ଅନ୍ଧାର ହୋଇଯିବ ଅଧା ଭାରତ ! ଦେଖା ଦେଲାଣି ବିଜୁଳି ସଙ୍କଟ, ଦେଖନ୍ତୁ Odisha ଉପରେ କଣ ରହିବ ଏହାର ପ୍ରଭାବ ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆମ ଜୀଵନ ରେ ପାଣି,ଖାଦ୍ୟ ଯେତେ ଆବଶ୍ୟକ ସେତିକି ବିଜୁଳି ମଧ୍ୟ ବହୁତ ଆବଶ୍ୟକ । ବିଜୁଳି ବିନା ଆମର ଅନେକ କାମ ଅଟକି ଯାଇଥାଏ । ତେବେ ଯଦି କିଛି ସମୟ ପାଇଁ ଆମ ଘରର ବିଜୁଳି ଚାଲି ଯାଏ ତେବେ ଆମେ ବିଚଳିତ ହୋଇ ଉଠୁଛୁ । ତେବେ ଭାବନ୍ତୁ ଯଦି ବିଜୁଳି ସବୁଦିନ ପାଇଁ ପଳେଇବ ତେବେ ଅବସ୍ଥା କଣ ହେବ ।
ଏହି କଥା ଭାବିଲା ବେଳେ ହିଁ ଡ-ର ଲାଗୁଛି କିନ୍ତୁ ବର୍ତ୍ତମାନ ଏହା ସତ୍ୟ ହେବାକୁ ଲାଗୁଛି କାରଣ ଆମ ଦେଶ ର ଅଧା ସ୍ଥାନରେ ବର୍ତ୍ତମାନ ବିଜୁଳି ର ଅ-ଭା-ବ ଦେଖା ଦେଲାଣି ।

ଅର୍ଥାତ କୋଇଲା ର ଅଭାବ ଦେଖା ଗଲାଣି ଯାହା ଯୋଗୁଁ ତାପଜ ବି-ଦ୍ୟୁ-ତ ଉତ୍ପାଦନ ହୋଇ ପାରୁ ନାହିଁ ଏବଂ ଏହା ଯୋଗୁଁ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶ ର ଅନେକ ରାଜ୍ୟ ରେ ବର୍ତ୍ତମାନ ବିଦ୍ୟୁତ ସଙ୍କଟ ଦେଇ ଗତି କରୁଛି । ତେବେ ଶକ୍ତି କେନ୍ଦ୍ର ଅନୁସାରେ ସେମାନେ ନିଜର ପ୍ରଚେଷ୍ଟା ଚଳାଇଛନ୍ତି କି ଏହି ସମସ୍ୟା ର ବାଟ କିପରି ବାହାର କରାଯିବ ଏବଂ ସେମାନେ ନିଶ୍ଚିତ ଅଛନ୍ତି କି ବହୁତ ଶୀଘ୍ର ଏହାର ସମାଧାନ ର ବାଟ ମିଳିଯିବ ଏବଂ ପୂର୍ବ ଭଳି ସବୁ ସାମାନ୍ୟ ହେବ ।

ଏହା ସହ କୋଇଲା ଖଣି ବିଭାଗ ର କହିବା କଥା କି କୋଇଲା ଖଣି ସମୀକ୍ଷା କରିବା ପାଇଁ ଦୁଇଟି ଟିମ ଗଠନ କରିଛନ୍ତି । ଅର୍ଥ ବ୍ୟବସ୍ଥା ରେ ସୁଧାର ଆସିବା ପରେ ବିଦ୍ୟୁତ ର ଚାହିଦା ବୃଦ୍ଧି ପାଇଛି । ତେବେ ଅଧିକ ବର୍ଷା ହେତୁ କୋଇଲା ଉତ୍ପାଦନ ପ୍ରଭାବିତ ହୋଇଛି ଏବଂ ଶୁଖିବା ପାଇଁ ସମୟ ଲାଗୁଛି । ଯାହା ଫଳ ରେ ଏଭଳି ସଙ୍କଟ ଦେଖିବାକୁ ମିଳୁଛି । ତେବେ ଓଡିଶା ରେ ଏଭଳି ସଙ୍କଟ ନଥିବା କଥା ରାଜ୍ୟ ସରକାର କହିଛନ୍ତି ।

କିନ୍ତୁ ଯଦି ଅନ୍ୟ ରାଜ୍ୟ ରେ ପରିସ୍ଥିତି ସ୍ବଭାବିକ ନ ହୁଏ ତେବେ ଓଡ଼ିଶାରେ ଥିବା କୋଇଲା ଶେଷ ହେବାର ସମ୍ଭାବନା ରହିଛି । ତେବେ ସେଥିପାଇଁ ଆମକୁ ମଧ୍ୟ ନିଜର ଭବିଷ୍ୟତ କୁ ସୁଧାର କରିବା ଏବଂ ବିଜୁଳି ସୁବିଧା ପାଇଁ ବର୍ତ୍ତମାନ ଠାରୁ ହିଁ ପଦକ୍ଷେପ ନେବାକୁ ପଡିବ । ଆଶା କରୁଛି ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *