କିଛି ଏମିତି ଥିଲା ରିପୋର୍ଟର Arindam Das ଙ୍କ ମୃତ୍ୟୁ ପୂର୍ବରୁ ବଞ୍ଚିବାର ବିକଳ ଡାକ, ମୃତ୍ୟୁର ମହାନଦୀରେ ଥିଲେ ଅରିନ୍ଦମ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଶୁକ୍ରବାର ଦିନ ଏକ ଦୁଃଖଦ ଘ-ଟ-ଣା ବିଷୟରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ କି ମୁଣ୍ଡୁଳି ପାଖରେ ଫ-ସି-ଯାଇଥିବା ହାତୀ କୁ ଉଦ୍ଧାର କରୁଥିବା ସମୟରେ ଦୁ-ର୍ଘ-ଟ-ଣା ର ଶି-କା-ର ହୋଇ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ର ଆଜି ଅ-କା-ଳ ବି-ୟୋ-ଗ ଘ-ଟି-ଛି । ତେବେ ଏହି ଘଟଣା ଟି ଓଡ଼ିଆ ଏବଂ ଓଡ଼ିଶା ର ଗଣମାଧ୍ୟମ ରେ ଶୋକାକୁଳ ପରିବେଶ ସ୍ଥାପନ କରିଛି ।

ତେବେ ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା । ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ ।

ତେବେ ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରିପୋର୍ଟିଂ କରୁଥିଲେ ଏବଂ ହାତୀ ଉଦ୍ଧାର ର ଭିଡିଓ ଦେଖାଉଥିଲେ ତେବେ ସେହି ସମୟରେ ହଠାତ ପାଣି ର ସୁଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ ସେହି ହସ୍ପିଟାଲରେ ହିଁ ଅରିନ୍ଦମ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ବର୍ତ୍ତମାନ ଏକ ଭିଡିଓ ଭା-ଇ-ରା-ଲ ହେଉଛି ଯେଉଁଥିରେ ଅରିନ୍ଦମ ନିଜକୁ ବଂଚାଇବା ପାଇଁ ବହୁ ଚେଷ୍ଟା କରୁଥିଲେ । ଉଦ୍ଧାର ପାଇଁ ପଡିଥିବା ଦଉଡି କୁ ଧରି ରଖିଥିଲେ କିନ୍ତୁ ପାଣି ର ସୁଅ ଏବଂ ଶରୀର ଦୁର୍ବଳ ହୋଇ ଯିବା କାରଣ ରୁ ତାଙ୍କ ହାତ ଖସି ଯାଉଥିଲା କିନ୍ତୁ ସେ ଫୁଣି ଥରେ ପାଣିରୁ ଉଠି ଦଉଡି କୁ ଧରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ଏହି ଚେଷ୍ଟା ଶେଷ ଚେଷ୍ଟା ହୋଇଗଲା ଶେଷ ରେ ସେ ଜୀଵନ ମୃ-ତ୍ୟୁ ର ଏହି ସଂଗ୍ରାମ ରେ ହାରି ଗଲେ ଏବଂ ଚିର ଦିନ ପାଇଁ ଅମର ହୋଇଗଲେ ।

Leave a Reply

Your email address will not be published. Required fields are marked *