ସୁଶାନ୍ତଙ୍କ ଶତୃଙ୍କ ଉପରେ ଭାରି ପଡିଲେ ଅଙ୍କିତା, ଗୋଟିଏ ପରେ ଗୋଟିଏ ସମସ୍ତଙ୍କର କରୁଛନ୍ତି ପର୍ଦାଫାସ

ଅଙ୍କିତା ଲୋଖଣ୍ଡେ ଏତେ ବାହାଦୁର ବାହାରିବେ ଏହା କେହି ବି ଭାବି ନଥିଲେ । ଅଙ୍କିତା ଲୋଖଣ୍ଡେ ଏବେ ସାମ୍ନା କୁ ଆସିଛନ୍ତି ଓ ଏହା ସହିତ ମୁମ୍ବାଇ ପୋଲିସ ର ପୁରା କଳା କାରନାମା ଖୋଲି କି କହୁଛନ୍ତି । ଏହା ସହିତ ରିୟା ଚକ୍ରବର୍ତ୍ତୀ ଙ୍କ କଳା କାରନାମା ବିଷୟରେ ଖୋଲା ଖୋଲି ବୟାନ ଦେଉଛନ୍ତି । ଏହା ସହିତ ଅଙ୍କିତା ଲୋଖଣ୍ଡେ ଏହି କଥା ଭଲ ଭାବେ ଜାଣି ଯାଇଛନ୍ତି କି ମୁମ୍ବାଇ ପୋଲିସ ଯଦି ଏହି କେସ ର ଇଂଭେଷ୍ଟିଗେସନ କରୁଛି ତେବେ ଏହି କେସ ର କିଛି ବି ହେବ ନାହିଁ । ଏଥିପାଇଁ ଅଙ୍କିତା ଲୋଖଣ୍ଡେ ସାମ୍ନା କୁ ଆସିଛନ୍ତି ଯାହା କାରଣରୁ ସୁଶାନ୍ତ ସିଂହ ରାଜପୁତ ଙ୍କର ଯେତେ ବି ଶତୃ ଅଛନ୍ତି ଅଙ୍କିତା ଲୋଖଣ୍ଡେ ଙ୍କୁ ଡରୁଛନ୍ତି । ଏହା ସହିତ ଅଙ୍କିତା ଲୋଖଣ୍ଡେ ଏକା ସବୁ ଶତୃ ଙ୍କ ଉପରେ ଭାରି ପଡୁଥିବାର ନଜର ଆସୁଛନ୍ତି ।

ଅଙ୍କିତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ପ୍ରଥମେ ତ ସୁଶାନ୍ତ ଙ୍କ ସହ ତାଙ୍କର ବ୍ରେକପ ଓ ପରେ ସୁଶାନ୍ତ ସବୁ ଦିନ ପାଇଁ ତାଙ୍କୁ ଛାଡି ଚାଲିଗଲେ । ସୁଶାନ୍ତ ଙ୍କୁ ବହୁତ ହିଁ ଅଧିକ ଭଲ ପାଉଥିଲେ ଅଙ୍କିତା ଲୋଖଣ୍ଡେ । ଏହି ଭଲ ପାଇବା କାରଣରୁ ଅଙ୍କିତା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସୁଶାନ୍ତ ସିଂହ ରାଜପୁତ ଙ୍କ ପରିବାର ସହିତ ଠିଆ ହୋଇଛନ୍ତି ।

ଏତେ ଦୁଃଖ ମଧ୍ୟରେ ମଧ୍ୟ ସେ ମନ ମଧ୍ୟରେ ଶପଥ ନେଇଥିଲେ କି ସେ ସୁଶାନ୍ତ ସିଂହ ରାଜପୁତ ଙ୍କ ଦୋଷୀ ଙ୍କୁ ଜେଲ ପଠେଇ କି ହିଁ ରହିବେ ଓ ଏଥିପାଇଁ ଅଙ୍କିତା ଲୋଖଣ୍ଡେ ଏକ ଚାଲ ଚଲେଇଛନ୍ତି ସୁଶାନ୍ତଙ୍କ ଶତୃ ଙ୍କ ବିରୁଦ୍ଧରେ । ଅଙ୍କିତା ସୁଶାନ୍ତଙ୍କ ମୃତ୍ୟୁ ପରେ ତୁରନ୍ତ ଆକ୍ସନ ନେଇ ପାରିଥାନ୍ତେ କିନ୍ତୁ ସେ ଏମିତି କଲେ ନାହିଁ । ସେ ଏହି ମାମଲାକୁ ଟିକେ ଥଣ୍ଡା ହେବାକୁ ଦେଲେ ଯାହା ଦ୍ଵାରା ସୁଶାନ୍ତଙ୍କ ଶତୃ ମାନେ ଟିକେ ଢିଲା ପଡିଗଲେ ।

ସେମାନେ ଏହା ଭାବୁଥିଲେ କି ଏହି କେସ କୁ ଆମେ ଦବେଇ ଦେବୁ କାରଣ ମୁମ୍ବାଇ ପୋଲିସ ଯେଉଁ ସବୁ କର୍ମଚାରୀ ଅଛନ୍ତି ସେ ସମସ୍ତେ ଆମ ହାତରେ ଅଛନ୍ତି । ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ସହିତ ସେହି ଗ୍ଯାଙ୍ଗ ରେ ଯେଉଁମାନେ ବି ସାମିଲ ଅଛନ୍ତି ସେମାନେ ଭାବୁଥିଲେ କି ମୁମ୍ବାଇ ପୋଲିସ କୁ ତ ଆମେ କିଣିନେବୁ ଓ ଏମିତି ମଧ୍ୟ ହେଉଥିଲା ।

ସୁଶାନ୍ତ ସିଂହ ରାଜପୁତ ଙ୍କ କେସ କୁ ଲଗାତାର ଦବାଇ ଦିଆଯାଉଥିଲା । କିନ୍ତୁ ଅଙ୍କିତା ଲୋଖଣ୍ଡେ ପୁରା 40 ଦିନ ପରେ ସାମ୍ନା କୁ ଆସିଛନ୍ତି ଓ ମିଡିଆ ସାମ୍ନା କୁ ମଧ୍ୟ ଆସିଛନ୍ତି ଓ କହିଛନ୍ତି କି ବ୍ରେକପ ପରେ ମଧ୍ୟ ସୁଶାନ୍ତ ଲଗାତାର ତାଙ୍କ ଟଚ ରେ ଥିଲେ ଓ ରିୟା ଚକ୍ରବର୍ତ୍ତୀ ଙ୍କ କଳା କାରନାମା ବିଷୟରେ ମଧ୍ୟ କହିଲେ କି କେମିତି ସେ ସୁଶାନ୍ତ ଙ୍କ ମାଇନ୍ଡ କୁ କଣ୍ଟ୍ରୋଲ କରୁଥିଲେ । ଏଥିପାଇଁ ସେ ଏକ ବଡ ନିଷ୍ପତ୍ତି ନେଲେ ଓ ପାଟନା ପହଞ୍ଚିଲେ ଓ ପାଟନା ର ରାଜୁନଗର ଥାନାରେ FIR ଲାଖିଲେ ରିୟା ଚକ୍ରବର୍ତ୍ତୀ ଙ୍କ ବିରୁଦ୍ଧରେ କି କେମିତି ସେ ସୁସାନ୍ତଙ୍କ ମାଇଣ୍ଡ କୁ କଣ୍ଟ୍ରୋଲ କରୁଥିଲେ ।

ସେ ଏହା ଏଥିପାଇଁ କଲେ କାରଣ ମୁମ୍ବାଇ ପୋଲିସ ଲଗାତାର ଏହି କେସ କୁ ଦବେଇବାକୁ ଚେଷ୍ଟା ଚଳାଇଛି । ଏବେ ପାଟନା ପୋଲିସ ବି ଅଙ୍କିତା ଲୋଖଣ୍ଡେ ଙ୍କ ସହିତ ଅଛନ୍ତି । ଏହା ଅଙ୍କିତାଙ୍କର ଏମିତି ଚାଲ ଅଟେ ଯେଉଁ କାରଣରୁ ସୁଶାନ୍ତ ଙ୍କ ଯେତେ ସବୁ ଶତୃ ଅଛନ୍ତି ସେମାନେ ଚିନ୍ତାରେ ପଡି ଯାଇଛନ୍ତି ।

ଖବର ଟି ପୁରା ପଢି ଥିବାରୁ ଧନ୍ୟବାଦ । ଏ ବିଷୟରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *