ଚାଲିଗଲେ Arindam କିନ୍ତୁ ଏବେ କେମିତି ଅଛନ୍ତି Pravat, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ପ୍ରଭାତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି । ଗତ କାଲି ଅରିନ୍ଦମଙ୍କ ସହ ପ୍ରଭାତ ମୁଣ୍ଡଳି ବ୍ରିଜକୁ ଯାଇଥିଲେ । ଅରିନ୍ଦମ ଓଟିଭିର ଚିଫ ରିପୋର୍ଟର ଥିଲେ ଓ ପ୍ରଭାତ ତାଙ୍କ ସହ କ୍ୟାମେରା ପର୍ଶନ ହୋଇ ଯାଇଥିଲେ । ମୁଣ୍ଡଳି ବ୍ରିଜରେ ଏକ ହାତୀ ଫ-ସି ରହି ଯାଇଥିବା ବେଳେ ପ୍ରଭାତ ଓ ଅରିନ୍ଦମ ନ୍ୟୁଜ ସଂଗ୍ରହ କରିବା ପାଇଁ ଯାଇଥିଲେ ।


ବନ୍ଧୁଗଣ କର୍ତ୍ତବ୍ୟ ସମ୍ପାଦନା କରିବା ବେଳେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ହୋଇଥିଲା।  ଅରିନ୍ଦମ ଓ ପ୍ରଭାତ ଓଡ୍ରାଫ ଟିମ ସହ ମହାନଦୀକୁ ଏକ ବୋଟରେ ଯାଇଥିବା ବେଳେ ଅଧିକ ଜଳ ସ୍ରୋ-ତ ହେତୁ ବୋଟ ଟି ଓ-ଲୋ-ଟି ଯାଇଥିଲା । ଯାହା ଫଳରେ ନଦୀରେ ଭାସି ଯାଇଥିଲେ ଅରିନ୍ଦମ । ଡାକ୍ତର ଅରିନ୍ଦମଙ୍କୁ ମୃ-ତ ଘୋଷଣା କରିଥିବା ବେଳେ କ୍ୟାମେରା ମ୍ୟାନ ପ୍ରଭାତଙ୍କ ଚିକିତ୍ସା ଚାଲିଥିଲା ।

ବର୍ତ୍ତମାନର ସୂଚନା ଅନୁଯାଇ ପ୍ରଭାତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି । ଅରିନ୍ଦମ ଏକ ସାହସୀ ରିପୋର୍ଟର ଥିଲେ । ତାଙ୍କର ଏହି ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ଗତ କାଲି ଏହି ଘଟଣା ହଠାତ ହୋଇଗଲା ଓ ଲୋକମାନେ ବିଶ୍ଵାସ କରିପାରୁ ନାହାନ୍ତି । ଅରିନ୍ଦମଙ୍କ ପରିବାର ଦୁଃ-ଖ-ରେ ଭାଙ୍ଗି ପଡିଛନ୍ତି ।

ଅରିନ୍ଦମ ଏକ ସାହସୀ ରିପୋର୍ଟର ଥିଲେ ଓ ସେ ନିଜ କାମକୁ ବହୁତ ଖୁସିର ସହ କରୁଥିଲେ । ଅରିନ୍ଦମ ତାଙ୍କ ପର୍ଶନାଲ ଲାଇଫରେ ମଧ୍ୟ ଜଣେ ସରଳ ଓ ଶାନ୍ତ ମଣିଷ ଥିଲେ । ସେ ଅନ୍ୟ ମାନଙ୍କର ସହାୟତା ପାଇଁ ସବୁବେଳେ ଛିଡା ହେଉଥିଲେ ।

ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଅରିନ୍ଦମଙ୍କ ବହୁତ ଚର୍ଚା ହେଉଛି । ସେ ବାପା ମାଙ୍କର ଗୋଟିଏ ପୁଅ ଥିଲେ । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ହେତୁ ତାଙ୍କ ସଂ-ସା-ର ଉ-ଜୁ-ଡି ଯାଇଛି । ବନ୍ଧୁଗଣ ଅରିନ୍ଦମଙ୍କ ଆମର ଆତ୍ମା ଶାନ୍ତି ପାଉ ଆମେ ମାନେ ପ୍ରାର୍ଥନା କରୁଛୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *