ହୋମ ନିଆଁ ପୂର୍ବରୁ ଜଳିଲା ଜୁଇର ନିଆଁ, ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଦୁଃଖମୟ ଖବର ସାମ୍ନାକୁ ଆସୁଛି । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଭାବ ବହୁଳ ହୋଇଯିବେ । ଆଜି ମନିଷ ନାମକ ଏକ ଯୁବକଙ୍କ ମୃ-ତ ଦେହ ଉଧାର କରାଯାଇଛି । ହେଲେ ଏହି ମୃ-ତ ଯୁବକଙ୍କ କଥା ଶୁଣିଲେ ଆପଣ ମାନଙ୍କ ଆଖି ଭରିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମୃ-ତ ମନିଷଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ମନିଷଙ୍କ ବାପା ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ । ମନିଷ କିଛି ଦିନ ପରେ ହାତକୁ ଦୁଇ ହାତ ହୋଇଥାନ୍ତେ । ଆସନ୍ତା ଅକ୍ଟୋବର ୨୧ରେ ଥିଲା ମନିଷଙ୍କ ବିବାହ । ହେଲେ ବିଧିର ବିଧାନ ତାଙ୍କ ପାଇଁ କିଛି ଅଲଗା ରଖିଥିଲା । ସବୁବେଳେ ଖୁସି ମିଜାସରେ ରହୁଥିଲେ ମନିଷ । ମନିଷଙ୍କ ବିବାହ ପାଇଁ ସବୁ କିଛି ପ୍ରସ୍ତୁତି ସରିଥିଲା ।

ସାଙ୍ଗ ସାଥି ଓ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ ବି ହୋଇସାରିଥିଲା । ବିବାହ ନିମନ୍ତ୍ରଣ ତାଲିକାରେ ଥିଲେ ଅନେକ ଭିଆଇପି ଓ ଭିଭିଆଇପି । ହେଲେ ହଠାତ ଅଧାରେ ରହିଗଲା ଆୟୋଜନ । ପୁଅ ମନିଷର ମିଳିଲା ମୃ-ତ ଦେହ । ଏପ୍ରିଲ ୧୮ ତାରିଖରେ ରାଜଧାନୀର ଏକ ମନ୍ଦିରରେ ତାଙ୍କର ନିର୍ବନ୍ଧ ହୋଇଥିଲା । ହେଲେ ବିବାହର ୧୧ ଦିନ ପୂର୍ବରୁ ସମସ୍ତଙ୍କୁ ପର କରି ଚାଲିଗଲେ ମନିଷ ।

ଏକ ଗାଁ ପୋଖରୀରୁ ତାଙ୍କ ମୃ-ତ ଦେ-ହ ଉଧାର ହୋଇଛି । ପୋଖରୀ ତୁଠରେ ବସି ପୁଅକୁ ଚାହିଁ ରହିଛନ୍ତି ବାପା । ଦୂରରୁ ଦେଖୁଛନ୍ତି ପାଣିରେ ଭାସୁଛି ପୁଅର ଶବ । ଏହି ଦୃଶ୍ୟ ଯେତିକି ହୃ-ଦ-ୟ ବି-ଦା-ର-କ ସେତିକି ଯ-ନ୍ତ୍ର-ଣା ଦା-ୟ-କ । ଘରର ବଡ ପୁଅ ଥିଲେ ମନିଷ ଓ ବାପା ମାଙ୍କର ଗେଲହା ପୁଅ ଥିଲେ ।

ମନିଷ ଗତକାଲି ରାତିରେ ଶେଷ ଥର ପାଇଁ ଇନଫୋସିଟି ଥାନା ଅଞ୍ଚଳରେ ଥିଲେ । ଦୁଇଟି ଯୁବକଙ୍କ ସହ ସେ କାରରେ ଯାଇଥିବାର ତାଙ୍କ ବାପାଙ୍କୁ କହିଥିଲେ । ଏହାପରେ ଉଭାନ ହୋଇ ଯାଇଥିଲେ ମନିଷ ଓ ଆଜି ତାଙ୍କର ମୃ-ତ ଶରୀର ଏକ ପୋଖରୀରୁ ମିଳିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ତ-ଦ-ନ୍ତ କରୁଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *