହୁତ ଚର୍ଚାରେ ଅଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅର୍ଚ୍ଚିତାଙ୍କ ଏହି ଭିଡିଓ ବିଷୟରେ ।

ଏହି ଭିଡିଓଟି ହେଉଛି ଲକଡାଉନ ସମୟର । ଲକଡାଉନ ସମୟରେ ଅର୍ଚ୍ଚିତା ଓ ସବ୍ୟସାଚୀ ତାନ ଅଜାଙ୍କର ଜନ୍ମ ଦିନ ବହୁତ ସୁନ୍ଦର ଭାବରେ ପାଳନ କରିଥିଲେ । ସେହି ସମୟର ଏହି ଭିଡିଓଟି ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ବିବାହ ପରେ ଅର୍ଚ୍ଚିତା ସବ୍ୟସାଚୀଙ୍କ ଘରେ ରହୁଛନ୍ତି ଓ ସବ୍ୟଙ୍କ ଅଜାଙ୍କୁ ୮୯ ବର୍ଷ ବୟସ ହେବା ଖୁସିରେ ତାଙ୍କ ଜନ୍ମ ଦିନ ବହୁତ ଧୁମଧାମରେ ପାଳନ କରଯାଇଥିଲା ।

ଜନ୍ମ ଦିନରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଓ ଅଜାଙ୍କ ପାଇଁ ଏକ ସୁନ୍ଦର କେକ ମଧ୍ୟ ଆଣିଥିଲେ । ଅଜାଙ୍କ ଜନ୍ମ ଦିନରେ ଘରର ସମସ୍ତ ସଦସ୍ୟ ବହୁତ ଖୁସି ନଜର ଆସୁଥିଲେ । ଜନ୍ମ ଦିନ ଖୁସିରେ ସବ୍ୟ ଓ ଅର୍ଚ୍ଚିତା ତାଙ୍କ ଅଜାକୁ ବହୁତ ସୁନ୍ଦର ସର୍ପରାଇସ ଦେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *