ମୁଣ୍ଡ ପିଟି କାନ୍ଦୁଛନ୍ତି Arindam ଙ୍କ ଭଉଣୀ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କ ପରିବାର ଲୋକ ଦୁଃଖରେ ଭା-ଙ୍ଗି ପ-ଡି-ଛନ୍ତି । ଅରିନ୍ଦମଙ୍କ ସହ ଜଡିତ ଅନେକ ଫଟୋ ଓ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ପାଇଁ ସାରା ଓଡିଶା ବାସୀ ଦୁଃଖ ପ୍ରକାଶ କରିଛନ୍ତି । ଅପେରସନ ଗଜରାଜରେ ଯାଇଥିବା ଅରିନ୍ଦମ ଦାସ ଗତ କାଲି ମହାନଦୀ ପାଣିରେ ବୁଡି ନିଜ ପ୍ରା-ଣ ହ-ରା-ଇଥିଲେ ।

ଅରିନ୍ଦମଙ୍କ ମୃ-ତ୍ୟୁ-କୁ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ସାଙ୍ଗ ମାନେ । ଅନ୍ୟ ପକ୍ଷରେ ପରିବାର ଲୋକଙ୍କ ଉପରେ ଦୁଃଖର ଚ-ଡ-କ ପ-ଡି-ଯାଇଛି । ବନ୍ଧୁଗଣ ଅରିନ୍ଦମ ଥିଲେ ବାପା ମାଙ୍କର ଗୋଟିଏ ପୁଅ । ବହୁତ କମ ବର୍ଷ ବୟସରେ ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ଏହି ଭିଡିଓଟି ହେଉଛି ତାଙ୍କ ଘରର । ଅରିନ୍ଦମଙ୍କ ମୃ-ତ ଶରୀର ତାଙ୍କ ଘରେ ଥିବା ସମୟରେ ଏହି ଭିଡିଓଟି ରେକର୍ଡ ହୋଇଛି । ଅରିନ୍ଦମଙ୍କ ମୃ-ତ ଶରୀର ଉପରେ ତାଙ୍କ ଭଉଣୀ ମୁଣ୍ଡ ରଖି କା-ନ୍ଦୁ-ଛ-ନ୍ତି । ଘର ଓ ସାହି ପଡିଶା ଲୋକ ମାନେ ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି । ଅରିନ୍ଦମଙ୍କ ମୃ-ତ୍ୟୁ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଭଉଣୀ । ଭାଇ ଯିବା ପରେ ଶେଷ ଥର ପାଇଁ ଭାଇ ଛାତିରେ ମୁଣ୍ଡ ରଖି ବହୁତ କା-ନ୍ଦି-ଛ-ନ୍ତି ।

ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ । ତା ହେଲେ ବନ୍ଧୁଗଣ ଅରିନ୍ଦମଙ୍କ ଆତ୍ମା ଶାନ୍ତି ପାଉ ବୋଲି ଆମେ ସମସ୍ତେ ପ୍ରାର୍ଥନା କରୁଛୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *