ଘରେ ଆଉ କେଉଁଠି ବାହାଘର କରିଦେବେ ବୋଲି ମୁଁ ୟାଙ୍କ ସହ ଚାଲିଆସିଲି.କାଳିଆ ଷଣ୍ଢ ଭାଇ, ଡେଜି ଭାଉଜ ବାହାଘର କରେଇଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରେ ଆଉ କୋଊଠି ବାହାଘର କରିଦେବେ ବୋଲି କାନ୍ଥ ଦେଇ ୟାଙ୍କ ସହ ଚାଲି ଆସିଥିଲି । ତେବେ ନିଜର ଅଭିନୟ ଓ କମେଡି ଅନ୍ଦାଜ ପାଇଁ ଘରେ ଘରେ ପରିଚିତ ସମସ୍ତଙ୍କର ଅତି ପ୍ରିୟ ଯୂଟ୍ଯୂବର କଳାକାର ଲିପୁନ ଓ ତାଙ୍କ ଧର୍ମପତ୍ନୀ ଅନୁ ତାଙ୍କ ପ୍ରେମ ଓ ବିବାହକୁ ନେଇ ଗଣ ମାଧ୍ୟମ ସାମ୍ନାରେ ଏପରି କିଛି ମନ୍ତବ୍ୟ ରଖିଛନ୍ତି । ତେବେ ପ୍ରେମ ହେଉଛି ସତ୍ୟ, ଶାଶ୍ଵତ ଓ ଚିରନ୍ତନ ।

ଜାତି ଧର୍ମ, ରଙ୍ଗ ଓ ବର୍ଣ୍ଣର ନିର୍ବିଶେଷରେ ପୃକୃତ ପ୍ରେମରେ ହିଁ ସବୁବେଳେ ଜୟ ହୋଇଥାଏ । ତେବେ ସେହିପରି ଏକ ଉଦାହରଣ ସାଜିଛନ୍ତି ଲିପୁନ ଓ ଅନୁ । କଲେଜ ଲାଇଫର ପାଠ ପଢା ସମୟରୁ ହିଁ ଧୀରେ ଧୀରେ ଆରମ୍ଭ ହୋଇଥିଲା । ପ୍ରେମ ଓ ପ୍ରେମକୁ ନୂଆ ସମ୍ପର୍କର ନାମ ଦେବା ପାଇଁ  ବିବାହ ହୋଇଥିଲା । ତେବେ ଲିପୁନଙ୍କ ସ୍ତ୍ରୀ ଅନୁ ଙ୍କ କହିବା ଅନୁଯାଇ ମୋତେ ଲିପୁନଙ୍କ ସହ ବାହାଘର ହେବା ପାଇଁ ବାରଣ କରଯାଇଥିଲା ।

ସେଥିପାଇଁ ମୋ ଫୋନ ମଧ୍ୟ ଛଡେଇ ନେଇଯାଇଥିଲେ, ସାଙ୍ଗ ମାନଙ୍କ ସହ କଥା ମଧ୍ୟ କରାଇ ଦେଉନଥିଲେ । ହେଲେ ଯେତେବେଳେ ମୁଁ ଲିପୁନଙ୍କୁ ଏହି ବିଷୟରେ କହିଲି । ତାପରେ ସେ ଅଟୋ ନେଇକି ସଙ୍ଗେ ସଙ୍ଗେ ଆମ ଘର ପାଖକୁ ରାତିରେ ଆସିଲେ । ତାପରେ ତାଙ୍କ ସହିତ ମୁଁ ଆମ ଘର କାନ୍ଥ ଡେଇଁ ଘରୁ ପଳେଈ ଆସିଥିଲି । ଲିପୁନ ଙ୍କ କହିବା ଅନୁସାରେ ମୁଁ ଯେତେବେଳେ ଅନୁ ଙ୍କୁ ନେଇକି ପଳେଈ ଆସିଥିଲି ।

ସେତେବେଳେ ବହୁତ ଟେନସନ ଲାଗୁଥିଲା । ହେଲେ ସେହି ସମୟରେ ମୁଁ ଡେଜି ଭାଉଜଙ୍କୁ ଫୋନ ଲଗେଇଥିଲି । ସେ ମୋ ଠାରୁ ସବୁ କଥା ଶୁଣି ମୋତେ ସାହାଜ୍ଯ କରିବାକୁ ହାତ ବଢାଇଥିଲେ । କାଳିଆ ଶଣ୍ଢ ଭାଇ ଓ ତାଙ୍କ ସ୍ତ୍ରୀ ଡେଜି ଭାଉଜ ଆମ ଦୁହିଙ୍କର ବାହାଘରର ସବୁ ବନ୍ଦୋବସ୍ତ କରାଇଥିଲେ ।

ତାପରେ ଆମର ଏହିପରି ଭାବରେ ବାହାଘର ହୋଇଯାଇଥିଲା । ତେବେ ଆମେ ମଧ୍ୟ ଆଶା କରୁଛୁ । କି ଲିପୁନ ଓ ଡେଜି ଉଭୟଙ୍କର ଦାମ୍ପତ୍ୟମାୟ ଜୀବନ ସବୁବେଳେ ଭଲରେ ରହିଥାଉ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । । ଧନ୍ୟବାଦ

Leave a Reply

Your email address will not be published. Required fields are marked *