ମାତ୍ର ୨ ମିନିଟରେ ଭୟଙ୍କର ରୁ ବି ଭୟଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ଗୋଡ ବିନ୍ଧା ମୂଳରୁ ଶେଷ କରିଦେବ କେବଳ ଏହି 1 ଚମତ୍କାରୀ ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ମାଂସ ପେଶୀ କଷ୍ଟ ଆଦି ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଏହି ସବୁ ସମସ୍ଯା ହେତୁ ସାଧାରଣତଃ ଲୋକ ମାନେ ବହୁତ କଷ୍ଟ ପାଇଥାନ୍ତି, ଯାହାଫଳରେ ସେମାନଙ୍କର ନିଦ ମଧ୍ୟ ଉଡିଯାଇଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ କରି ଆପଣ ମାନେ ନିଜର ଏହି ସମସ୍ତ ସମସ୍ଯାକୁ ସଂପୂର୍ଣ୍ଣ ଜଡରୁ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପାୟ ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ ଓ ଏଥିପାଇଁ ଆପଣଙ୍କର ଅଧିକ ଟଙ୍କା ମଧ୍ୟ ଖର୍ଚ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣଙ୍କ ଅରକ୍ଷ ଗଛର ଆବଶ୍ୟକତା ରହିଛି, ଯାହା ଆପଣଙ୍କୁ ନିଜ ଘର ପାଖରେ ବହୁତ ସହଜରେ ମିଳିଯିବ । ବନ୍ଧୁଗଣ ଏହି ଗଛର ବହୁତ ଔଷଧୀୟ ଗୁଣ ରହିଛି, ଯାହା ବହୁତ ମାରାତ୍ମକ ରୋଗ ଆଦିକୁ ଦୂର କରିବା ପାଇଁ ବହୁତ ଲାଭକାରୀ ହୋଇଥାଏ । ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣ ଅରଖ ଗଛର ୧୫ଟି ଫୁଲ ନିଅନ୍ତୁ ଓ ଏକ ପାତ୍ରରେ ଅଳ୍ପ ପାଣି ନିଅନ୍ତୁ ।

ଏହାପରେ ଆପଣ ଏକ ପାତ୍ର ଗ୍ଯାସ ଚୁଲାରେ ବସେଇ ଦିଅନ୍ତୁ ଓ ଏଥିରେ ସେହି ପାତ୍ରରେ ଥିବା ପାଣିକୁ ରଖି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ସେହି ଅରଖ ଫୁଲକୁ ଗରମ ପାଣିରେ ପକାଇ ଦିଅନ୍ତୁ । କମ ସେ କମ ୧୦ ମିନିଟ ପର୍ଯ୍ୟନ୍ତ ଆପଣ ଏହି ଫୁଲକୁ ଗରମ କରନ୍ତୁ । ଏହାପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏହି ଫୁଲକୁ ପାଣିରୁ ଅଲଗା କରିଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କର ଯେଉଁ ମାଂସ ପେଶୀ ବା ଶରୀରର ଯେଉଁ ସ୍ଥାନରେ ବିନ୍ଧା ହେଉଥିବ ସେହି ସ୍ଥାନରେ ଏହି ଗରମ ପାଣିକୁ ଅଳ୍ପ ଉଷୁମ ଥିବା ସମୟରେ ପକାନ୍ତୁ । ଏହାପରେ ସେହି ସ୍ଥାନରେ ସେହି ଅରଖ ଫୁଲକୁ ଏକ କପଡା ଦ୍ଵାରା ବାନ୍ଧି ଦିଅନ୍ତୁ । ବନ୍ଧୁଗଣ ଏହି ଉପଚାରକୁ ଆପଣ କେବଳ ଥରେ କରି ଦେଖାନ୍ତୁ, ଦେଖିବେ ଆପଣଙ୍କର ସମସ୍ତ କଷ୍ଟ ସଂପୂର୍ଣ୍ଣ ଜଡରୁ ଦୂର ହୋଇଯିବ । ବନ୍ଧୁଗଣ ଏହା ହେଉଛି ସଂପୂର୍ଣ୍ଣ ଏକ ଘରୋଇ ଉପଚାର, ଯାହାକୁ ଆପଣ ବହୁତ ସହଜରେ ପ୍ରସ୍ତୁତ କରିପାରିବେ ।

ବନ୍ଧୁଗଣ ଏହି ଉପଚାରକୁ ଥରେ ପ୍ରୟୋଗ କରି ଦେଖନ୍ତୁ, ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ମାଂସ ପେଶୀରେ ହେଉଥିବା ସମସ୍ତ କଷ୍ଟ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ, ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *