ଭାଇରାଲ Song ‘କାଚା ବାଦାମ’ ରେ ଏହି କୁନି ପିଲାମାନଙ୍କର ଡ୍ୟାନ୍ସ ଆପଣଙ୍କ ମନ କିଣିନେବ, Video ଦେଖିଲେ ଆପଣ ପ୍ରଶଂସା ନକରି ରହି ପାରିବେନି…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଫେମସ ହେବା ପାଇଁ ସର୍ଟ ଭିଡିଓ ମଧ୍ୟ ଅପଲୋଡ କରୁଛନ୍ତି । ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇ ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ କୁନି ଝିଅଟି ‘କାଚା ବାଦାମ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛି । ଆପଣ ମାନେ ସମସ୍ତେ କାଚା ବାଦାମ ଗୀତର ଅନେକ ରିଲ୍ସ ଭିଡିଓ ଦେଖିଥିବେ । ହେଲେ ଏହି ଭିଡିଓଟି ଟିକେ ଅଲଗା ପ୍ରକାର ।

କାରଣ କାଚା ବାଦାମ ଗୀତର କ୍ରେଜ କେବଳ ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଅନେକ ପୁଅ ଓ ଝିଅ ଏହି ଗୀତରେ ଡ୍ୟାନ୍ସ କରି ରିଲ୍ସ ଭିଡିଓ ବନାଇ ଛନ୍ତି । ବନ୍ଧୁଗଣ କାଚା ବାଦାମ ଗୀତଟି ସୋସିଆଲ ମିଡିଆର ସନସେସାନ ପାଲଟିଛି । ତେବେ ଏହି ଗୀତର ତାଳେ ତାଳେ କୁନି ଝିଅଟି ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛି ଯାହା ଲୋକମାନଙ୍କୁ ବେସ ପସନ୍ଦ ଆସିଛି ।

ଏହି କୁନି ଝିଅର ନାମ ହେଉଛି ସମାଇରା । ଏହି ଝିଅଟିର ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ 1 କୋଟିରୁ ଅଧିକ ଲୋକ ପସନ୍ଦ କରି ସାରିଛନ୍ତି । ଲୋକମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । କାରଣ ଏତେ କମ ବୟସରେ ଏତେ ସୁନ୍ଦର ଡ୍ୟାନ୍ସ କରିବା ସହଜ ନୁହେଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କୁନି ଝିଅର ଡ୍ୟାନ୍ସ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *