‘ଉଠୁ ମାମୁଁ ଉଠୁ, ପ୍ଲିଜ୍ ମାମୁଁ ଉଠୁ’, Arindam Das ଙ୍କ ଅକାଳ ବିୟୋଗ ପରେ ବାହୁନି ବାହୁନି କାନ୍ଦୁଛନ୍ତି ତାଙ୍କ ଭାଣିଜୀ, Video ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି

ବନ୍ଧୁଗଣ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କ ପରିବାର ଲୋକଙ୍କ ଉପରେ ବହୁତ ବଡ ଦୁଃଖର ପାହାଡ ପ-ଡି-ଯାଇଛି । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଅରିନ୍ଦମଙ୍କ ସହ ଜଡିତ ଅନେକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ଅଛି ଓ ଆପଣ ମାନେ ଏହି ଭିଡିଓ ବିଷୟରେ ଜାଣିଲେ ନିଜ ଲୁହକୁ ରୋକି ପାରିବେ ନାହିଁ ।

ବନ୍ଧୁଗଣ ଗତ କାଲି କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଲା ଅରିନ୍ଦମଙ୍କ ପା-ର୍ଥି-ବ ଶ-ରୀ-ର । ଶେ-ଷ ଦ-ର୍ଶ-ନ ପାଇଁ ବନ୍ଧୁ ଓ ଶୁଭେଛୁଙ୍କ ଭି-ଡ଼ ଜମି ଥିଲା । ସେହି ସମୟର ଏକ ଦୃଶ୍ୟ ଆଖିରୁ ଲୁହ ଝରେଇ ଦେଉଛି । ଅରିନ୍ଦମଙ୍କ ପା-ର୍ଥ-ବି ଶ-ରୀ-ର ପାଖରେ ସମସ୍ତ ଲୋକ ଛିଡା ହୋଇଥିଲେ । ସେହି ସମୟରେ ତାଙ୍କ ଭାଣିଜୀ କାନ୍ଦି କାନ୍ଦି ଭାଙ୍ଗି ପଡିଥିଲା ।

ଭାଣିଜୀ କାନ୍ଦି କାନ୍ଦି ‘ଉଠୁ ମାମୁଁ ଉଠୁ, ପ୍ଲିଜ୍ ମାମୁଁ ଉଠୁ’ ବୋଲି କହୁଥିଲା । ଏହି ଦୃଶ୍ୟକୁ ଦେଖି କିଏ ବା ନିଜ ଲୁହକୁ ଅଟକାଇ ପାରିବ । ବନ୍ଧୁଗଣ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-ରେ ସାରା ଓଡିଶା ବାସୀ ଦୁଃଖ ପ୍ରକାଶ କରିଛନ୍ତି । ଅରିନ୍ଦମ ଜଣେ ଭଲ ସାମ୍ବାଦିକ ହେବା ସହ ଜଣେ ଭଲ ସ୍ଵାମୀ, ଭଲ ପୁଅ, ଭଲ ସାଙ୍ଗ ଓ ଭଲ ମାମୁ ମଧ୍ୟ ଥିଲେ ।

ବାପା ମାଙ୍କର ଗୋଟିଏ ପୁଅ ଥିଲେ ଅରିନ୍ଦମ । ଗତ କାଲି ଅପେରସନ ଗଜରାଜରେ ସେ ନ୍ୟୁଜ ସଂଗ୍ରହ କରିବା ପାଇଁ ଓଡ୍ରାଫ ଟିମ ସହ ମହାନଦୀ ଭିତରକୁ ଏକ ବୋଟରେ ଯାଇଥିଲେ । ପାଣିର ସ୍ରୋ-ତ ବ-ଢି ଯିବାରୁ ବୋଟ ଓ-ଲୋ-ଟି ଯାଇଥିଲା ଓ ସେହି ସମୟରେ ଅରିନ୍ଦମ ତାଙ୍କ ଶେ-ଷ ନି-ଶ୍ଵା-ସ ମହାନଦୀ ପାଣିରେ ତ୍ୟାଗ କରିଥିଲେ । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଛି ।

Leave a Reply

Your email address will not be published. Required fields are marked *