ରିପୋର୍ଟରେ Arindam Das ଙ୍କ ମୃତ୍ୟୁ କୁ ନେଇ କିଛି ଏମିତି କହିଲେ କଂଗ୍ରେସ ବିଧାୟକ Sura Rouray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ବିଷୟ ରେ ଆପଣ ମାନେ ଜାଣିଥିବେ କି ମହାନଦୀ ରେ ହାତୀ କୁ ଉଦ୍ଧାର କରୁଥିବା ସମୟରେ ଓଡ୍ରାଫ ଟିମ ର ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସବୁ ଗୁରୁତର ଅବସ୍ଥାରେ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ଓଟିଭି ର ସିନିୟର ରିପୋର୍ଟର ଅରିନ୍ଦମ ଦାସ ଙ୍କ ମେଡ଼ିକାଲ ରେ ହିଁ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ଏହା ଆମ ଓଡ଼ିଆ ତଥା ଓଡିଶା ଗଣମାଧ୍ୟମ ଙ୍କ ପାଇଁ ଏକ ଅପୁରଣୀୟ କ୍ଷତି ।

ତେବେ ଅରିନ୍ଦମ ଙ୍କ ପ୍ରଶଂସା କରିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ । ତେବେ ସେ କହିଛନ୍ତି କି ଜଣେ ସୁନ୍ଦର କଥା କହୁଥିବା ବ୍ୟକ୍ତି, ନିଜର କଥା କୁ ସମସ୍ତଙ୍କ ଆଗରେ ଖୋଲା ଖୋଲି ଭାବରେ ପ୍ରସ୍ତୁତ କରୁଥିବା ବ୍ୟକ୍ତି କୁ ହରାଇ ଆଜି ମୁଁ ମ-ର୍ମା-ହ-ତ । ଏହା ଛଡା ସେ କହିଛନ୍ତି କି ନିଜର ୫୦ ବର୍ଷ ର ଜୀଵନ ରେ ସେ ଏଭଳି ଜଣେ ସାହାସି, ନିର୍ଭୀକ ଏବଂ ନିଡର ସାମ୍ବାଦିକ ଙ୍କୁ ଦେଖି ନାହାନ୍ତି । ବର୍ଷା ତୋଫାନ କାହାକୁ ଖାତିର ନ କରି ସର୍ଵଦା ନିଜର କର୍ତ୍ତବ୍ୟ କରିଥାଏ ।

ତାକୁ ଆଜି ହରାଇ ଆମେମାନେ ମ-ର୍ମା-ହ-ତ ଏବଂ ଏହା ଚିରଦିନ ପାଇଁ ଏକ ଅପୁରଣୀୟ କ୍ଷତି । ତେଣୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି କରୁଛି କି ତାଙ୍କ ପରିବାର ଯେଉଁଠି ତାଙ୍କର କୁନି ପିଲାଟି ମଧ୍ୟ ଅଛି । ଯିଏ ନିଜର କର୍ତ୍ତବ୍ୟ କରି ଏବଂ ଅନ ଡିୟୁଟି ରେ ହିଁ ସେ ମୃ-ତ୍ୟୁ ବରଣ କରିଛନ୍ତି ତେଣୁ ତାଙ୍କ ପରିବାର କୁ କ୍ଷତି ପୂରଣ ଭାବେ ଅତି କମ ରେ ୫୦ ଲକ୍ଷ ଟଙ୍କା ଦିଆଯାଉ ।

ଏହା ଛଡା ସେ ଶେଷ ରେ କହିଛନ୍ତି କି ଏଭଳି ଜଣେ ସାହାସି ସାମ୍ବାଦିକ ଙ୍କୁ ମୋର ସଲାମ । ଯିଏ ନିଜର କର୍ତ୍ତବ୍ୟ ଆଗରେ ନିଜ ଜୀଵନ କୁ ମଧ୍ୟ ହରାଇ ଦେଇଛି । ଏହି ଭଳି ସାମ୍ବାଦିକ ଚିର ଦିନ ପାଇଁ ଆମ ମାନଙ୍କ ହୃଦୟ ରେ ଅ-ମ-ର ହୋଇ ରହିବେ । ଏହା ସହ ସେ ଅରିନ୍ଦମ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପରିବାର ପ୍ରତି ସମ୍ବେଦନଶୀଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *