Star Kids Aryan Khan ଙ୍କୁ ଗିରଫ କରିବା ପଡିଲା ମହଙ୍ଗା, ଅଡୁଆରେ ପଡିଲେ ଆର୍ୟ୍ଯନ ଙ୍କୁ ଗିରଫ କରିଥିବା NCB ଅଫିସର, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ସୁପରଷ୍ଟାର ସାହାରୁଖ ଖାଁ ଙ୍କ ପୁଅ ଆର୍ୟନ ଖାଁ ଙ୍କୁ ଧରିବା ପରେ ବର୍ତ୍ତମାନ ମୁମ୍ବାଇ ର ଜଣାଶୁଣା ଅଫିସର ସମୀର ୱାକଡେ ଙ୍କ ପାଇଁ ଚିନ୍ତା ବଢ଼ିଛି । ସମୀର ହେଉଛନ୍ତି ସେହି ଅଫିସର ଯିଏ ବଲିଉଡ ର ନାମୀ କଳାକାର ଙ୍କୁ ପାଣି ପିଆଇ ଦେଇଛନ୍ତି । ବିଦେଶୀ କରେଂସିଂ ସହିତ ମୁମ୍ବାଇ ଏୟାରପୋର୍ଟ ରେ ଗାୟକ ମିକ୍କା ସିଂ ଧ-ରା ପଡ଼ିବା ହେଉ କିମ୍ବା ବିବେକ ଓବେରଇ, ରାମ ଗୋପାଲ ବର୍ମା ଙ୍କ ସହିତ ଅନେକ ବଲିଉଡ ସେଲିବ୍ରିଟି ଙ୍କ ଘରେ ପଶି ତ-ଦ-ନ୍ତ କରିବା ହେଉ ।

ଏହି ସବୁ କୁ ସଫଳ କରି ଦେଖାଇଛନ୍ତି ଏହି ସାହସୀ ଅଫିସର । ଏମିତିକି ୨୦୧୧ ବିଶ୍ୱକପ ଟ୍ରଫି ନେଇ ଭାରତୀୟ କ୍ରିକେଟ ଟିମ୍ ଯେତେବେଳେ ଆସିଲା ସେତେବେଳେ ସେମାନଙ୍କୁ ଯାଞ୍ଚ ନକରି ସେ ଏୟାରପୋର୍ଟ ରୁ ବି ଛାଡ଼ି ନଥିଲେ । ଏହି ଘ-ଟ-ଣା ପାଇଁ ସେତେବେଳେ ସେ ଖୁବ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । କିନ୍ତୁ ଏବେ ବଲିଉଡ ବାଦଶାହ ସାହାରୁଖ ଖାଁ ଙ୍କ ପୁଅ ଆର୍ୟନ ଙ୍କୁ ରେଭ୍ ପାର୍ଟି ରୁ ଗି-ର-ଫ କରି ପୁଣି ଚର୍ଚ୍ଚା ରେ ଅଛନ୍ତି ସମୀର ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମୀର ଙ୍କ ବଲିଉଡ ସହିତ କନେକ୍ସନ ମଧ୍ୟ ଖୁବ ଭଲ ଅଛି । କାରଣ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ବଲିଉଡ ଅଭିନେତ୍ରୀ ଭାବରେ ଗଙ୍ଗାଜଲ ଭଳି ଫିଲ୍ମ ରେ ପୂର୍ବରୁ କାମ କରି ସାରିଛନ୍ତି । କିନ୍ତୁ ବଲିଉଡ ରେ ସ୍ତ୍ରୀ ଅଭିନେତ୍ରୀ ଥିବା ବେଳେ ବଲିଉଡ ଷ୍ଟାର ଏବଂ ଷ୍ଟାରକିଡ ଙ୍କୁ ବିନା ଡ-ର ଭ-ୟ ରେ ସମୀର ତ-ଦ-ନ୍ତ ପରିସର ଭୁକ୍ତ କରିବା ଏକ ସାଧାରଣ କଥା ନୁହେଁ ବୋଲି ଚର୍ଚ୍ଚା ର ବିଷୟ ହୋଇଛି ।

ତେବେ ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ୍ ମୃ-ତ୍ୟୁ ମାମଲା ପରେ ବଲିଉଡ ରେ ଉଠିଥିବା ଡ୍ର-ଗ୍ସ ଜଡ଼ କୁ ମଧ୍ୟ ଏନ୍ସିବି ର ଏହି ଅଫିସର କଣ୍ଟ୍ରୋଲ କରୁଛନ୍ତି । ଏନ୍ସିବି ପୂର୍ବରୁ ସେ ମୁମ୍ବାଇ ରେଭିନ୍ୟୁ ଏଣ୍ଟିଲିଜେନ୍ସ ରେ ଥିଲେ । ଏମିତି କି ଏନ ଆଇ ର ଏଡିସ୍ନାଲ ଏସ୍ପି ଏବଂ ଏୟୁ ରେ ସେ ଡେପୁଟି କମିଶନର ଭାବରେ ନିଜର କାମ କରି ଆସୁଛନ୍ତି । ନିଜ କାମ ପାଇଁ ତାଙ୍କୁ ମୁମ୍ବାଇ ର ସବୁଠାରୁ କଡ଼ା ଅଫିସର ବୋଲି ମଧ୍ୟ କୁହାଯାଏ ।

ତେବେ ସମୀର ଙ୍କ ସ୍ତ୍ରୀ କ୍ରାନ୍ତି ରେଡକର୍ ବଲିଉଡ ରେ ପ୍ରଥମେ କାମ କରୁଥିବା ବେଳେ ସମୀର ଙ୍କ ଏହି କଡାପଣ ଯୋଗୁଁ ତାଙ୍କୁ ବି ଆଉ ବଲିଉଡ ରେ ସ୍ଥାନ ମିଳୁନାହିଁ । ବର୍ତ୍ତମାନ ବଲିଉଡ ଛାଡ଼ି ସେ ମରାଠି ଫିଲ୍ମ ଓ କିଛି ସିରିଆଲ ରେ ମଧ୍ୟ କାମ କରୁଛନ୍ତି । ତଥାପି ଏବେ ବଲିଉଡ ବାଦଶାହ କୁହା ଯାଉଥିବା ସାହାରୁଖ ଖାଁ ଙ୍କ ପୁଅ ଙ୍କୁ ଗି-ର-ଫ କରିବା ଘଟଣା ରେ ଆଗକୁ ତାଙ୍କ ପାଇଁ କିଛି ସମସ୍ୟା ଆସିପାରେ ବୋଲି କୁହାଯାଉଛି ।

ତେଣୁ ଷ୍ଟାର କିଡ ଆର୍ୟନ ଙ୍କ ପାଇଁ ସମୀର ୱାକଡେ ଓ କ୍ରାନ୍ତି ରେଡକର ଙ୍କ ଜୀବନ ରେ କିଛି ସମସ୍ୟା ଉପୁଜିପାରେ ବୋଲି କୁହାଯାଉଛି । ତେବେ ଏହି କଥା କେତେ ଦୂର ସତ ଏବଂ କେତେ ଦୂର ମିଛ ତାହା କେବଳ ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *