ସୁନ୍ଦରୀ ଅର୍ଚ୍ଚନା ପାଇଁ ଆସିଲା ନୂଆ ଗଦି ଆଉ ନୂଆ ତକିଆ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯିଏ ଦିନେ ଶୋଊଥିଲା ହାତୀଦାନ୍ତ ପଲଙ୍କରେ ସେ ଆଜି ଶୋଇବ ମାଟି ଚଟାଣରେ । ଯିଏ ଦିନେ ଶୋଇଲା ପରେ ଜଳୁଥିଲା ନାଲି ନେଳି ଆଲୁଅର ଝୁମର ସେ ଆଜି ସୋଇବ ଅନ୍ଧାର ଘରେ । ଏଥି ନିମନ୍ତେ ତଦନ୍ତକାରୀ ବାବୁ ମାନେ ଗଦି ଆଉ ତକିଆ କିଣିଛନ୍ତି । ଅର୍ଚ୍ଚନା ଏବେ ଶୋଇବ ଗଦି ଆଉ ତକିଆରେ । ଏହି ଗଦି ଆଉ ତକିଆ କୁ ଇଡି ଅଫିସ ଭିତରକୁ ନିଆଯାଇଛି ।

ସୋ-ସି-ଆ-ଲ ମିଡିଆରେ ଭା-ଇ-ରା-ଲ ହେଉଥିବା ଏହି ଭିଜୁଆଲରେ ଜଣେ ବାବୁ ଗଦି, ତକିଆ, ଆଉ ସାପ କୁ ନେଉଛନ୍ତି ଇଡି କାର୍ଯ୍ୟଳୟ ଭିତରକୁ । ଏହି ଚିତ୍ରକୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି ଯେ ଏହି ଗଦି, ତକିଆ ଆଉ ସପ କୁଆଡେ ଯାଉଛି ସୁନ୍ଦରୀ ଅର୍ଚ୍ଚନା ପାଇଁ । ଯିଏ ହାତୀଦାନ୍ତ ପଲଙ୍କରେ ଶୋଇ ନିଦ କାଟୁଥିଲା ସିଏ ଏବେ କିଭଳି ରାତି ପାଇବ ତଥା ଏହି ଶସ୍ତା ଗଦିରେ ଶୋଇ କିଭଳି ସମୟ ଦେଖିବ ?

ଯିଏ ରୂପା ଚାମଚରେ ଖାଉଥିଲା ତାହାର ଆଜିଭଳି ଦିନରେ ଠିକଣା ବଦଳିଛି । ଗତକାଲି ଜେଲରେ ତ ଆଜି ଇଡି ଅଫିସରେ । ଏଣୁ ସେ ଶୋଇବା ପାଇଁ ଗଦି ଆଉ ତକିଆ ଅଣାଯାଇଛି । ସୁନ୍ଦରୀ ଅର୍ଚ୍ଚନା ନାଗ ରିମାଣ୍ଡ ରେ ଯାଇଛି । ଇଡି ୭ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରିବ । ଗତକାଲି କୋର୍ଟ ୭ ଦିନିଆ ରିମାଣ୍ଡ ପାଇଁ ଇଡି କୁ ଅନୁମତି ଦେଇଥିଲେ ।

ଆଉ ଇଡି ମଧ୍ୟ ୭ ଦିନ ରିମାଣ୍ଡ ରେ ନେଇ ସୁନ୍ଦରୀ ଅର୍ଚ୍ଚକୁ ପଚରାଉଚରା କରି ବହୁ ବଡ ବଡିଆ ଙ୍କୁ ସାମ୍ନା କୁ ଆଣିବାକୁ ନଜର ରଖିଛି । ମାତ୍ର ଅର୍ଚ୍ଚନା ଆଜି କହିଦେଇଛନ୍ତି ଯେ ତାଙ୍କୁ ୩୦ ମିନିଟ ଦିଅ ମୁଁ ସଂପୂର୍ଣ୍ଣ ରାଜ୍ୟ ପରିବର୍ତ୍ତନ କରିଦେବେ । ୩୦ ମିନିଟ ଦେଲେ ବହୁ ବଡ ବଡିଆ ଙ୍କ କଥା ସାମ୍ନାକୁ ନେଇ ଆସିବେ । ୩୦ ମିନିଟ ଦେଲେ ସବୁ ଭି-ଡି-ଓ ମଧ୍ୟ ସେ ଦେବେ, ସବୁ ପ୍ରମାଣ ଦେବେ ତାହାକୁ ଟିଭିରେ ଦେଖାଇ ପାରିଲେ ହେଲା ।

ସମୟ ଦେଲେ ସେ ଜେଜେ ଅକ୍ଷୟ ପାରିଜା ଙ୍କ ସହିତ ଶ୍ରଦ୍ଧାଞ୍ଜଳୀ ଭଉଣୀ ର ମୁଖା ଖୋଲିଦେବେ ବୋଲି କହିଛନ୍ତି । ତେବେ ଏହିସବୁ ପରିବର୍ତ୍ତେ ଅର୍ଚ୍ଚନା ତଥା ନୂଆ ଅତିଥି ଙ୍କ ପାଇଁ ନୂଆ ସପ ତଥା ନୂଆ ତକିଆ କିଣା ଯାଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *