ରକ୍ତ ବନେଇବାର ମେସିନ ଅଟେ ଏହି ଦାନା, କେବଳ ଏହାର 4 ଟି ଦାନା ଖାଇ ନିଅନ୍ତୁ ଏତେ ରକ୍ତ ହେବ ଯେ ଆପଣ ଡୋନେଟ କରିଦେବେ- Health Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବୁ ଯାହାର ପ୍ରୟୋଗ କରି ଆପଣ ନିଜ ଶରୀରର ରକ୍ତକୁ ଦୁଇଗୁଣ ଅଧିକ ବଢାଇ ପାରିବେ । ଏହି ଉପଚାର ଆପଣଙ୍କ ଶରୀରର ରକ୍ତ ମାତ୍ରାକୁ ବଢାଇବା ସହ ଆପଣଙ୍କ ରକ୍ତକୁ ଶୁଦ୍ଧ ମଧ୍ୟ କରିବ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ନଥିବ ଓ ଶୁଦ୍ଧ ରକ୍ତ ଥିବ ତା ହେଲେ ଆପଣ ୧୫୦ ଗମ୍ଭୀର ରୋଗ ଠାରୁ ଦୂରରେ ରହିବେ ।

ଏହି ଉପଚାର କରିବା ଦ୍ଵାରା ଆପଣ ବୃଦ୍ଧା ସମୟରେ ବି ଯବାନ ପରିକା ଦେଖାଯିବେ । ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ନିଜ ଘର ମଧ୍ୟରେ ବହୁତ ସହଜରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପଚାର ପାଇଁ ଆମକୁ ସର୍ବ ପ୍ରଥମ ଜିନିଷ ଦରକାର କିଶିମିଷ । ଆପଣ ମାନଙ୍କୁ କିଶିମିଷ ବହୁତ ସହଜରେ ଆପଣଙ୍କ ରୋଷେଇ ଘରୁ ମିଳିଯିବ । କିଶିମିଷରେ କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ଜିଙ୍କ, ପୋଟାସିୟମ, ସୋଡିୟମ, ଭିଟାମିନ ସି ଓ ଭିଟାମିନ କେ ଆଦି ତତ୍ଵ ରହିଥାଏ । ବନ୍ଧୁଗଣ କିଶିମିଷ ରକ୍ତ ବନେଇବାର ମେସିନ ଅଟେ ହେଲେ ଏହାକୁ ସେବନ କରିବାର ମଧ୍ୟ ଏକ ଉପଚାର ଅଛି ।

ଏହି ଉପଚାର ପାଇଁ ଆପଣ ମାନେ ଗ୍ଯାସ ଚୁଲାରେ ଏକ ପାତ୍ର ବଶାନ୍ତୁ ଓ ସେଥିରେ ଏକ ମୁଠା କିଶିମିଷ ନିଅନ୍ତୁ । ଆପଣଙ୍କୁ କିଶିମିଷକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଗରମ କରିବାକୁ ହେବ । ଗରମ କରିବା ପରେ ଆପଣ ମାନେ ସଖାଳ ସମୟରେ ଏହାକୁ ଛାଣି ଦିଅନ୍ତୁ । ଖାଲି ପେଟରେ କିଶିମିଷର ସେବନ କରନ୍ତୁ ଓ ବଞ୍ଚି ଥିବା ପାଣିକୁ ପିଇ ଦିଅନ୍ତୁ । ଏହା ଆପଣଙ୍କ ଶରୀରରେ ଯାଇ ରକ୍ତ ବନେଇବ ଓ ଆପଣଙ୍କ ରକ୍ତକୁ ଶୁଦ୍ଧ କରିବ ।


ବନ୍ଧୁଗଣ ଏହି ଉପଚାର ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇଥାଏ । ହାର୍ଟ ଆଟାକ ଠାରୁ ବଞ୍ଚାଇ ଥାଏ ଓ ଆପଣଙ୍କ ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିବାରେ ଏହି ଉପଚାର ରାମବାଣ ଅଟେ । ଏହି ଉପଚାର ମୋଟାପଣ, ଉଚ୍ଚ ରକ୍ତଚାପ ଆଦି ସମସ୍ୟାକୁ ଦୂର କରିଥାଏ । ଏହା ଆପଣଙ୍କ ଚେହେରାରେ ଗ୍ଲୋ ଆଣିଥାଏ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *