‘ସବୁ ବେଳେ କ୍ୟାମେରା ମ୍ୟାନଙ୍କ ମଧ୍ୟରେ ଝଗଡା କିଏ ଅରିନ୍ଦମଙ୍କ ସହ ଯିବ’ ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି Arindam ଙ୍କ ସହକର୍ମୀ, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଠାରୁ ସାରା ଓଡିଶାରେ ଶୋ-କ-ର ଛା-ୟା ଖେଳିଯାଇଛି । ଗତ କାଲି ସାହସୀ ସାମ୍ବାଦିକ ଅରିନ୍ଦମ ଦାସ ଏକ ଦୁ-ର୍ଘ-ଟ-ଣା-ରେ ପ୍ରା-ଣ ହରାଇଛନ୍ତି । ତାଙ୍କୁ ନେଇ ବର୍ତ୍ତମାନ ବହୁତ ଚର୍ଚା ଚାଲିଛି । ଗତ କାଲି ମୁଣ୍ଡୁଳିରେ ଏହି ଘ-ଟ-ଣା ଘ–ଟିଛି । ଗତ କାଲି ଏକ ହାତୀଟି ମହାନଦୀ ସ୍ରୋ-ତ-ରେ ଫ-ସି ରହିଥିଲା । ତାକୁ ଉଧାର କରିବା ପାଇଁ ଅ-ଗ୍ନି-ସ-ମ, ବନ ଓ ପୋଲିସ ବିଭାଗର ସମସ୍ତ କର୍ମଚାରୀ ଆସିଥିଲେ । ସେହି ସ୍ଥାନରେ ଅନେକ ସାମ୍ବାଦିକ ନ୍ୟୁଜ ସଂଗ୍ରହ କରୁଥିଲେ ।

ହାତୀକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଥିଲା । ଶେଷରେ ଓଡ୍ରାଫର ଏକ ଟିମ ମହାନଦୀ ଭିତରକୁ ଯାଇ ହାତୀକୁ ହୁଡାଇବା ପାଇଁ ଚେଷ୍ଟା କରିଥିଲେ ଓ ସେହି ଓଡ୍ରାଫ ଟିମଙ୍କ ସହ ବୋଟରେ ବସିଥିଲେ ସାମ୍ବାଦିକ ଅରିନ୍ଦମ । ହଠାତ ଜଳ ସ୍ରୋ-ତ ବ-ଢି-ଯିବାରୁ ବୋଟ ଓ-ଲୋ-ଟି ଯାଇଥିଲା ଯାହା ଫଳରେ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ଘ-ଟି-ଥି-ଲା । ବର୍ତ୍ତମାନ ସାରା ଓଡିଶା ବାସୀ ତାଙ୍କ ପାଇଁ ଦୁଃଖ ଅନୁଭବ କରୁଛନ୍ତି ।

ତାଙ୍କର ଏକ ବନ୍ଧୁ ତାଙ୍କ ବିଷୟରେ କିଛି ବିଶେଷ କଥା କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଅରିନ୍ଦମଙ୍କ ସହ କାମ କରିଥିବା ଏକ ମହିଳା କ୍ୟାମେରା ପର୍ଶନ କାନ୍ଦି କାନ୍ଦି ତାଙ୍କ ବିଷୟରେ ବହୁତ କିଛି କଥା କହିଛନ୍ତି । କ୍ୟାମେରା ପର୍ଶନ ଦେବଯାନୀଙ୍କ ମତରେ-‘ବହୁତ ଦୁଃଖ ଲାଗୁଛି, ମୋତେ ବିଶ୍ଵାସ ବି ହେଉ ନାହିଁ ।

ପ୍ରତିଦିନ ସଖାଳେ ଅରିନ୍ଦମଙ୍କ ସହ କିଏ ଯିବ ତାକୁ ନେଇ ଏକ ଆଲୋଚନା ଚାଲିଥାଏ । ଅରିନ୍ଦମ ବହୁତ ସାହାସୀ ଥିଲା ଓ ସେ ସବୁବେଳେ କିଛି ନୂଆ କରି ଦେଖାଇବା ପାଇଁ ଚେଷ୍ଟା କରୁଥିଲା । ସେଥିପାଇଁ ତା ସହ ସମସ୍ତ କ୍ୟାମେରା ପର୍ଶନ ଯିବା ପାଇଁ ଚାହୁଁ ଥିଲେ’ । ଏହା ପରେ ଆଗକୁ ଦେବଯାନୀ କହିଛନ୍ତି-‘ଅରିନ୍ଦମଙ୍କ ସହ ଯିବା ପାଇଁ ସବୁ କ୍ୟାମେରା ପର୍ଶନ ପରସ୍ପର ସହ ଝ-ଗ-ଡା କରୁଥିଲେ ।

ହେଲେ ଅରିନ୍ଦମଙ୍କ ଏହି ଅ-କା-ଳ ବି-ୟୋ-ଗ ଆମ ମାନଙ୍କୁ ଭା-ଙ୍ଗି ଦେଇଛି । ଆମେ ବିଶ୍ଵାସ ବି କରିପାରୁ ନାହୁଁ । ଏବେ ବି ଲାଗୁଛି ସଖାଳ ପାଇଲେ ସେ ଆମ ସହ ଦେଖା କରିବ ହେଲେ ସେ ଆଉ ନାହିଁ’ । ବନ୍ଧୁଗଣ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କ ଅଫିସ ଷ୍ଟାଫ ଓ ତାଙ୍କ ପରିବାର ଦୁଃଖ ଭା-ଙ୍ଗି ପଡିଛନ୍ତି । ତା ହେଲେ ବନ୍ଧୁଗଣ ଅରିନ୍ଦମଙ୍କ ଆତ୍ମା ଶାନ୍ତି ପାଉ ବୋଲି ଆପଣ ମାନେ ସମସ୍ତେ ପ୍ରାର୍ଥନା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *