Odia Puzzle: ପରିବାଟିର ନାମ କୁହନ୍ତୁ, ଯାହା ସମସ୍ତଙ୍କ ଫେବ୍ରେଟ ପରିବା…କଣ ଆପଣ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ଏକ ନ୍ବିଶେଷ ପହେଲି ସମ୍ବନ୍ଧରେ କହିବାକୁ ଯାଉଅଛୁ । ଅର୍ଥାତ କିଛି ବିଶେଷ ଚିତ୍ର ନିମ୍ନରେ ଦିଆଯାଇଛି । ସସେହି ଚିତ୍ର ମଧ୍ୟରେ କିଛି ପାର୍ଥକ୍ୟ ଥିବାର ନଜର ଆସିଛି । କିନ୍ତୁ ଆପଣ ମାନେ ସେହି ପାର୍ଥକ୍ୟକୁ କେତେଦୂରେ ପରଖି ପାରୁଛନ୍ତି ତାହା ଆପଣ ହିଁ ଅନ୍ଦାଜା ଲଗାଇପାରିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଏଠାରେ ଏକାଭଳି ଦେଖାଯାଉଥିବା ଦୁଇଟି ଘରର ଚିତ୍ର ରହିଛି ମାତ୍ର ଉଭୟ ପାର୍ଶ୍ଵରେ କିଛି ନା କିଛି ପରିବର୍ତ୍ତନ ରହିଛି । କିନ୍ତୁ ତାହା ସହଜରେ କେହି କହି ପାରିବେ ନାହିଁ । ଆପଣ ମାନେ ତାକୁ ଧ୍ୟାନରେ ଦେଖିଲେ ଜାଣିପାରିବେ । ଯଦି ଜାଣି ପାରୁନାହାଁନ୍ତି ତେବେ ଆମ୍ଭେ କହୁଛୁ ପାର୍ଥକ୍ୟ କ’ଣ ? ତେବେ ପ୍ରଥମ ପାର୍ଥକ୍ୟ ହେଉଛି ଯେ ଆକାଶରେ ଏକ ଚିହ୍ନ ନାହିଁ । ଦ୍ଵିତୀୟରେ ଘରେ ଘଣ୍ଟାର ଚିହ୍ନ ନାହିଁ । ତୃତୀୟରେ ଘରର ପ୍ରମୁଖ କବାଟରେ କାଚ ଲାଗି ନାହିଁ । ତେବେ ପ୍ରଥମ ଘରେ ଯାହା ସବୁ ପରିଲକ୍ଷିତ ହେଉଛି ତାହା ଦ୍ଵିତୀୟ ଘରେ ପୃଥକ ଅଟେ ।

୨;- ଆଉ ଏକ ଚିତ୍ର ରେ ଏକ ଅଭିନେତ୍ରୀ ଙ୍କ ଅର୍ଦ୍ଧ ଚେହେରା ଦିଆଯାଇଛି । ଏହାକୁ ଚିହ୍ନି ଆପଣ କୁହନ୍ତୁ ଯେ ଏହି ହିରୋଇନ ଙ୍କ ନାମ କ’ଣ ? ଆପଣ ଯଦି ଜାଣିପାରୁ ନାହାଁନ୍ତି ତେବେ ଏହି ହିରୋଇନ ଙ୍କ ନାମ ହେଉଛି,-  ଭୂମି ପେଡନାକର ।

୩;- ଆଉ ଏକ ଚିତ୍ରରେ ରେ ଚାରୋଟି ଅଭିନେତ୍ରୀ ଅଛନ୍ତି ସେଥି ମଧ୍ୟରୁ ଜଣଙ୍କ ଚେହେରା ରେ ଏକ ଭିନ୍ନ ଇମୋଜୀ ଲାଗିଛି । ତେବେ ଆପଣ ମାନେ ଏହି ହିରୋଇନ କୁ ଚିହ୍ନି ନ ପାରୁଥିଲେ ଆମେ କହିଦେବାକୁ ଚାହୁଁଛୁ ଯେ ଏହି ହିରୋଇନ ଙ୍କ ନାମ, ପରିନିତି ଚୋପ୍ରା ଅଟେ ।

୪;- ଆଉ ଏକ ଛବି ଏଭଳି ଯେ ଯେଉଁଥିରେ ୩ ଟି ଇମୋଜୀ କୁ ମିଶାଇ ଏକ ପରିବାର ନାମ ଉଚ୍ଚାରଣ ହୋଇଥାଏ । ତେବେ ଏହି ତିନୋଟି ଜିନିଷ ହେଉଛି ମାଠିଆ, ଇଂରାଜୀ ଅକ୍ଷର A ଏବଂ ମଣିଷ ପାଦ । ତେବେ ଏମାନଙ୍କୁ ମିଶାଇ ଉଚ୍ଚାରଣ ହେବ ପଟାଟୋ ।

୫;- ସେହିଭଳି ଆଉ ଏକ ଛବି ରେ ୩ ଟି ଅଭିନେତ୍ରୀ ଅଛନ୍ତି ଏବଂ ପ୍ରଥମ ଅଭିନେତ୍ରୀ ଙ୍କ ଚେହେରାରେ କାର୍ଟୁନ ଇମୋଜୀ ଦିଆହୋଇଛି । ତେବେ ଆପଣ ଜାଣନ୍ତୁ ଯେ ଏହି ହିରୋଇନ ଙ୍କ ନାମ କାଟ୍ରିନା କେଫ ଅଟେ । ଏହି ଛବି ମାନନ୍କାରେ କିଛି ନା କିଛି ଲୁଚାଇ ରହିଥିଲା ତେବେ ଯେଉଁ ବ୍ୟକ୍ତି ଏହିସବୁ ତ୍ରୁଟି କୁ ଧରିପାରିଛନ୍ତି ତାଙ୍କର ମସ୍ତିଷ୍କ କେତେ ଦୃତ ଗତିରେ ଯାତାୟାତ କରୁଛି ତାହା ଆପଣ ଜାଣିପାରିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *