କେବଳ ଏହାକୁ ଲଗେଇ ଦିଅନ୍ତୁ, 99% ଆଣ୍ଠୁ ଗଣ୍ଠି ଦରଜ (Joint Pain), ହାତ ଗୋଡ ଦରଜ ପୁରା ଭଲ ହୋଇଯିବ- Health Tips

ନମସ୍କାର ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ । ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ । ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ ।

ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ । ବଧିର ମଧ୍ୟ ହୋଇ ଯାଏ । ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ତେବେ ଆଜି ଆମେ ଏହାର ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ଏହାର ସହଜ ଉପାୟ କିମ୍ବା ଉପଚାର ଟି କଣ ।

ଏହି ସବୁ ଉପାୟ କିମ୍ବା ଉପଚାର ହେଉଛି ଘରୋଇ ଉପଚାର । ଘରୋଇ ଉପଚାର ଅଧିକ ଭଲ ସୁରକ୍ଷିତ ହୋଇ ଥାଏ । ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ଦେଖା ଯାଏ ନାହିଁ । ଏହା ପାଇଁ ଆମକୁ ଅନେକ ଟଙ୍କା ଖର୍ଚ୍ଚ କରିବା ମଧ୍ୟ ଆବଶ୍ୟକ ନାହିଁ । କାହାର ସାହାଯ୍ୟ ର ମଧ୍ୟ କୌଣସି ଆବଶ୍ୟକତା ନାହିଁ ।

ସେ ଉପଚାର ଟି ହେଉଛି- ପ୍ରଥମେ ଆପଣ ପାଞ୍ଚଟି ଶୁଖିଲା ଆଳୁ ବୁଖାରା । ଏହାକୁ ଖାଇଲେ ଆମ ହାଡ଼ ମଜବୁତ ହୋଇଥାଏ । ଏଥିରେ ଅନେକ୍ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ । ଯାହା ଦ୍ୱାରା ଆମ ହାଡ଼ ଅଧିକ ମଜବୁତ ହୋଇ ଥାଏ । ଏଥିରେ ଅଧିକ ଫାଇବର ମଧ୍ୟ ରହିଥାଏ । ତା ସହିତ ନେବା ଏକ ଶୁଖିଲା ଖୁବାଣୀ । ଏଥିରେ ଆଣ୍ଟି ଅକ୍ସାଇଡ଼, ପ୍ରୋଟିନ, ପୋଟାସିୟମ ଆଦି ରହିଥାଏ । ଯାହା ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇ ଥାଏ । ଏହା ଆମ ଆଖି ପାଇଁ ମଧ୍ୟ ବହୁତ ଲାଭପ୍ରଦ ।

ଏହା ସହ ଆପଣଂକୁ ଏକ ଶୁଖିଲା ଅଂଜିର ବି ନେବାର ଅଛି । ଏଥିରେ ମଧ୍ୟ ପ୍ରଚୁର ଫାଇବର ଥାଏ । ଯାହା ଆମ ପାଚକ କ୍ରିୟା ରେ ସହାୟତା ହୋଇ ଥାଏ । ଏଥିରେ ମ୍ୟାଗନେସିୟମ, ପୋଟାସିୟମ, କ୍ୟାଲସିୟମ ଆଦି ରହିଥାଏ । ଏହା ଆମ ହାଡ଼ କୁ ମଜବୁତ କରିବାରେ ସାହାଯ୍ୟ କରିଥାନ୍ତି ।

ଏହି ତିନୋଟି ଜିନିଷ କୁ ସିଧା ଚୋବାଇ କରି ଖାଇବା ଉଚିତ ଏହାକୁ ଦୁଇ ମାସ ପର୍ଯ୍ୟନ୍ତ ଶୋଇବା ପୂର୍ବରୁ ଚୋବାଇ ଖାଇବା ଉଚିତ । ଏହା ଦ୍ୱାରା ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଭଲ ହୋଇ ଯିବ । କାରଣ ଏହା ଆମ ହାଡ଼ କୁ ବହୁତ ମଜବୁତ କରିଦେଇ ଥାଏ ।

ଦ୍ୱିତୀୟ ଉପଚାର ହେଉଛି ପ୍ରଥମେ ସୋରିଷ ର ଖଳ ନେଇ ଆସୁନ୍ତୁ । ହଳଦୀ ଆଣନ୍ତୁ । ତାପରେ ସୋରିଷ ର ତେଲ । ରାତିରେ ଖଳ କୁ ଭିଜେଇ ଦିଅନ୍ତୁ ସକାଳେ କାଢି ଲୁହାର କଣ୍ଢେଇ ରେ ତେଲ କୁ ଗରମ କରି ହଳଦୀ ପକାନ୍ତୁ ଖଳ କୁ ପକେଇ ଦିଅନ୍ତୁ । ଏହାର ଏକ ପେଷ୍ଟ କରି ଦିଅନ୍ତୁ । ତାକୁ ଗୋଡ଼ ରେ ଲଗାନ୍ତୁ । ଏହା ଦ୍ୱାରା ଆପଣଂକୁ ଅନେକ ଆରାମ ମିଳିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *