Arindam ଙ୍କୁ ଉଦ୍ଧାର ହେଲା ପରେ ମେଡ଼ିକାଲ ରେ ଅରିନ୍ଦମ ଙ୍କ ଶେଷ ଦୃଶ୍ୟ, ଦେଖନ୍ତୁ Video

ବନ୍ଧୁଗଣ, ଜଙ୍ଗଲି ହାତୀ କୁ ବଞ୍ଚାଇବା ପାଇଁ ସଂପୂର୍ଣ୍ଣ ପ୍ରୟାସ ଚଳାଇଥିଲେ, ମାତ୍ର ମହାନଦୀ ରେ ଘ-ଟି-ଗ-ଲା ଅ-ଘ-ଟ-ଣ । ଗତକାଲି ଗୋଟିଏ ଜଙ୍ଗଲି ହାତୀ ମହାନଦୀ ଜଳ ପ୍ରପାତ ରେ ବୁ-ଡି-ଯି-ବାକୁ ଯାଉଥିଲା । କିନ୍ତୁ ବନ ବିଭାଗ କର୍ମୀ ଖବର ପାଇ ଦନ୍ତାହାତୀ କୁ ଉଦ୍ଧାର କରିବାକୁ ଗଲେ । ମହାନଦୀ ରେ ଓଡ୍ରାଫ ଟିମ ସହିତ ଜଣେ ସାମ୍ବାଦିକ ମଧ୍ୟ ଥିଲେ । ତାଙ୍କ ନାମ ହେଲା ଅରିନ୍ଦମ ଦାସ ।

ଜଙ୍ଗଲି ହାତୀ କୁ ଘଉଡାଇଲା ସମୟରେ ଜଳ ପ୍ରପାତ ଏତେ ଜୋରସେ ହେଲା ଯେ ଓଡ୍ରାଫ ଟିମ ବୋଟ ରେ ଯାଇଥିବା ବେଳେ ଭା-ର-ସା-ମ୍ୟ ହରାଇବାକୁ ଲାଗିଲେ । ହାତୀ ଟି ମଧ୍ୟ ନିଜକୁ ରକ୍ଷା କରିପାରୁ ନଥିଲା । କ୍ରମଶ ଜଳ ପ୍ରପାତ ହାତୀ ଟିର ମସ୍ତିଷ୍କ ଉଚ୍ଚ ହେବାକୁ ଲାଗିଲା । ଏହାକୁ ଦେଖି ବନ ବିଭାଗ କର୍ମୀ ଜୋର ଜୋର ସେ ପାଟି କରିବାକୁ ଲାଗୁଥିଲେ କାଳେ ହାତୀଟି ଭୟ କରି କୁଳ ଆଡକୁ ପଳାଇ ଆସିବ ।

ମାତ୍ର ଜଳ ର ଧାର ଅଧିକ ହେବାରୁ ହାତୀ ମଧ୍ୟ ସେଠାରୁ ବାହାରି ପାରୁ ନଥିଲା । କିଛି ଲୋକ କଦଳୀ ମଧ୍ୟ ପକାଉଥିଲେ ଖାଇବା ଦେଖି ସେ କୁଳକୁ ଆସିବ ବୋଲି ମାତ୍ର ସବୁକିଛି ବାଧା ସୃଷ୍ଟି କରିଥିଲା । ଓଡ୍ରାଫ ଟିମ ସମେତ ସାମ୍ବାନ୍ଦିକ ନିକଟ କୁ ଯିବାକୁ ଲାଗିଲେ । ଏହାପରେ ହାତୀ ନିକଟ ରେ ପହଞ୍ଚିଲା ବେଳକୁ ଆଉ ବୋଟ ଟି ନିଜ ଭା-ର-ସା-ମ୍ୟ ରକ୍ଷା କରିପାରି ନଥିଲା । ଚାହୁଁ ଚାହୁଁ ବୋଟ ଟି ଗଭୀର ଜଳ ପ୍ରପାତ ମଧ୍ୟକୁ ପ୍ରବେଶ କରିଗଲା ।

ନିଜକୁ ରକ୍ଷା କରିବାକୁ ବୋଟ ରେ ଥିବା କର୍ମୀ ତଥା ସାମ୍ବାନ୍ଦିକ ନିଜର ପ୍ରଚେଷ୍ଟା ଚଳାଇଥିଲେ ମାତ୍ର ଜଳ ଧାର ରେ ସେମାନେ ବୋଟ ଉପରେ ସ୍ଥିର ରହିପାରିଲେ ନାହିଁ । ଦେଖୁ ଦେଖୁ ବୋଟ ଟି ସଂପୂର୍ଣ୍ଣ ଭାବରେ ବୁଡିଗଲା । ଓଡ୍ରାଫ ଟିମ ଏବଂ ସାମ୍ବାନ୍ଦିକ କୁ ଉଦ୍ଧାର ନିମନ୍ତେ ସେଠାରେ ଅନ୍ୟ ରେ-ସ-କ୍ୟୁ ଟିମ ପହଞ୍ଚିଲା । ସେମାନଙ୍କୁ ଉଦ୍ଧାର କରି ମେଡିକାଲ ରେ ନେଇ ଗୁରୁତ୍ଵର ଅବସ୍ଥାରେ ଭର୍ତ୍ତି କରାଗଲା ।

ସାମ୍ବାନ୍ଦିକ ଅରିନ୍ଦମ ଦାସ ଙ୍କ ପରଲୋକ ହୋଇଗଲା । ସେ ସବୁଦିନ ଲାଗି ମେଡିକାଲ ରେ ଆଖି ବୁଝିଦେଲେ । ଅନ୍ୟ କର୍ମୀ ମାନେ ଗୁରୁତ୍ଵର ଅବସ୍ଥାରେ ଚିକିତ୍ସ୍ୟାଧୀନ ଅବସ୍ଥାରେ ବର୍ତ୍ତମାନ ଚିକିତ୍ସ୍ୟା ହେବାର ସୂଚନା ମିଳିଅଛି । ବନ୍ଧୁଗଣ ଏହି ମର୍ମାହତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *