TV ର ଏହି ବାଲ୍ୟ କଳାକାର ଆଜି ହେଇ ଯାଇଛନ୍ତି ବଡ ଓ ବହୁତ ସୁନ୍ଦର, 5 ନମ୍ବର Actress ଲାଗନ୍ତି ସବୁଠୁ ଅଧିକ ସୁନ୍ଦର ଆଉ ହଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ ଆଜି ଆମେ କହିବାକୁ ଯାଉଛୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କିଛି ଛୋଟ ବେଳର ବାଲ୍ୟ ଅଭିନେତ୍ରୀ ଙ୍କ ବିଷୟରେ । ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କିଛି କଳାକାର ଯିଏ ନିଜର ଛୋଟ ବେଳେ ସିରିଏଲ ରେ ଅଭିନୟ କରୁଥିବାର ଆପଣ ମାନେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ବର୍ତ୍ତମାନ ବଡ଼ ହୋଇସାରିଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ତାଙ୍କ ଚର୍ଚ୍ଚା ବହୁ ମାତ୍ରାରେ ହେଉଛି ।

ବର୍ତ୍ତମାନ ସେମାନଙ୍କ ରଙ୍ଗ,ରୂପ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । କିଛି କଳାକାର ଏଭଳି ମଧ୍ୟ ଅଛନ୍ତି ଯିଏ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁ ନାହାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ।

୧. ପ୍ରଥମେ ଆସନ୍ତୁ ଜାଣିବା ୨୦୧୯ ମସିହାର ସିରିଏଲ ‘ଫୁଲବା’ ନିଜର କ୍ୟାରିଅର ର ଆରମ୍ଭ କରିଥିବା ‘ଜନ୍ନତ ଜୁବେର’ ଙ୍କ ବିଷୟରେ । ଜନ୍ନତ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ମନକୁ କିଣି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ । ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ମଧ୍ୟ ଟିଭି ସିରିଏଲ ରେ ତାଙ୍କୁ ମୁଖ୍ୟ ଚାରିତ୍ର ଭାବେ ଅଭିନୟ କରୁଥିବା ର ଦେଖୁବାକୁ ମିଳୁଛି ।

୨. ଆପଣ ମାନେ ‘ଅବନିତ କୌର’ ଙ୍କୁ ତ ଜାଣିଥିବେ ଯିଏ ନିଜର କ୍ୟାରିଅର ଡ଼ି.ଆଇ.ଡ଼ି ମଞ୍ଚରୁ ଆରମ୍ଭ କରିଥିଲେ । ବର୍ତ୍ତମାନ ସମୟରେ ଅବନିତ ସୋସିଆଲ ମିଡ଼ିଆ ରେ କୁଇନ ଭାବରେ ପରିଚିତ । ସେ ଡାନ୍ସ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବାର ତାଙ୍କୁ ଦେଖୁବାକୁ ମିଳୁଛି । ବର୍ତ୍ତମାନ ଅବନିତ ସିରିଏଲ ‘ଆଲହାଦିନ’ ରେ ମୁଖ୍ୟ ଚରିତ୍ର ଭାବରେ ଅଭିନୟ କରୁଛନ୍ତି ।

୩. ସିରିଏଲ ‘ମୀରା’ ରୁ ଅଭିନୟ କ୍ଷେତ୍ରରେ ପାଦ ରଖି ନିଜ କ୍ୟାରିଅର ଆରମ୍ଭ କରିଥିବା ‘ଆସିକା ଭାଟିଆ’ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । ସେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସଲମାନ ଖାଁ ଙ୍କ ସହ ମଧ୍ୟ କାମ କରିଛନ୍ତି । ଆସିକା ଅଭିନେତା ବରୁଣ ଧାବନ ଙ୍କା ବହୁତ ବଡ଼ ଫାନ ଅଟନ୍ତି ।

୪. ‘ଏହସାସ’ ନିଜର କ୍ୟାରିଅର ବହୁତ ଛୋଟ ବେଳୁ ହିଁ ଆରମ୍ଭ କରିଦେଇଥିଲେ । ‘କଭି ଅଲବିଦା ନା କେହେନା’ ଫିଲ୍ମ ରେ ତାଙ୍କୁ ଦେଖିବାକୁ ମିଳିଥିଲା ଏବଂ ‘ଓ ମାଈ ଫ୍ରେଣ୍ଡ ଗଣେଶା’ ଫିଲ୍ମ ରେ ତାଙ୍କୁ ପୁଅ ଚରିତ୍ର ରେ ଅଭିନୟ କରୁଥିବାର ଦେଖୀବାକୁ ମିଳିଥିଲା । ବର୍ତ୍ତମାନ ଏହସାସ ଟିଭି ସିରିଏଲ ର ଛୋଟ ପରଦା ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଛନ୍ତି । ବର୍ତ୍ତମାନ ସେ ସୋସିଆଲ ମିଡ଼ିଆ ରେ ଧମାଲ ମଚାଉ ଥିବାର ଦେଖୀବାକୁ ମିଳୁଛି ।

୫. ବନ୍ଧୁଗଣ ଆପଣ ମାନେ ‘ହଂସୀକା ମୋଟବାନି” ଙ୍କ ନାଁ ତ ଶୁଣିଥିବେ । ହଂସୀକା ନିଜ କ୍ୟାରିଅର ର ଆରମ୍ଭ ସିରିଏଲ ‘ସାକାଲାକା ବୁମ୍ ବୁମ୍’ ରୁ ଆରମ୍ଭ କରିଥିଲେ ଏବଂ ତାଙ୍କୁ ଫିଲ୍ମ ‘କୋଈ ମିଲ ଗୟା’ ରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଛୋଟ ବେଳେ ଦେଖିବାକୁ ବହୁତ ସୁନ୍ଦର ଥିଲେ । ସେ ଇଂଜେକସନ ମାଧ୍ୟମରେ ନିଜକୁ ବହୁତ ମାତ୍ରା ରେ ବଦଳାଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଏହା ତାଙ୍କ ପାଇଁ ହାନିକାରକ ହୋଇଥିଲା । ଇଂଜେକସନ ର ପ୍ରଭାବ ଦ୍ୱାରା ବର୍ତ୍ତମାନ ସେ ମୋଟା ହୋଇଯାଇଛନ୍ତି । ବର୍ତ୍ତମାନ ସେ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ରେ ଆସୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *