Prakruti Mishra ଙ୍କ ଉପରେ ଗର୍ଜିଲେ ଅଭିନେତ୍ରୀ Rani Panda, ଆଉ ଯାହା ସବୁ କହିଲେ ଶୁଣି କାନରେ ହାତ ଦେଇଦେବେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ବାବୁସାନ ଏବଂ ପ୍ରକୃତି ସମ୍ବନ୍ଧରେ ଅନେକ କଥା ଶୁଣିବାକୁ ମିଳିଛି । ତେବେ ଏହି ସଂପର୍କକୁ ନେଇ ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ଯେ, ଏହି ଘଟଣା ଦ୍ଵାରା ଗୋଟିଏ ମା’ ଠାରୁ ଗୋଟିଏ ପୁଅ ଅଲଗା, ଗୋଟିଏ ସ୍ତ୍ରୀ ଠାରୁ ଗୋଟିଏ ସ୍ଵାମୀ ଅଲଗା ଏହା କେତେ କଷ୍ଟକର ବିଷୟ ଅଟେ । ଏତେବଡ ସାମ୍ରାଜ୍ୟ ପରିବାର, ଏତେବଡ ଉଚ୍ଚକୋଟିର ପରିବାର ତାଙ୍କର ନାମ ସଂପୂର୍ଣ୍ଣ ରୂପେ ବଦନାମ ।

ତେବେ ଏହିଭଳି କିଛି ଝିଅ ମାନଙ୍କ ପାଇଁ । ରାନୀ ଏହା ମଧ୍ୟ କହିଛନ୍ତି ଯେ ସେ ଭଗବାନ ଙ୍କୁ ପ୍ରାର୍ଥନା କରୁଛି ଯେ ପ୍ରଭୂ ବାବୁସାନଙ୍କ ପରିବାରକୁ ଖୁସିରେ ଭରିଦିଅନ୍ତୁ । ମାତ୍ର ମୁଁ ସବୁ ନାରୀ ମାନଙ୍କୁ କହୁନାହିଁ ସେମାନେ ଖରାପ ବୋଲି ମାତ୍ର କିଛି ଏଭଳି ନାରୀ ମାନଙ୍କୁ କହୁଛି ଯେଉଁମାନଙ୍କର କି ପରଘରକୁ ବର୍ବାଦ କରିବା କାମ ଥାଏ । ଏବଂ ଯେଉଁମାନଙ୍କର ପୂର୍ବରୁ ଗୋଟିଏ ଲେଖାଏଁ ବୟଫ୍ରେଣ୍ଡ ରହିଛନ୍ତି ସେମାନଙ୍କୁ ବିଶେଷ ଭାବରେ କହିଛନ୍ତି ରାନୀ ।

ବୟଫ୍ରେଣ୍ଡ ରଖି ମଧ୍ୟ ପର ସ୍ଵାମୀ ଉପରେ ନଜର ପକାଇ ତାଙ୍କର ଘର ଭାଙ୍ଗନ୍ତି । ସେମାନଙ୍କୁ ଅନୁରୋଧ କରି କହିଛନ୍ତି ରାନୀ ଯେ ଏଭଳି ଆଦୌ କରନ୍ତୁ ନାହିଁ । ଇଣ୍ଡଷ୍ଟ୍ରୀର ମଧ୍ୟ କିଛି ଝିଅମାନେ ଅଛନ୍ତି ତାଙ୍କୁ କହୁଛନ୍ତି ଏବଂ ନର୍ମାଲ ଝିଅଙ୍କୁ ମଧ୍ୟ କହିଛନ୍ତି ରାନୀ । ଏବଂ ସେ ଏହା ମଧ୍ୟ କହିଛନ୍ତି  ଯେ ପୁଅ ମାନେ ହେଉଛନ୍ତି ଶଣ୍ଢ ସେମାନେ ମାଡି ଚାଲିବେ । ମାତ୍ର ଝିଅମାନେ ଶଣ୍ଢ ନୁହଁନ୍ତି ।

ତେଣୁ ଏତେ ଉତପାତ ହେବା ଆଦୌ ଭଲନୁହେଁ । ଏବଂ ପରଘର ଭାଙ୍ଗି କେହି ଆଜି ପର୍ଯ୍ୟନ୍ତ ଖୁସିରେ ରହିନାହାଁନ୍ତି । ମାତ୍ର ପ୍ରକୃତିକୁ ପ୍ରବଳ ପୁଅ ମିଳିବେ ବୋଲି କହିଛନ୍ତି ରାନୀ । ଯେହେତୁ ସେ ଏତେ ସୁନ୍ଦରୀ ତଥା ଏତେବଡ କଳାକାର ଅଟନ୍ତି । ମାତ୍ର ସେ ପର ସ୍ଵାମୀ ପଛରେ କାହିଁକି ଏହିଭଳି ପଡିଛନ୍ତି କିଛି ବୁଝି ହେଉନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ରାନୀପଣ୍ଡା ।

ପ୍ରକୃତିଙ୍କର ଟିକିଏ ଲାଳ ଅଂଶ ରାହିଯାଇଅଛି ବୋଲି ନିନ୍ଦା କରିଛନ୍ତି ରାନୀ । ଏହା ସହିତ ସେ ବାବୁସାନ ଙ୍କୁ ମଧ୍ୟ କହିଛନ୍ତି ଯେ ନିଜ ପରିବାର ତଥା ସ୍ତ୍ରୀ ଏବଂ ପୁଅ ସହିତ ହସଖୁସିରେ ଜୀବନଜାପନ କରନ୍ତୁ ବୋଲି କହିଛନ୍ତି ରାନୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *