Interesting Gk Questions- ଏମିତି କେଉଁ ଜିନିଷ ଯାହା ଝିଅଟି ପାଖରେ ବିବାହ ପୂର୍ବରୁ ଥାଏ, ବିବାହ ପରେ ବି ଥାଏ କିନ୍ତୁ ବିବାହ ଦିନ ନଥାଏ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ । ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ । ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ । ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ ।

ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ । ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା ।

୧. ଖାଇବାକୁ ଦେଲେ ବଞ୍ଚିବ କିନ୍ତୁ ପିଇବାକୁ ଦେଲେ ମରିଯିବି। ତାହା କଣ ଅଟେ?
ଉତ୍ତର- ନିଆଁ।

୨. ଏଭଳି କେଉଁ ଜୀବ ଅଛି ଯାହା ଖାଦ୍ୟ ଖାଇନଥାଏ ଅଥବା ପାଣି ପିଇନଥାଏ?
ଉତ୍ତର- ନିର୍ଜୀବ।

୩. ଏଭଳି କେଉଁ ଜିନିଷ ରହିଛି ଯାହା ଦିନ ରାତି ଚାଲିଥାଏ?
ଉତ୍ତର- ନଦୀ।

୪. ରାତିରେ ଦେଖିଥିବା ସ୍ୱପ୍ନ କଣ ସତ ହୋଇଥାଏ?
ଉତ୍ତର- କିଛି ସ୍ବପ୍ନ ସତ ହୋଇଥାଏ।

୫. କଣ ବିଦ୍ୟୁତ କୁ କେତେକ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ଓର କରି ରଖା ଯାଇ ପାରିବ?
ଉତ୍ତର- ହଁ।

୬.ଝିଅ ମାନେ ନଖ ବଡ଼ କଣ ପାଇଁ ରଖିଥାନ୍ତି?
ଉତ୍ତର- ଫ୍ୟାସନ ପାଇଁ।

୭. ଇଂଷ୍ଟାଗ୍ରାମ ରେ ସବୁଠାରୁ ଅଧିକ ଫଲୋର୍ସ କାହାର ଅଛି?
ଉତ୍ତର- ସ୍ଵୟଂ ଇଂଷ୍ଟାଗ୍ରାମ ର।

୮. ହ୍ଵାଟ୍ସଆପ ଓ ଫେସବୁକ କେଉଁ ଦେଶର ଆପ୍ ଅଟେ?
ଉତ୍ତର- ଆମେରିକା।

୯. ଝିଟିପିଟି ର ବୟସ କେତେ ହୋଇଥାଏ?
ଉତ୍ତର- ୧୮ ମାସ ୭ ବର୍ଷ ପର୍ଯ୍ୟନ୍ତ।

୧୦. ଦିଲ୍ଲୀ ର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ?
ଉତ୍ତର- ଶାହାଜାହାଁ।

୧୧. ଦୁନିଆ ରେ ଗୋଟିଏ ମିନିଟ ରେ କେତୋଟି ଛୁଆ ଜନ୍ମଗ୍ରହଣ କରିଥାନ୍ତି?
ଉତ୍ତର- ପାଖାପାଖି ୨୫୦ ଜଣ।

୧୨. ଦୁନିଆର ସବୁଠାରୁ ବିଷଧର ମାଛ କଣ ଅଟେ?
ଉତ୍ତର- ଷ୍ଟ୍ଓନ୍ ମାଛ।

୧୩. ଏଭଳି କଣ ରହିଛି ଯାହା ଆପଣଙ୍କ ପାଖରେ ଯେତେ କମ ରହିବ ଆପଣଙ୍କୁ ସେତେ ଅଧିକ ଦେଖାଯିବ?
ଉତ୍ତର- ଅନ୍ଧାର।

୧୪. କେଉଁ ପ୍ରାଣୀ କୁ ଆଇନା ଦେଖିବାକୁ ଡର ଲହିଥାଏ?
ଉତ୍ତର- ଘୁଷୁରୀ।

୧୫. ଭାରତର କେଉଁ ପ୍ରଧାନମନ୍ତ୍ରୀ ଅବିବାହିତ ଅଟନ୍ତି?
ଉତ୍ତର- ଅଟଳ ବିହାରୀ ବାଜପେୟ।

୧୬. ମିଛ କହିବା ଦ୍ଵାରା ଆମ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ?
ଉତ୍ତର- ନାକ।

୧୭. ହ୍ଵାଟ୍ସଆପ କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର- କ୍ୟା ଚଲ୍ ରହା ହେ।

୧୮. କେଉଁ ଦେଶରେ ମାଛର ବର୍ଷା ହୋଇଥାଏ?
ଉତ୍ତର- ହେଡୁରସ।

୧୯. ଗାଡ଼ି ଚକ ର ଆବିଷ୍କାର କେବେ ହୋଇଥିଲା?
ଉତ୍ତର- ନବପାଷାଣ କାଳ ରେ।

୨୦. ଏକ ଟଙ୍କିଆ ନୋଟ ରେ କାହାର ହସ୍ତାକ୍ଷର ରହିଥାଏ?
ଉତ୍ତର- ବିତ୍ତ ସଚ୍ଚିବ।

୨୧. ପହିଲମାନ ମାନଙ୍କ କାନ ର ହାଡ଼ କୁ କଣ ପାଇଁ ଭାଙ୍ଗି ଦିଆଯାଏ?
ଉତ୍ତର- ଲଢ଼ିବା ସମୟରେ ଭାଙ୍ଗିଯାଏ।

୨୨. ଉଡାଯାହାଜ ରେ ମୋବାଇଲ ରେ କଣ ନକରିବା ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ର ବିଲ୍ ଆସିଥାଏ?
ଉତ୍ତର- ଫ୍ଲାଇଟ ମୋଡ଼।

୨୩. କିଏ ସର୍ଵଦା ନୀଳ ରଙ୍ଗର ପୋଷାକ ପିନ୍ଧନ୍ତି?
ଉତ୍ତର- ଭୀମ ରାଓ ଆମ୍ବେଦକର।

୨୪. ଶୀତ ଦିନରେ ଟ୍ରେନ ର ପଟରି ରେ କଣ ଲଗାଯାଇଥାଏ?
ଉତ୍ତର- ବାଣ।

୨୫. ମୁସଲମାନ ଲୋକମାନେ କଣ କୁହନ୍ତି ନାହିଁ?
ଉତ୍ତର- ବନ୍ଦେ ମାତରମ।

୨୬. ଭାରତରେ କେଉଁ ନିର୍ବାଚନ ଜନତା କରି ପାରିବ ନାହିଁ?
ଉତ୍ତର- ରାଷ୍ଟ୍ରପତି ନିର୍ବାଚନ।

୨୭. କେଉଁ ଦେଶରେ କୁକୁର ର ମାଂସ ଖାଇବା ଏକ ଉତ୍ସବ ରୂପରେ ପାଳନ କରାଯାଏ?
ଉତ୍ତର- ଚୀନ।

୨୮. କେଉଁ ପ୍ରାଣୀ ପାଣିରେ ବୁଡ଼ି ନଥାଏ?
ଉତ୍ତର- ଅସରପା।

୨୯. ପାସପୋର୍ଟ ସାଇଜ ଫଟୋ କୁ କଣ ପାଇଁ ପାସପୋର୍ଟ ସାଇଜ ଫଟୋ ହିଁ କୁହାଯାଏ?
ଉତ୍ତର- କାରଣ ତାହା ପାସପୋର୍ଟ ସାଇଜ ର ହୋଇଥାଏ।

 

୩୦. ଜଣେ ଝିଅ ପାଖରେ ଏଭଳି କେଉଁ ଜିନିଷ ଥାଏ ଯାହା ବିବାହ ପୂର୍ବରୁ ଥାଏ ଏବଂ ବିବାହ ସମୟରେ ଥାଏ କିନ୍ତୁ ବିବାହ ପରେ ନଥାଏ?
ଉତ୍ତର- ସର୍ନେମ୍ (surname)।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *