ଓଡିଆ କମେଡିଆନ Suman ଙ୍କ ଫ୍ୟାମିଲି ଆଲବମ, ଦେଖନ୍ତୁ ସ୍ତ୍ରୀ, ପୁଅ ଓ ପୁରା ପରିବାର…

ବନ୍ଧୁଗଣ, ସାଧାରଣତଃ ଟିଭି ପରଦାରେ ଆପଣ ମାନେ ଓଡିଆ କମେଡିଆନ ସୁମନ ଙ୍କର ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ । କିନ୍ତୁ ଆପଣ ମାନେ କେବେ ହେଲେ ସୁମନ ଙ୍କ ପରିବାର ସମ୍ବନ୍ଧରେ ଜାଣିଛନ୍ତି କି ? ଆଜି ଆମ୍ଭେ ସୁମନ ଙ୍କ ପରିବାର ସମ୍ବନ୍ଧରେ କିଛି ବିଶେଷ ବିବରଣୀ ପ୍ରଦାନ କରିବାକୁ ଯାଉଅଛୁ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଓଲିଉଡର ଅଭିନେତା ତଥା କମେଡିଆନ ସୁମନ ଙ୍କୁ ଆପଣ ମାନେ ଅନେକ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଥିବାର ଦେଖିଥିବେ,

ବର୍ତ୍ତମାନ ସମୟରେ ସୁମନ ଙ୍କୁ ପ୍ରାୟ 40 ବର୍ଷ ବୟସ ହୋଇଛି । ଏହା ସହିତ ସୁମନ ପ୍ରାୟ ୫୦ ରୁ ଅଧିକ ଓଡିଆ ଚଳଚିତ୍ର ରେ ଅଭିନୟ କରିସାରିଛନ୍ତି । ସୁମନ ଙ୍କ ଉଚ୍ଚତା ରହିଛି ମାତ୍ର ୩ ଫୁଟ ୪ ଇଞ୍ଚ । ଏହି କମ ହାଇଟ ଏବଂ ତାଙ୍କର ମଜାଦାର କଥା ଯୋଗୁଁ ତାଙ୍କୁ ଅନେକ ଚଳଚିତ୍ର ମାନଙ୍କରେ ଅଭିନୟ କରିଥିବାର ଦେଖିବାକୁ ମିଳିଛି । ଏହା ସହିତ ଅନେକ ସାରା ସିରିୟଲ ଏବଂ ବିଜ୍ଞାପନରେ ଅଭିନୟ କରିଥିବାର ମଧ୍ୟ ଦେଖିଥିବେ ।

ସୁମନ ତାଙ୍କ ପରିବାର ସହିତ ଖୋର୍ଦ୍ଧା ଜିଲ୍ଲାରେ ରୁହନ୍ତି । ସୁମନ ବର୍ତ୍ତମାନ ସମୟରେ ଗୋଟିଏ ଚଳଚିତ୍ର କରିବା ନିମନ୍ତେ ପ୍ରାୟ ୨ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ସୁମନ ଙ୍କ ସମୁଦାୟ ସମ୍ପତ୍ତି ବର୍ତ୍ତମାନ ସମୟରେ ୩୦ ରୁ ୪୦ ଲକ୍ଷ ଟଙ୍କା ରହିଥିବାର ନଜର ଆସିଛି । ସୁମନ ଗୋଟିଏ ବିଜ୍ଞାପନ କରିବାକୁ ପ୍ରାୟ ୨୦ ରୁ ୩୦ ହଜାର ଟଙ୍କା ନେଇଥାନ୍ତି ।

ଆଗାମୀ ଦିନ ମାନଙ୍କରେ ଆପଣ ମାନେ ସୁମନଙ୍କ ବହୁତ ସାରା ସିନେମା ଦେଖିବାକୁ ପାଇବେ । ବର୍ତ୍ତମାନ ତାଙ୍କୁ ଅନେକ ଗୁଡିଏ ସିନେମା କରିବାର ଅଫର ମିଳିଛି । ସୁମନ ନିଜ ସ୍ତ୍ରୀ ପିଲା ଙ୍କ ସହିତ ବେସ ଖୁସିରେ ଜୀବନ ଜାପନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୁମନ ଙ୍କ ଅନେକ ଫ୍ୟାନ୍ସ ମଧ୍ୟ ରହିଛନ୍ତି ଯେଉଁମାନେ ତାଙ୍କୁ ସବୁବେଳେ ଭଲପାଇବା ଦେଇ ଆସିଛନ୍ତି ।

ଏହାକୁ ନେଇ ସୁମନ ଦର୍ଶକ ତଥା ନିଜ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସୁମନ ଆପଣ ମାନଙ୍କୁ କିଭଳି ଲାଗନ୍ତି ଏବଂ ତାଙ୍କ ଅଭିନୟ ଆପଣ ମାନଙ୍କୁ କିଭଳି ଲାଗେ ଏହା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *