OTV ର ଚିଫ ରିପୋର୍ଟର Arindam Das ଙ୍କ ଶେଷ ଇଛା କଣ ଥିଲା ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ସ୍ଵର୍ଗତ ଅରିନ୍ଦମ ଦାସଙ୍କ ମୃ-ତ୍ୟୁକୁ ମାତ୍ର କିଛି ଦିନ ହୋଇଛି ହେଲେ ଓଡିଶା ବାସୀ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅ-ପ-ରେ-ସ-ନ ଗଜରାଜରେ ଅରିନ୍ଦମ ଓଡ୍ରାଫ ଟିମ ସହ ମହାନଦୀ ଭିତରକୁ ଯାଇଥିଲେ । ହଠାତ ଜଳ ସ୍ରୋ-ତ ବ-ଢି-ଯି-ବାରୁ ବୋ-ଟଟି ଓ-ଲୋ-ଟି ଯାଇଥିଲା ଯାହା ଫଳରେ ଅରିନ୍ଦମ ପାଣିରେ ବୁ-ଡି ଶେ-ଷ ନି-ଶ୍ଵା-ସ ତ୍ୟା-ଗ କରିଥିଲେ ।

ଅରିନ୍ଦମଙ୍କ ଅନେକ ଫଟୋ ଓ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ଅରିନ୍ଦମ ଜଣେ ଭଲ ସାମ୍ବାଦିକ ହେବା ସହ ଜଣେ ଭଲ ମଣିଷ ମଧ୍ୟ ଥିଲେ । ଓଟିଭିର ଚିଫ ରିପୋର୍ଟର ଥିଲେ ଅରିନ୍ଦମ ସେ ପ୍ରଥମେ କ୍ରା-ଇ-ମ ରିପୋର୍ଟର ରୂପେ ନିଜ କାରିୟର ଆରମ୍ଭ କରିଥିଲେ । ପରେ ପରେ କ୍ରା-ଇ-ମ ସହ ଡ଼ିଜାଷ୍ଟର ରିପୋର୍ଟର ରୂପେ ସୁପରିଚିତ ହୋଇଥିଲେ ଅରିନ୍ଦମ । ବନ୍ୟା ଓ ବାତ୍ୟା ବେଳେ ଅରିନ୍ଦମଙ୍କୁ ଗ୍ରାଉନ୍ଡ ଜିରୋ ରେ ଦେଖିବାକୁ ମିଳୁ ଥିଲା ।

ଅରିନ୍ଦମ ବହୁତ ସାହାସୀ ଥିଲେ ସେ ସବୁବେଳେ ନିଜ ଜୀବନକୁ ବାଜିରେ ପକାଇ ନ୍ୟୁଜ ସଂଗ୍ରହ କରୁଥିଲେ । ସବୁବେଳେ ନିଜ କର୍ତ୍ତବ୍ୟକୁ ଗୁରୁତ୍ଵ ଦେଉଥିଲେ ଅରିନ୍ଦମ । ବନ୍ଧୁଗଣ ଅରିନ୍ଦମଙ୍କ ଜୀବନରେ ସବୁଠାରୁ ଏକ ବଡ ଇଛା ଥିଲା ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତାଙ୍କର ସେହି ବଡ ଇଛା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅରିନ୍ଦମଙ୍କ ଜୀବନରେ ବଡ ଇଛା ଥିଲା ଭାରତୀୟ ସେନାରେ ଯିବା ପାଇଁ । ଅରିନ୍ଦମଙ୍କ ମତରେ, ଯେତେବେଳେ ସେ କୌଣସି ଡେଙ୍ଗା ଲୋକକୁ ଦେଖନ୍ତି ସେତେବେଳେ ସେ କୁହନ୍ତି ସେହି ବ୍ୟକ୍ତିକୁ ଆର୍ମୀରେ ଯିବା କଥା । ମୋତେ ଯଦି ମଉକା ମିଳି ଥାନ୍ତା ତା ହେଲେ ଦେଶ ପାଇଁ ମୁ ସ-ହି-ଦ ହେବାକୁ ଡ-ରି ନଥାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅରିନ୍ଦମ ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *