ନିଜ ପରିବାର ସହ ହସ ଖୁସିରେ ଏମିତି ସମୟ ବିତାଉଥିଲେ ରିପୋର୍ଟର Arindam Das, ଦେଖନ୍ତୁ ଅରିନ୍ଦମ ଙ୍କ ଜୀବନର କିଛି ଖୁସିର ମୂହୁର୍ତ୍ତ, Video ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ଜୀଵନ କ୍ଷଣ ଭଙ୍ଗୁର । ଯାହା କେତେବେଳେ ବି ଭା-ଙ୍ଗି ଯିବ ତାହା କେହି ଜାଣି ନାହାଁନ୍ତି । ସେଥିପାଇଁ ଜୀଵନ ଉପରେ କାହାର ବି ଭରସା ନାହିଁ ଏବଂ ଏହାର ଜ୍ୱଳନ୍ତ ଉଦାହରଣ ଆମେ ଶୁକ୍ରବାର ଦିନ ଦେଖି ଦେଲୁ । ସୂଚନା ଅନୁଯାୟୀ କଟକ ମୁଣ୍ଡଳୀରେ ଫ-ସି-ଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ବୋଟରେ ଯାଇ ଥିବାବେଳେ ବୋଟ୍‌ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହେବାରୁ ନଦୀରେ ଭାସି ଯାଇଥିଲେ ।

ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ନିଆଯାଇଥିଲା । ସେଠାରେ  ଅରିନ୍ଦମଙ୍କୁ ଡାକ୍ତର ମୃ-ତ ଘୋଷଣା କରିଥିବା ବେଳେ କ୍ୟାମେରା ମ୍ୟାନ୍ ପ୍ରଭାତଙ୍କର ଚିକିତ୍ସା ଚାଲିଛି । ସେ ଏବେ ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ଘ-ଟ-ଣା-ରେ ଜଣେ ଓଡ୍ରାଫ୍‌ ଯବାନଙ୍କ ମୃ-ତ୍ୟୁ ହୋଇଛି ।

ତେବେ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ହସ୍ତାନ୍ତର କରାଯାଇଛି । ତେବେ ଅରିନ୍ଦମ ଙ୍କ ଅ-କା-ଳ ବି-ୟୋ-ଗ ରେ ତାଙ୍କ ପରିବାର ଭା-ଙ୍ଗି ପ-ଡି ଯାଇଛନ୍ତି । ତେବେ ଆସନ୍ତୁ ଅରିନ୍ଦମ ଙ୍କ ପରିବାର ବିଷୟ ରେ ଜାଣିନେବା ।

ତେବେ ଅରିନ୍ଦମ ଙ୍କୁ ୩୯ ବର୍ଷ ବୟସ ହୋଇଥିଲା ତାଙ୍କ ଘରେ ତାଙ୍କ ସ୍ତ୍ରୀ ଏବଂ ଛୋଟ ପୁଅ ଟିଏ ଅଛି ଏବଂ ଭଉଣୀ ବିବାହିତ ଏବଂ ତାଙ୍କର ବିଧବା ମାଆ । ତେବେ ତାଙ୍କ ବାପାଙ୍କର ସଡ଼କ ଦୁ-ର୍ଘ-ଟ-ଣା ରେ ମୃ-ତ୍ୟୁ ହୋଇ ଯାଇଥିଲା ଏହା ପରେ ଘରର ସମସ୍ତ ଦାୟିତ୍ୱ ଅରିନ୍ଦମ ଙ୍କ ଉପରେ ଆସି ଯାଇଥିଲା ଏବଂ ଅରିନ୍ଦମ ନିଜର ସମସ୍ତ ଦାୟିତ୍ୱ କୁ ଖୁବ ଭଲ ଭାବରେ ତୁଲାଉ ଥିଲେ ମଧ୍ୟ କିନ୍ତୁ ଅରିନ୍ଦମ ଙ୍କ ଏହି ଅ-କା-ଳ ବି-ୟୋ-ଗ ସମସ୍ତ ଙ୍କୁ ମ-ର୍ମା-ହ-ତ କରି ଦେଇଛି ।

ଜଣେ ସାହାସି, ବୀର ସାମ୍ବାଦିକ ଙ୍କୁ ହରାଇଛି ଓଡ଼ିଆ ଗଣ ମାଧ୍ୟମ ଏବଂ ଏହା ଏକ ଅପୁରଣୀ କ୍ଷତି । ତେଣୁ ଆସୁଛି ବାତ୍ୟା ଗୁଲାବ କିନ୍ତୁ ଝଡ଼ର ଇଗଲ ଅରିନ୍ଦମ ଏହାକୁ ରିପୋର୍ଟିଂ କରିବା ପାଇଁ ଆଉ ନାହାନ୍ତି ।

Leave a Reply

Your email address will not be published. Required fields are marked *