ବନ୍ଧୁଗଣ, ଦିବଙ୍ଗତ ସାମ୍ବାନ୍ଦିକ ତଥା OTV ରେପୋର୍ଟର ଅରିନ୍ଦମ ଦାସ ଙ୍କ ପରିବାର ସାଧାରଣ ଲୋକଙ୍କ ଠାରୁ ଆର୍ଥିକ ସହାୟତା ଲୋଡୁଛନ୍ତି ବୋଲି ସୋ-ସି-ଆ-ଲ ମି-ଡି-ଆ- ରେ ପ୍ରସାରିତ ମିଥ୍ୟା ଖବର କୁ ବିଶ୍ଵାସ ନ କରିବାକୁ ଭଉଣୀ ଙ୍କ ଅନୁରୋଧ । ଅରିନ୍ଦମ ଦାସ ଙ୍କ ଭଉଣୀ ଝରଣା ଦାସ ଏହାକୁ ନେଇ ଟ୍ଵି-ଟ କରିଛନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ଘୁରି ବୁଲୁଥିବା ଏଭଳି ମିଥ୍ୟା ଖବର କୁ ଏ ନେଇ ଆଦୌ ବିଶ୍ଵାସ ନ କରିବାକୁ ସେ ନିବେଦନ କରିଛନ୍ତି ।
ଝରଣା ଲେଖିଛନ୍ତି ଯେ ଆମ୍ଭ ପରିବାର ଅରିନ୍ଦମ ଙ୍କ ପରିବାର ର ଦାଇତ୍ଵ ଉଠାଇବାକୁ ସମର୍ଥ ଅଟନ୍ତି । ଭଗବାନ ଙ୍କ ଆଶୀର୍ବାଦ ରୁ ଆମ୍ଭ ନିକଟରେ ଲୋକଙ୍କ ଭଲ ପାଇବା ତଥା ଆଶୀର୍ବାଦ ଅଛି । ଆମ୍ଭର ଏକ ଯୌଥ ପରିବାର ଅଛି ଏବଂ ସମସ୍ତେ ନିଜ ନିଜ କ୍ଷେତ୍ରରେ ସମର୍ଥ । ମୋ ବାପା ଜଣେ ସଚ୍ଚୋଟ ବ୍ୟାଙ୍କ ଅଧିକାରୀ ଥିଲେ । ଭାଇ ମଧ୍ୟ ସ୍ଵଛ ହୃଦୟର ବ୍ୟକ୍ତି ଥିଲେ । ଭାଇ ଟଙ୍କା ପଛରେ ନ ଗୋଡାଇ ସର୍ବଦା କାମ କୁ ଅଧିକ ଗୁରୁତ୍ଵ ଦେଇ ଆସୁଥିଲେ ।
ଅରିନ୍ଦମ ଙ୍କ ପତ୍ନୀ ଏବଂ ପୁଅ ଯେଭଳି ଏକ ସନ୍ନମାନ ଜନକ ଜୀବନ ଜାପାନ କରିବେ, ସେଥି ନିମନ୍ତେ ଆମ୍ଭେ ସକ୍ଷମ । ଏଣୁ ଅରିନ୍ଦମ ଙ୍କ ପରିବାର ଆର୍ଥିକ ସାହାର୍ଯ୍ୟ ସହଯୋଗ ଆବଶ୍ୟକତା କରୁଥିବା ନେଇ ସୋ-ସି-ଆ-ଲ ମି-ଡି-ଆ ରେ ମି-ଥ୍ୟା କଥା ପ୍ରଚାର ହେଉଅଛି । ଏହାକୁ ଆଦୌ ବିଶ୍ଵାସ ନ କରିବାକୁ ଭଉଣୀ ଝରଣା ନିବେଦନ କରିଛନ୍ତି । ଏହିଭଳି କଠିନ ସମୟରେ ସେ ସମସ୍ତ ଶୁଭେଛୁ ମାନଙ୍କ ଠାରୁ ସ୍ନେହ ଆବଶ୍ୟକ କରନ୍ତି ବୋଲି ଝରଣା ଲେଖିଛନ୍ତି ।
ଅରିନ୍ଦମ ଙ୍କ ପରିବାର ସହିତ ଏହି କଠିନ ପରିସ୍ଥିତି ରେ ଛିଡା ହୋଇଥିବା ଏବଂ ବଳ ଦେଇଥିବା ଏବଂ ଅରିନ୍ଦମ କୁ ଭଲ ପାଇବା ଦେଇଥିବା ଲୋକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ନିଜ ଭାଇ ଅରିନ୍ଦମ ଙ୍କ ମୃ-ତ୍ୟୁ କୁ ଢାଲ କରି ପରିଚିତ ହେବାକୁ ଚାହୁଁଥିବା ଲୋକଙ୍କୁ ବିରତ ରହିବା ସହିତ ଏଭଳି ମିଥ୍ୟା ଭି-ଡି-ଓ ପ୍ରସାର ନ କରିବାକୁ ସେ ଅନୁରୋଧ କରିଛନ୍ତି । ବନ୍ଧୁଗଣ ଅରିନ୍ଦମ ଏହି ଦୁନିଆରେ ନାହାନ୍ତି କିନ୍ତୁ ବର୍ତ୍ତମାନ ଏଭଳି ମିଥ୍ୟା କଥା ସୋ-ସି-ଆ-ଲ ମି-ଡି-ଆ ରେ ପ୍ରସାର କରିବା କେତେ ଦୂରେ ଠିକ ? ଏହାକୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।