ହେ ଭଗବାନ ! ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଲହରୀ, ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତଦେହ

ବନ୍ଧୁଗଣ ଓଡିଆ ଅଭିନେତ୍ରୀ ମାନଙ୍କ ଭଳି ବେଙ୍ଗୋଲି ଅଭିନେତ୍ରୀ ମାନେ ମଧ୍ୟ ନିଜ ଲାଇଫ ଷ୍ଟାଇଲ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ବେଙ୍ଗୋଲି ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି । ଏନେଇ ବେଙ୍ଗୋଲି ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଏହି ଅଭିନେତ୍ରୀ ଜଣକଙ୍କ ନାମ ହେଉଛି ପଲ୍ଲବୀ ଦେ । ପଲ୍ଲବୀଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ବନ୍ଧୁଗଣ ପଲ୍ଲବୀଙ୍କ ମୃତ ଦେହ ତାଙ୍କ ବାସ ଭବନ ଠାରେ ଠାବ କରାଯାଇଛି । ପ୍ରାତହମିକ ତଦନ୍ତ ପରେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି । ପଲ୍ଲବୀଙ୍କ ମୃତ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।କୋଲକାତାର ଗରଫା ଏରିଆରେ ରହୁଥିବା ପଲ୍ଲବୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି ।

ଆଜି ସାକାଳେ ପଲ୍ଲବୀଙ୍କ ମୃତ ଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ବେଙ୍ଗଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।ବେଙ୍ଗଲରେ ଟେଲିଭିଜନ ଅଭିନେତ୍ରୀ ଭାବେ ଜଣାଶୁଣା ପଲ୍ଲବୀ ‘ମନ୍ ମାନେନା’ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ଅଭିନୟ କରୁଥିଲେ । ଏହା ସହିତ ଅନେକ ଟିଭି ସିରିଏଲରେ କାମ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । 


ପଲ୍ଲବୀଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ବାସ ଭବନରେ ଥିଲା । ତେବେ ଏହା ଆତ୍ମହତ୍ୟା କହିବାର କାରଣ ହେଉଛି ସେ ଫାଶୀ ଦେଇ ମୃତ୍ୟୁ ବରଣ କରିଛନ୍ତି । ହେଲେ ଆତ୍ମହତ୍ୟା ପଛରେ ଥିବା କାରଣ ବିଷୟରେ ଜାଣିବା ପାଇଁ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପଲ୍ଲବୀ ଯିବା ପରେ ବେଙ୍ଗୋଲି ଟିଭି ଇଣ୍ଡଷ୍ଟ୍ରିରେ ସଂପୂର୍ଣ୍ଣ ଭାବରେ ଶୋକର ଛାୟା ଖେଳି ଯାଇଛି ।

ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ପଲ୍ଲବୀ ସବୁବେଳେ ନିଜ ସୁନ୍ଦରତା ଓ ନିଜ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିଲେ । ଫ୍ୟାନ୍ସ ମାନେ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ । ହେଲେ ସେ ଏମିତି କାହିଁକି କରିଲେ ତାକୁ ନେଇ ଏବେ ଚର୍ଚ୍ଚା ଉଠିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *