ହିରୋଇନ Shivani ଙ୍କ ସହ Swaraj ଙ୍କ ଜବରଦସ୍ତ ରୋମାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଦୁଇଜଣ କଳାକାର ହେଉଛନ୍ତି ସ୍ଵରାଜ ଓ ଶିବାଙ୍ଗୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ସ୍ଵରାଜଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେହି ପରି ଓଡିଆ ଅଭିନେତ୍ରୀ ଶିବାଙ୍ଗୀ ମଧ୍ୟ ଅନେକ ଓଡିଆ ଫିଲ୍ମରେ କାମ କରି ସଫଳତା ହାସଲ କରିଛନ୍ତି । ଉଭୟ ଶିବାଙ୍ଗୀ ଓ ସ୍ଵରାଜ ପ୍ରଥମେ ଶିଶୁ କଳାକାର ରୂପେ ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି ।

ବଡ ହେବା ପରେ ଉଭୟ ମୁଖ୍ୟ ଅଭିନେତା ଓ ମୁଖ୍ୟ ଅଭିନେତ୍ରୀ ରୂପେ ଅନେକ ଫିଲ୍ମରେ କାମ କରିଛନ୍ତି । ଏହି ଦୁଇଜଣ କେତେକ ଦିଗଜ କଳାକାର ମାନଙ୍କ ସହ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଉଭୟ ସ୍ଵରାଜ ଓ ଶିବାଙ୍ଗୀ ଆସିବା ଦିନରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଏବଂ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ଉଭୟଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଉଭୟ ସ୍ଵରଜ ଓ ଶିବାଙ୍ଗୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ  ଭାଇରାଲ ହେଉଛି । ଏହି ଦୁଇଜଣଙ୍କ ଭିଡିଓ ଦେଖିଲେ ଆପଣ ମାନେ ନିଶ୍ଚୟ ଖୁସି ହୋଇଯିବେ । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଉଭୟ ସ୍ଵରାଜ ଓ ଶିବାଙ୍ଗୀ ସ୍ଟେଜ ଉପରେ ଜବରଦସ୍ତ ରୋମାନ୍ସ ଏବଂ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଦୁଇଜଣଙ୍କ ରୋମାଣ୍ଟିକ ଯୋଡିକୁ ତାଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *