Aeroplane ରେ ଏମିତି ବି ହୋଇଥାଏ ! ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣଙ୍କ ଭିତରୁ ପ୍ରାୟତଃ ଅଧିକାଂଶ ଲୋକଙ୍କ ଇଚ୍ଛା ଥିବ ଏରୋପ୍ଲେନ ରେ ବସି ଯାତ୍ରା କରିବାର । ଏହା ଅଧିକାଂଶ ଲୋକଙ୍କୁ ଖୁସି ମଧ୍ୟ ପ୍ରଦାନ କରିଥାଏ । ତେବେ ଏହି ଉଡାଯାହାଜ ପଛରେ ଥିବା କିଛି ରହସ୍ୟ ବିଷୟ ରେ ଆପଣ ମାନେ ଜାଣିଲେ ବୋଧହୁଏ ଆପଣ ଙ୍କୁ ଟିକେ ଭ-ୟ ମଧ୍ୟ ଲାଗିପାରେ । ତେବେ ଆସନ୍ତୁ ଏରୋପ୍ଲେନ ପଛରେ ଥିବା କିଛି ରହସ୍ୟ ବିଷୟ ରେ ଆଜି ଆଲୋଚନା କରିନେବା ।

ତେବେ ଏରୋପ୍ଲେନ ରୁ ଯଦି କୌଣସି ମଣିଷ ତଳକୁ ନିଜ ଜୀଵନ ବଂଚାଇବା ପାଇଁ ଡେ-ଇଁ-ବ ନିଶ୍ଚିତ ଭାବରେ ତାକୁ ବଂଚାଇବା ବହୁତ ମୁସ୍କିଲ ହୋଇଯିବ । ସେ ପାଣି ରେ ବି ଯଦି ଏତେ ଉଚ୍ଚ ରୁ ପଡ଼ନ୍ତି ତଥାପି ଏତେ ଉଚ୍ଚ ରୁ ପ-ଡି-ବା ଯୋଗୁଁ ତାଙ୍କୁ ବଂଚାଇବା ବହୁତ ମୁସ୍କିଲ ତେବେ ବିନା ପାରାସୁଟ ରେ ଏରୋପ୍ଲେନ ରୁ ତଳକୁ ଡେ-ଇଁ-ବା ମୂର୍ଖାମୀ ର କାମ ତେବେ କିନ୍ତୁ ଜଣେ ଏୟାରହଷ୍ଟେସ ୧୦ ହଜାର ଫିଟ ରୁ ଜଣେ ବ୍ୟକ୍ତି ର ଲା-ସ ସହ ପାଣି ରେ ଡେ-ଇଁ ପ-ଡ଼ି-ଥି-ଲେ ଏବଂ ସେ ନିଜକୁ ସୁରକ୍ଷିତ ମଧ୍ୟ କରି ଦେଇଥିଲେ ତେବେ ଏହା ଏକ ଆଶ୍ଚର୍ଯ୍ୟ ର କଥା ଥିଲା ଏବଂ ଗିନିଜ ବୁକ ରେ ଏହି ରେକର୍ଡ଼କୁ କେହି ଭା-ଙ୍ଗି ପାରି ନାହାନ୍ତି ।

ତେବେ ଏରୋପ୍ଲେନ ରେ ଯଦି କୌଣସି ବ୍ୟକ୍ତି ର ମୃ-ତ୍ୟୁ ହୋଇଯାଏ ତେବେ ତାକୁ ଅନ୍ୟ କୌଣସି ରୁମ ରେ କିମ୍ବା ଆଉ ଅନ୍ୟ ସ୍ଥାନ ରେ ରଖାଯାଏ ନାହିଁ ବରଂ ତାକୁ ଖାଲି ସିଟ ଉପରେ ବସାଇ ତାଙ୍କ ମୁହଁ କୁ ଛାଡି ଆଉ ସବୁ କଭର କରାଯାଇ ଥାଏ । ଏହା ଛଡା ଏରୋପ୍ଲେନ ରେ ମିଳୁଥିବା ପାଣି ରେ ବହୁତ ଅଧିକ ବ୍ୟାକ୍ଟେରିଆ ଥାଏ । ଏରୋପ୍ଲେନ ରେ ପାଇଲଟ ମାନେ ମଧ୍ୟ ଘୁମେଇ ଥାଆନ୍ତି ଏହା ଏକ ରିସର୍ଚ୍ଚ ରୁ ଜଣା ପଡ଼ିଛି ।

ଏହା ଛଡା ଦୁଇ ପାଇଲଟ କୁ ଅଲଗା ଅଲଗା ପ୍ରକାରର ଖାଦ୍ୟ ଦିଆଯାଏ ଯାହା ଦ୍ୱାରା ଜଣେ ଯଦି ଅସୁସ୍ଥ ହୋଇପଡେ ତେବେ ଆଉ ଜଣେ ସମ୍ଭାଳି ପାରିବ । ପାଇଲଟ ମାନଂକୁ ଯେତେ ଘଂଟା ସେମାନେ ଏରୋପ୍ଲେନ ଚଲାନ୍ତି ସେହି ଅନୁସାରେ ପଇସା ମିଳିଥାଏ । ତେବେ ଏରୋପ୍ଲେନ ରେ ଥିବା ବ୍ଲାକ ବକ୍ସ ଯେଉଁଥିରେ ସବୁ ରେକର୍ଡ ଡାଟା ରୁହେ ତେବେ ସେହି ବକ୍ସ ର ନାମ ବ୍ଲାକ କିନ୍ତୁ ଦେଖିବାକୁ ସେ ଅରେଞ୍ଜ ରଙ୍ଗର ।

ଏହା ଛଡା ସବୁଠାରୁ ବଡ଼ ଯାତ୍ରୀ ଏରୋପ୍ଲେନ ହେଉଛି ଏୟାରବସ୍ ଏ୩୮୦ ତେବେ ଏକ ଏରୋପ୍ଲେନ ରେ ୫୦୦ ରୁ ଅଧିକ ଲୋକ ବସି ଯାତ୍ରା କରି ପାରିବେ । ତେବେ ୧୯୭୭ରେ ଦୁଇଟି ଏରୋପ୍ଲେନ ପରସ୍ପର ସହ ବାଡେଇହୋଇ ୫୦୦ ରୁ ଅଧିକ ଜୀଵନ ଯାଇଥିଲା । ତେବେ ପ୍ରଥମ ପାଇଲଟ ହେଉଛନ୍ତି ମିଷ୍ଟର ବିଲି ହାର୍ଡ ମ୍ୟାନ ଏବଂ ଭାରତ ର ପ୍ରଥମ ପାଇଲଟ ଥିଲେ ରତନ ଜି ଭାଇ ଟାଟା । ତେବେ ଏରୋପ୍ଲେନ କରାଯାଉ ଥିବା ମ-ଳ ପାଇଁ ଏକ ଟ୍ୟାଙ୍କ ରହିଛି ଯାହା ଏୟାରପୋର୍ଟ ରେ ବଦଳି କରା ଯାଇଥାଏ ।

ତେବେ ଏରୋପ୍ଲେନ ର ରଙ୍ଗ ଧଳା ରହିବାର କାରଣ ହେଉଛି ଏରୋପ୍ଲେନ କୁ ଥଂଡା ଏବଂ ସୂର୍ଯ୍ୟ କିରଣ ରୁ ବଞ୍ଚାଇ ଥାଏ । ତେବେ କିଛି ଲୋକ ଙ୍କୁ ଏରୋପ୍ଲେନ ରେ ବସି ଯାତ୍ରା କରିବା ପାଇଁ ଡର ମଧ୍ୟ ଲାଗିଥାଏ । ତେବେ ଏହି ଏରୋପ୍ଲେନ ର ରହସ୍ୟ ବିଷୟ ରେ ଜାଣି କେମିତି ଲାଗିଲା ନିଶ୍ଚିତ କମେନ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *