Odia Gk Questions- ଆପଣ ଜାଣିଛନ୍ତି କି IPL ର ଫୁଲ ଫର୍ମ କଣ ? ATM ର ଫୁଲ ଫର୍ମ କଣ ? ଜାଣନ୍ତୁ ଏହିପରି ଆହୁରି କିଛି ଫୁଲ ଫର୍ମ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ । ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ ।

ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦ ଦାୟକ ରହିବ । କାରଣ ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ ।

ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ଏହି ସବୁ ପ୍ରଶ୍ନ ଛାତ୍ର ଛାତ୍ରୀ ମାନେ ନିଜର ସାଧାରଣ ପରୀକ୍ଷା ପାଇଁ ପଢି ପାରିବେ । ଯାହା ଦ୍ଵାରା ସେମାନଙ୍କର ସାଧାରଣ ଜ୍ଞାନ ବୃଦ୍ଧି ପାଇବ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ ।

୧- PAN କାର୍ଡ ର ଫୁଲ ଫର୍ମ କଣ ?

ଉତ୍ତର- ପରମାନେଣ୍ଟ ଆକାଉଣ୍ଟ ନମ୍ବର ।

୨- IPL ର ଫୁଲ ଫର୍ମ କଣ ?

ଉତ୍ତର- ଇଣ୍ଡିଆନ ପ୍ରିମିୟର ଲିଗାଇ । 

୩- ATM ର ଫୁଲ ଫର୍ମ କଣ ?

ଉତ୍ତର- ଅଟୋମେଟେଡ ଟେଲର ମେସିନ । 

୪- SIM ର ଫୁଲ ଫର୍ମ କଣ ?

ଉତ୍ତର- ସବସ୍କ୍ରାଇବର ଆଇଡେଣ୍ଟିଫିକେସନ ମୋଡୁଏଲ ।

୫- SMS ର ଫୁଲ ଫର୍ମ କଣ ?

ଉତ୍ତର- ସର୍ଟ ମ୍ଯାସେଜ ସର୍ଭିସ । 

୬- OTP ର ଫୁଲ ଫର୍ମ କଣ ?

ଉତ୍ତର- ୱାନ ଟାଇମ ପାସୱାର୍ଡ ।

୭- WI-FI ର ଫୁଲ ଫର୍ମ କଣ ?

ଉତ୍ତର- ୱେୟାରଲେସ ଫିଡିଲିଟି । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ । ଆମେ ଆପଣଙ୍କ ପାଇଁ ଆଗକୁ ଏମିତି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଭଳି ବିଷୟ ବସ୍ତୁ ନେଇ କରି ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *