Anubhav ଙ୍କ ଡାକରେ Delhi ରୁ ଦୌଡି ଆସିଲେ ବାନ୍ଧବୀ Jagruti Shukla…ଜାଣନ୍ତୁ କଣ ଥିଲା କାରଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାକିଲେ ଅଭିନେତା ଅନୁଭବ ଓ ଧାଇଁ ଆସିଲେ ଜାଗୃତି ଶୁକ୍ଲା । ହଁ ବନ୍ଧୁଗଣ ଗୋଟିଏ କାର୍ଯ୍ୟକ୍ରମରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲାଙ୍କୁ ଦେଖିବାକୁ ମିଳିଛି । ତେବେ ଅଭିନେତା ଅନୁଭବ ମହାନ୍ତିଙ୍କର ଦିଲ୍ଲୀରେ ରହୁଥିବା ଜାଗୃତି ଶୁକ୍ଲା ଜଣେ ବହୁତ ଭଲ ବାନ୍ଧବୀ ବୋଲି ଓଡିଶାବାସୀ ସମସ୍ତେ ଜାଣିଛନ୍ତି । କାରଣ ଗତ କିଛି ଦିନ ତଳେ ଅନୁଭବ ମହାନ୍ତିଙ୍କ ସହିତ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କର ବନ୍ଧୁତାକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ତେବେ ବସନ୍ତ ନାୟକଙ୍କ ଜୟନ୍ତୀ ଉତ୍ସବରେ ପାଇଁ ଅନୁଷ୍ଟିତ ହୋଇଥିବା ଏକ ଇଭେଣ୍ଟରେ ଓଡିଶାର ବହୁ ବହୁ କଳାକାର ତଥା ଅନ୍ୟାନ୍ୟ ବିଶିଷ୍ଠ ଲୋକବୃନ୍ଦଙ୍କର ଗ୍ରହଣରେ ପ୍ରୋଗ୍ରାମରେ ଚାର ଚାନ୍ଦ ଲାଗିଯାଇଥିଲା । ତେବେ ସେହି ପ୍ରୋଗ୍ରାମରେ ଜାଗୃତି ଶୁକ୍ଲାଙ୍କୁ ମଧ୍ୟ ନିମନ୍ତ୍ରଣ କରଯାଇଥିଲା । ତେବେ ଦିଲ୍ଲୀରୁ ଏତେ ବାଟ ଆସି କରି ଓଡିଶା ଆସି ପହଞ୍ଚିଥିଲେ ଜାଗୃତି ଶୁକ୍ଲା ।

ତାପରେ ବସନ୍ତ ନାୟକଙ୍କର ପ୍ରୋଗ୍ରାମରେ ଉପସ୍ଥିତ ଥିଲେ । ତେବେ ଓଡିଶାର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ମଧ୍ୟ ଏହି ପ୍ରୋଗ୍ରାମ ପାଇଁ ନିମନ୍ତ୍ରଣ କରଯାଇଥିଲା । ତେବେ ଅନୁଭବ ମହାନ୍ତି ଏହି ପ୍ରୋଗ୍ରାମକୁ ଆସିବା ମାତ୍ରେ ନିଜ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହିତ ହାତ ମିଳାଇ ତାଙ୍କର ୱେଲକମ୍ କରିଥିଲେ । କାରଣ କିଛି ଦିନ ତଳେ ଯେତେବେଳେ ଅନୁଭବ ଓ ବର୍ଷାଙ୍କର ପାରିବାରିକ କଳହ ବହୁ ଚର୍ଚାରେ ଥିଲା ।

ତେବେ ଅନୁଭବ ଚିନ୍ତାରେ ଥିବା ବେଳେ ସେତେବେଳେ ଜାଗୃତି ଶୁକ୍ଲା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ । ଜଣେ ପୁରୁଷ ହେଲେ ମଧ୍ୟ ତା’ ଆଖିରେ ଲୁହ ରହିଥାଏ । ତେବେ ବେଳେବେଳେ ଏହି ଦୁନିଆ ପୁରୁଷ ଆଖିରେ ଥିବା ଲୁହକୁ ବୁଝିପାରିନଥାଏ ।

ତେବେ ଏହି ଭିତରେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲାଙ୍କର ବନ୍ଧୁତ୍ଵ ବହୁତ ମଜଭୁତ ହୋଇଯାଇଥିଲା । ତେବେ ଉଭୟଙ୍କର ମଧ୍ୟରେ ବହୁତ ଭଲ ଓ ସୁନ୍ଦର ଏକ ବନ୍ଧୁତ୍ଵ ରହିଛି ବୋଲି ଅନୁଭବ ମହାନ୍ତିଙ୍କର ମତ ରହିଥାଏ । ତେବେ ଅନୁଭବ ମଧ୍ୟ ଏହି ବସନ୍ତ ନାୟକ ଜୟନ୍ତୀ ଉତ୍ସବରେ ନିଜର ଫିଲ୍ମ କ୍ଯାରିଅରକୁ ନେଇ ବହୁତ କିଛି ଭାବନା ମିଡିଆ ଆଗରେ ଜଣାଇଥିଲେ ।

ତେବେ ନିଜର ଫିଲ୍ମ କ୍ଯାରିଅରର ଆରମ୍ଭରୁ ନେଇ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଫିଲମି କ୍ଯାରିଅର କଥା କହିବା ସମୟରେ ସେ ବହୁତ ଭାବ ବିହ୍ଵଳ ମଧ୍ୟ ହୋଇଯାଇଥିଲେ । ତେବେ ଏହା ସହିତ ବସନ୍ତ ନାୟକ ଯେଉଁଠି ଥିଲେ । ମଧ୍ୟ ତାଙ୍କର ମଙ୍ଗଳ କାମନା ମଧ୍ୟ ଅନୁଭବ ମହାନ୍ତି କରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *