ମୃତ୍ୟୁ ପୂର୍ବରୁ ରିପୋର୍ଟର Arindam Das ଙ୍କ ଶେଷ ରିପୋର୍ଟିଂ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜି ସକାଳେ ମୁଣ୍ଡଳୀ ଠାରେ ହାତୀ ଟି ଫ-ସି ରହିଥିଲା । ତେବେ ତାକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ ଟିମ ର ବୋଟ ଟି ଓ-ଲ-ଟି ଯାଇଥିଲା । ତେବେ ସେହି ବୋଟ ରେ ରହିଥିଲେ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଏବଂ କ୍ୟାମେରା ପର୍ସନ । ତେବେ ସେହି ବୋଟ ରେ ସାହାସି ସାମ୍ବାଦିକ ଅରିନ୍ଦମ ନିଜର ଶେଷ ରିପୋର୍ଟିଂ କରୁଥିଲେ ।

ତେବେ ସୂଚନା ଅନୁଯାୟୀ ଫ-ସି ଯାଇଥିବା ହାତୀ ଟି କୁ ଉ-ଦ୍ଧା-ର କରିବା ପାଇଁ ଓଡ୍ରାଫ ଟିମ ର ୬ ଜଣ ଏବଂ ତା ସହ ଓଟିଭି ର ଦୁଇ ଜଣ ପ୍ରତିନିଧି ମାନେ ମଧ୍ୟ ଥିଲେ । ତେବେ ସେମାନେ ସେଇଠାରେ ହାତୀ ଟିକୁ ଉଦ୍ଧାର କରିବା ପାଇଁ ବହୁତ ପ୍ରଚେଷ୍ଟା କରୁଥିଲେ କିନ୍ତୁ ହଠାତ ସେହି ବୋଟ ଟି ପାଣି ର ସୁଅ ରେ ଓଲଟି ଯାଇଥିଲା । ଯାହା ଯୋଗୁଁ ସେହି ବୋଟ ରେ ଥିବା ସମସ୍ତେ ଓଲଟି ଯାଇଥିଲା ଏବଂ ସମସ୍ତେ ବୁ-ଡି ଯାଇଥିଲେ ।

ତେବେ ପ୍ରଥମେ ଓଡ୍ରାଫ ଟିମ ର ତିନି ଜଣ ସଦସ୍ୟ ଙ୍କୁ ଉଦ୍ଧାର କରାଯାଇ ଥିଲା ଏବଂ ପରେ ଓଟିଭି ର ଦୁଇଜଣ ପ୍ରତିନିଧି ଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ତେବେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ସମସ୍ତ ଙ୍କ ଅବସ୍ଥା ବହୁତ ଖରାପ ଥିଲା କିନ୍ତୁ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ହିଁ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ତେବେ ଏହି ଖବର ଟି ସମସ୍ତ ଙ୍କୁ ମର୍ମାହତ କରି ଦେଇଛି ଏବଂ ଏହି ଦୁ-ର୍ଘ-ଟ-ଣା ଟି ଓଡ଼ିଆ ଗଣ ମାଧ୍ୟମ ଙ୍କ ପାଇଁ ଏକ ଅପୁରଣୀୟ କ୍ଷତି । ତେବେ ବର୍ତ୍ତମାନ ସବୁଆଡେ ଶୋକ ର ପରିବେଶ ଛାଇ ଯାଇଛି ଏବଂ ସମସ୍ତେ ଅରିନ୍ଦମ ଙ୍କ ଆତ୍ମା ର ସଦଗତି ପାଇଁ ପାର୍ଥନା ମଧ୍ୟ କରୁଛନ୍ତି । ଅରିନ୍ଦମ ସବୁବେଳେ ଜଣେ ନିର୍ଭୀକ ଭାବରେ ବର୍ଷା,ତୋଫାନ ଏବଂ ବନ୍ୟା ରେ ସେ ନିଜର ରିପୋର୍ଟିଂ କରିବାକୁ ଭୁଲନ୍ତି ନାହିଁ ।

ସମସ୍ତେ ତାଙ୍କ ସାମ୍ବାଦିକତା କୁ ଖୁବ ପ୍ରଶଂସା ମଧ୍ୟ କରନ୍ତି ଏବଂ ସମସ୍ତେ ତାଙ୍କୁ ଖୁବ ଭଲ ମଧ୍ୟ ପାଇଥାନ୍ତି । ତେବେ ଏହା ଥିଲା ଆମ ସାହାସି ଏବଂ ନିର୍ଭୀକ ଏବଂ ବରିଷ୍ଠ ସାମ୍ବାଦିକ ଙ୍କ ର ଶେଷ ସାମ୍ବାଦିକତା ଯାହା କେହି ବି ଭୁଲି ପାରିବେନି ଏବଂ ସେ ସବୁ ଦିନ ପାଇଁ ଆମ ମନରେ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *