ବୋଟ ବୁଡିଲା ବେଳର ଅଙ୍ଗେ ନିଭେଇଥିବା ଛାତିଥରା ଅନୁଭୂତି ବଖାଣିଲେ ଓଡ୍ରାଫ ଜବାନ Nibharan Dalei, କହିଲେ ମୁଁ Arindam ଭାଇଙ୍କୁ ବହୁତ….ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଏକ ଦୁ-ର୍ଘ-ଟ-ଣା ଯୋଗୁଁ ଦୁଇ ଦୁଇଟି ପରିବାର ଭା-ଙ୍ଗି ଯାଇଛି । ମୁଣ୍ଡୁଳି ରେ ଗଜରାଜ ଉଦ୍ଧାର ସମୟରେ ଓଡ୍ରାଫ ଟିମ ର ବୋଟ ଓ-ଲ-ଟି ଯିବାରୁ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ ର ସଦସ୍ୟ ସୀତାରାମ ମୁର୍ମୁ ମୃ-ତ୍ୟୁ ବରଣ କରିଛନ୍ତି । ତେବେ ଏହା ସମ୍ପୂର୍ଣ୍ଣ ଓଡ଼ିଶା ରେ ଶୋ-କ-ର ବାତାବରଣ କରି ଦେଇଛି ।

ତେବେ ଏହି ଘ-ଟ-ଣା ଟି ଘଟିବା ସମୟରେ ସେହି ଓଡ୍ରାଫ ଟିମ ର ଜଣେ ସଦସ୍ୟ ନିଜର ଅନୁଭୂତି ଏବଂ ଅନୁଭବ କୁ ମି-ଡ଼ି-ଆ ଆଗରେ କହିଛନ୍ତି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ସେହି ଓଡ୍ରାଫ ସଦସ୍ୟ ଙ୍କ ଅନୁସାରେ ସେମାନେ ହାତୀ କୁ ଉଦ୍ଧାର କରିବା ପାଇଁ ସକାଳ ୧୦ଟା ରେ ମୁଣ୍ଡୁଳି ପାଖକୁ ଯାଇଥିଲେ । ତେବେ ସେମାନଙ୍କ ଉଦେଶ୍ୟ ଥିଲା କି ହୁଏତ ସେମାନେ ହାତୀ କୁ ଘଉଡ଼ାଇ ଦେଲେ ସେ ବୋଧ ହୁଏ କୁଳ କୁ ଆସି ଯିବ ।

ତେବେ ଏହା ଭାବି ଯାଇଥିଲେ ତେବେ ହଠାତ ଗାଡି ର ଷ୍ଟାର୍ଟ ବନ୍ଦ ହୋଇଗଲା ଏବଂ ପାଞ୍ଚ ନମ୍ବର ଗେଟ ଟା ଟାଣି ଆଣିଥିଲା । ତେବେ ତାଙ୍କ କହିବା ଅନୁସାରେ ସେମାନେ ନିଜ କଥା ନ ଭାବି ତାଙ୍କ ସହ ଯେଉଁ ଦୁଇଜଣ ଓଟିଭି ପ୍ରତିନିଧି ମାନେ ଆସିଥିଲେ ସେମାନଙ୍କୁ କିପରି ଉଦ୍ଧାର କରିବା ସେଥିପାଇଁ ସେ ଅରିନ୍ଦମ ଙ୍କୁ ବୋଟ କୁ ଧରି ରଖିବା କୁ କହିଥିଲେ ଏବଂ ସେ ନିଜେ କ୍ୟାମେରା ମ୍ୟାନ ଏବଂ ଅରିନ୍ଦମ ଙ୍କୁ ଧରି ରଖିଥିଲେ ।

ତେବେ ଯେତେବେଳେ ହାତୀ ଟି ତାଙ୍କ ପାଖକୁ ଆସିଗଲା ସେତେବେଳେ ପାଣି ବୋଟ ଉପରେ ପ-ଡି-ଗଲା ଯାହା ଯୋଗୁଁ ବୋଟ ଟି ଓ-ଲ-ଟି ଯାଇଥିଲା ଏବଂ ସେ ନିଜେ ମଧ୍ୟ ପ-ଡି ଯାଇଥିଲେ ଏବଂ ଭଉଁରୀ ଭିତରେ ଘୁରିବାକୁ ଲାଗିଲେ ସେତେବେଳେ ତାଙ୍କୁ କିଛି ଦେଖା ଗଲା ନାହିଁ ଚାରି ଆଡେ ଅନ୍ଧାର ଦେଖଗଲା ।

ତେବେ ସେ ଏହା ମଧ୍ୟ ଭାବିଲେ କି ଯିଏ ସମସ୍ତଙ୍କୁ ଉଦ୍ଧାର କରି ଆଜି ତାକୁ କିଏ ଉଦ୍ଧାର କରିବାକୁ ଆସିବ ତେବେ ସେ ଯେତେ ଚେଷ୍ଟା କରିଥିଲେ କି ଅରିନ୍ଦମ ଏବଂ କ୍ୟାମେରା ମ୍ୟାନ ଙ୍କୁ ସୁରକ୍ଷିତ ରଖିବା ପାଇଁ କିନ୍ତୁ ତାଙ୍କ ଚେଷ୍ଟା ବିଫଳ ହୋଇ ଯାଇଥିଲା ଶେଷ ରେ ଅରିନ୍ଦମ ଏବଂ ତାଙ୍କ ସହ କର୍ମଚାରୀ ସୀତାରାମ ମୁର୍ମୁ ଏ ଦୁନିଆରୁ ସବୁଦିନ ପାଇଁ ଆର ପାରି କୁ ଚାଲିଗଲେ ।

Leave a Reply

Your email address will not be published. Required fields are marked *