Vastu Shastra- ମକର ସଂକ୍ରାନ୍ତି ୧୪,ଜାନୁଆରୀ ରେ କରନ୍ତୁ ଏହି ୫ ଟି ଉପାୟ, ଖୋଲିଯିବ ଭାଗ୍ୟ, ମାତା ଲକ୍ଷ୍ମୀ ନିଜେ ଆସିବେ ଆପଣଙ୍କ ଘରକୁ

ବନ୍ଧୁଗଣ ଆଉ କିଛି ଦିନ ପରେ ଆସିବାକୁ ଯାଉଛୁ ମକର ସଙ୍କ୍ରାନ୍ତି ପର୍ବ । ଏହି ଦିନକୁ ସ୍ନାନ, ଦାନ ଓ ତା ପର ଦିନ ବୋଲି କୁହାଯାଇଥାଏ ବନ୍ଧୁଗଣ ଏହି ଦିନରେ ସୂର୍ଯ୍ୟ ନିଜ ପୁଅ ମକର ରାଶି ସହ ସାକ୍ଷାତ କରିବା ପାଇଁ ଇଛା କରିଥାନ୍ତି । ବନ୍ଧୁଗଣ ଏହି ଦିନରେ କିଛି ପବିତ୍ର କାମ କରିଲେ ମା ଲକ୍ଷ୍ମୀ ନିଶ୍ଚୟ ଆପଣଙ୍କ ଘରେ ଆସି ବାସ କରିବେ ଏବଂ ଆପଣ ବହୁତ ଶୀଘ୍ର ଧନୀ ହୋଇଯିବେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ବାସ ଆପଣ ମାନଙ୍କ ଉପରେ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।


୧. ବନ୍ଧୁଗଣ ଏହି ପବିତ୍ର ମକର ସଙ୍କ୍ରାନ୍ତି ଦିନରେ ଆପଣ ମାନେ ନିଶ୍ଚୟ କୌଣସି ଗରିବ ବା ଦରିଦ୍ର ଲୋକକୁ ଦାନ କରନ୍ତୁ । ଏହି ଦିନରେ ଦାନ କରିବାର ସଠିକ ଜିନିଷ ହେଉଛି ରାଶି । ବନ୍ଧୁଗଣ ଏହି ଦିନରେ ଆପଣ ମାନେ କଳା ରଙ୍ଗର ରାଶି ବା ରାଶି ଲଡୁକୁ ଦାନ କରିପାରିବେ । ବନ୍ଧୁଗଣ ଏହି ଦିନରେ ଦାନ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୁର ହୋଇଯିବ ଓ ଶିବପୁରାନ ଅନୁସାରେ ଆପଣଙ୍କ ଆଗାମୀ ଜୀବନ ସୁଖମୟ ହେବ ।


୨. ବନ୍ଧୁଗଣ ଏହି ମକର ସଙ୍କ୍ରାନ୍ତିରେ ଆପଣ ଲୁଣ ପାଣିରେ ନିଜ ଘରେ ପୋଛା ମାରନ୍ତୁ । ବନ୍ଧୁଗଣ ଏହା ଅତ୍ୟନ୍ତ ଶୁଭ ହୋଇଥାଏ, ଏହାଦ୍ବାରା ଘରେ ଖୁସିର ଲହରୀ ଖେଳିଯାଇଥାଏ । ଏହା ବ୍ଯତୀତ ଶିବ ପୁରାଣ ଅନୁସାରେ ଏହି ଦିନରେ ଲୁଣ ଦାନ କରିବା ଦ୍ଵାରା ଆପଣ ମାନଙ୍କ ଖରାପ ସମୟ ଟଳି ଯାଇଥାଏ । ତେଣୁ ବନ୍ଧୁଗଣ ଏହି ଦିନରେ ଆପଣ ମାନେ ନିଶ୍ଚୟ ଏହି ପବିତ୍ର କାମ କରନ୍ତୁ ।

୩. ବନ୍ଧୁଗଣ ଏହି ଦିନରେ ଦାନ ଧର୍ମ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଏହି ଦିନରେ ବସ୍ତ୍ର ଦାନ କରନ୍ତୁ । ବସ୍ତ୍ର ଦାନ କରିବା ଦ୍ଵାରା ସବୁଠାରୁ ଅଧିକ ଭଲ ଫଳ ମିଳିଥାଏ । ବନ୍ଧୁଗଣ ବସ୍ତ୍ର ଦାନ କରିବା ଦ୍ଵାରା ଆୟୁ ମଧ୍ୟ ବଢିଥାଏ । ହେଲେ ବନ୍ଧୁଗଣ ଧ୍ୟାନ ରଖିବେ ନୂଆ ବସ୍ତ୍ର ଦାନ କରିବା ପାଇଁ, କାରଣ ପୁରୁଣା ବସ୍ତ୍ରକୁ ଦାନ କରିଲେ କୌଣସି ଫାଇଦା ହେବ ନାହିଁ ।


୪. ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ଅସୁସ୍ଥ ବା ରୋଗୀ ମଣିଷ ଅଛି ଓ ତାଙ୍କର ଦେହ ଭଲ ହେଉନାହିଁ, ତା ହେଲେ ଅପାନ ଏହି ମକର ସଙ୍କ୍ରାନ୍ତି ଦିନ ଭକ୍ତି ମନରେ ଦରିଦ୍ର ଲୋକଙ୍କୁ ଘିଅ ପ୍ରଦାନ କରନ୍ତୁ ବା ମନ୍ଦିରରେ ଦାନ କରନ୍ତୁ । ଦେଖିବେ ବହୁତ ଶୀଘ୍ର ସେହି ଅସୁସ୍ଥ ବ୍ୟକ୍ତି ଜଣକ ସୁସ୍ଥ ହୋଇଯିବେ । ତା ହେଲେ ବନ୍ଧୁଗଣ ଏହି ପବିତ୍ର ଦିନରେ ଏହି ସମସ୍ତ ପବିତ୍ର କାର୍ଯ୍ୟ କରି ନିଜ ଜୀବନକୁ ସୁଖ ଓ ସମୃଦ୍ଧିମୟ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *