କାର ଭିତରେ 2 ଝିଅ ଓ ଗୋଟିଏ ପୁଅ 15 ଦିନ ଧରି କଣ କରୁଥିଲେ…ଏବେ ଧରିଲା ପୋଲିସ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାରରେ ୧ ପୁଅ ଓ ୨ ଝିଅ ୧୫ ଦିନ ଗୋଟିଏ ପଡିଆ ବୁଲି ବୁଲି ଭ୍ରମଣ କରୁଥିଲେ । କଲୋନୀ ସାମ୍ନାରେ ଗୋଟେ କଳା ରଙ୍ଗର କାର ଦୀର୍ଘ ୧୫ ଦିନ ପଡିରହିଥିଲା । ୧୫ ଦିନ କାଳ ମଧ୍ୟରେ କେତେବେଳେ ପଡିଆର ଏପଟ କୋଣରେ ତ କେତେବବେଳେ ପଡିଆର ସେପଟ କୋଣରେ କାରଟି ଛିଡା ହୋଇ ରହୁଥିଲା । କଲୋନୀ ପଡିଆ ସ୍ଥିତ ବାସ କରୁଥିବା ଲୋକଙ୍କର ସେହି କଳା ରଙ୍ଗର କାର ଦୀର୍ଘ ୧୫ ଦିନ ଧରି ପଡିଆରେ ରହିଥିବାରୁ ସନ୍ଦେହ ବଢିଲା ।

କାର ଭିତରେ ଭଲ ସେ ଅନୁଧ୍ଯାନ କରିବାରୁ ଜଣା ପଡିଲା । ସେହି କାରରେ ଜଣେ ପୁଅ ସହିତ ୨ ଝିଅ ରହିଥିଲେ । କାର ଭିତରେ ଏତେ ଦିନ ଧରି କଣ ଚାଲୁ ରହିଥିଲା ବୋଲି ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଥିଲା । ଆନନ୍ଦପୁର ଜଳ ସମ୍ପଦ ବିଭାଗ ପଡିଆର ଦିନ ତମାମ ଧରି ୧୫ ଦିନ କାରଟି ରହୁଥିଲା ।

ଜଳ ସମ୍ପଦ ବିଭାଗର ନିର୍ବାହୀ ଜନ୍ତ୍ରୀ ଘଟଣା ସମ୍ପର୍କରେ ତଥ୍ୟ ଜାଣିବାକୁ କାର ପାଖକୁ ଯାଇଥିଲେ । ସେଠାକୁ ଯାଇ ପୁଅ ଓ ୨ ଝିଅଙ୍କୁ ପଚରାଉଚରା କରିଥିଲେ । ସୂଚନା ମୁତାବକ କୌଣସି ତଥ୍ୟ ସେମାନଙ୍କ ଠାରୁ ନିର୍ବାହୀ ଜନ୍ତ୍ରୀ ଜଣଙ୍କୁ ମିଳିନଥିଲା । ଓଲଟା ସେମାନେ ଜନ୍ତ୍ରୀ ଜଣଙ୍କ ସହିତ ଖରାପ ଆଚରଣ ସହକାରେ କଥା ବାର୍ତ୍ତା ହୋଇଥିଲେ ।

ତାପରେ ଜନ୍ତ୍ରୀ ଜଣଙ୍କ ସେଠାରୁ ଆସି ସ୍ଥାନୀୟ ଲୋକଙ୍କ ସହ ଏହି ବିଷୟରେ ଆଲୋଚନା କରି ପୋଲିସଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ । ପୋଲିସ ଏହି ସୂଚନା ପାଇଁ ସେହି କଳା କାର ନିକଟକୁ ଆସିଥିଲା । ଯେତେବେଳେ ପୋଲିସ ମାନେ ପୁଅ ଓ ୨ ଝିଅଙ୍କୁ ଏହି ବିଷୟରେ ସବିଶେଷ କଥା ପଚାରି ପଚରି କରିଥିଲେ ।

ସେତେବେଳେ ସେମାନଙ୍କ ପାଖରୁ କୌଣସି ନିଜସ୍ଵ ପ୍ରତିକ୍ରିୟା ମିଳିପାରିନଥିଲା । ଏହା ଛଡା ଜଣେ ପୁଅ ଓ ୨ ଝିଅ ଦୁଃସାହାସିକ ଭାବରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ କୌଣସି ପ୍ରଶ୍ନର ଜବାବ ଦେଇନଥିଲା । ଏହା ବ୍ଯତୀତ କାରକୁ ଦ୍ରୁତ ଗତିରେ ଚଳାଇ ନେଇ ଫାଟକ ଭାଙ୍ଗି ସେଠାରୁ ପଳାଇଗଲେ । ପୋଲିସଙ୍କର ସେହି ଘଟଣାକୁ ନେଇ ସନ୍ଦେହ ଅଧିକ ବଢିଗଲା ।

ତେଣୁ ପୋଲିସ ଟିମ୍ ମଧ୍ୟ ସେହି ଦ୍ରୁତ ଗତିରେ ଯାଉଥିବା କାରକୁ ପିଛା କରିବାକୁ ଆରମ୍ଭ କରିଲା । ତାପରେ ଘଟଣା କେଉଁ ଦିଗକୁ ଯାଇ ଏହି ମାମଲାର ମୋଡ କଣ ହେବ ଏହି କଥାର ଗୁମର ପୋଲିସ ଟିମ୍ ସେହି କାରରେ ବସିଥିବା ପୁଅ ଓ ଝିଅଙ୍କୁ ପଚାରି ହିଁ ଜଣାପଡିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *