ଅରବପତି ଶେଖମାନେ ଭାରତ ପାଇଁ ଉଡେଇଲେ କୋଟି କୋଟି ଟଙ୍କା, ଚୀନ, PAK ହେଲେ ପାଗଳ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ କାଶ୍ମୀର କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳିଛି । ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ କାଶ୍ମୀର ରେ ୟୁଏଇ ର ଏକ ଡେଲିଗେସନ ଆସିଛି । ତେବେ ୟୁଏଇ ର ଅନେକ ବଡ଼ ବଡ଼ ବ୍ୟବସାୟୀ ଏହି ଠାରେ ଆସିଛନ୍ତି । ତେବେ ସେମାନେ ଘୋଷଣା କରିଛନ୍ତି କି ସେମାନେ ପୁରା କାଶ୍ମୀର କୁ ବୁଲି ସାରିଛନ୍ତି ଏବଂ ସେ ଏହି ଠାରେ ନିଜ ପଇସା ଲଗେଇବା ପାଇଁ ଇଚ୍ଛୁକ ମଧ୍ୟ ଅଛନ୍ତି ।


ତେବେ ସେମାନେ ଏହା ମଧ୍ୟ ଘୋଷଣା କରିଛନ୍ତି ଆସନ୍ତା କିଛି ମାସ ରେ ସେ କାଶ୍ମୀର ରେ ୭୦ ହଜାର କୋଟି ଟଙ୍କା ନିବେଶ କରିବେ । ତେବେ ସେମାନେ କହିଛନ୍ତି କି ପ୍ରଥମ କିସ୍ତି ଆସିବ ୨୭ ହଜାର କୋଟି ର ଯାହା ଆସୁଥିବା ଦୁଇ କିମ୍ବା ତିନି ମାସ ଭିତରେ କାଶ୍ମୀର ରେ ନିବେଶ କରାଯିବ । ତେବେ ଏହା ପରେ ନୂଆ ନୂଆ ଜିନିଷ କୁ ଡେଭଲଫ କରାଯିବ । ଯେପରି କିଏ ଏଠାରେ ଟୁରିଷ୍ଟ ରିଜର୍ଟ କିମ୍ବା ହୋଟେଲ ବନେଇବ ।

କିଏ ଥିମ ପାର୍କ କିମ୍ବା ଆଇ ଟି ପାର୍କ ବନେଇବ । କିଏ କିଏ କାଶ୍ମୀର ର କେଶର କୁ ଆମଦାନୀ ଓ ରପ୍ତାନୀ କରିବ । ତେବେ ସେମାନେ କହିଛନ୍ତି କି ଯେତେବେଳେ ଏହି ୨୭ ହଜାର କୋଟି ଟଙ୍କା ନିବେଶ ହୋଇ ଯିବା କିମ୍ବା ସମାପ୍ତ ହୋଇଯିବ ତାପରେ ସେ ଫୁଣି ଆଉ ଏକ କିସ୍ତି ପଠେଇବେ । ତେବେ ଏହି ପରି ଭାବରେ ସେ ୭୦ ହଜାର କୋଟି ଟଙ୍କା ନିବେଶ କରିବେ ।


ତେବେ ଏହା ତ ପ୍ରାଇଭେଟ ର ତେବେ ୟୁଏଇ ର ସରକାର ଆଗରୁ ଭାରତ ସହ ଚୁକ୍ତି କରି ସାରିଛି କି ଯେଉଁ ଥିରେ ଏମ ଆର ଗ୍ରୁପ ଯାହା ସବୁଠାରୁ ଅଧିକ ପ୍ରପୋଟି ଡେଭଲଭର ରହିଛି ପୁରା ଆରବ ଦେଶ ର ତେବେ ସେ ମଧ୍ୟ କାଶ୍ମୀର ରେ ବହୁତ ଅଧିକ ଏବଂ ଭାରି ରକମ ର ଖର୍ଚ୍ଚ କରିବାକୁ ଯାଉଛି ଯାହା ଦ୍ୱାରା କାଶ୍ମୀର ର ଖୁବ ଉନ୍ନତି ମଧ୍ୟ ହେବ । ତେବେ ଏଠାରେ ବଡ଼ ବଡ଼ ବିଲ୍ଡିଂ ଏବଂ କାରଖାନା ପ୍ରସ୍ତୁତ କରାଯିବାର ଯୋଜନା ମଧ୍ୟ ରହିଛି ।

ତେବେ ଏହା ଭାରତ କୁ ବଡ଼ ଫାଇଦା ମିଳୁଛି । ତେବେ ଯଦି କାଶ୍ମୀର ରେ ପାକିସ୍ତାନ ଆଟାକ କରିବ କିମ୍ବା ବଡ଼ ବଡ଼ ବିଲିଡିଂ କୁ ଭାଂଗି ଦିଆ ଯିବ ତେବେ ଏହା ୟୁଏଇ ପାଇଁ କ୍ଷତି କାରକ ହେବ ସେମାନଙ୍କ ବ୍ୟବସାୟୀ ମାନେ କ୍ଷତି ସହିବେ ଏବଂ ଏହା ଦ୍ୱାରା ୟୁଏଇ ପାକିସ୍ତାନ ର କାନ ଧରିବ ।


ତେବେ ପାକିସ୍ତାନ କୁ ଅଧିକାଂଶ ଟଙ୍କା କିମ୍ବା ନିବେଶ ଏହି ଆରବ ଦେଶ ରୁ ଆସିଥାଏ । ଯେତେବେଳେ ପାକିସ୍ତାନ ବ୍ୟାଙ୍କ ର କରଜ ହେଉ କିମ୍ବା ଟଂକା ଉପରେ ବ୍ୟାନ ଲାଗେ ତେବେ ଏହି ଦେଶ ମାନେ ହିଁ ସାହାର୍ଯ୍ୟ କରିଥାନ୍ତି । ତେବେ ଯଦି ପାକିସ୍ତାନ କାଶ୍ମୀର କୁ ହାମଲା କରିବ ତେବେ ୟୁଏଇ ସହ ତାର ସମ୍ପର୍କ ଖରାପ ହୋଇଯିବ ଏବଂ ପାକିସ୍ତାନ ଦେଶ ବହୁତ ବଡ଼ କ୍ଷତି ସହିବ । ତେବେ ଏଥିପାଇଁ ବର୍ତ୍ତମାନ ପାକିସ୍ତାନ ର ମୁଣ୍ଡ ବୁଲେଇବା ଆରମ୍ଭ ହୋଇ ଗଲାଣି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *