ରିଅଲ ସିଙ୍ଘମ ଅଟନ୍ତି Sameer Wankhede, ଯାହାର ନାଁ ଶୁଣିଲେ ଥରହର ବଲିଉଡ୍, କାରନାମା ଏମିତି କି ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଡ୍ର-ଗ୍ସ ପାର୍ଟିରୁ ଶାହାରୁଖଙ୍କ ପୁଅ ଆରୟନକୁ ଗି-ର-ଫ କରି ଏବେ ଚର୍ଚ୍ଚାରେ ଏନସିବିି ଅଧିକାରୀ । ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ପାଲଟି ଯାଇଛନ୍ତି ରିଅଲ ସିଘଂମ । ସମୀରଙ୍କ ନେତୃତ୍ୱରେ ହିଁ ମୁମ୍ବାଇ କ୍ରୁଜ ଉପରେ ରେ-ଡ ପ-ଡି-ଥି-ଲା । ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃ-ତ୍ୟୁ ଘ-ଟ-ଣା-ରେ ମଧ୍ୟ ଜଡିତ  ଡ୍ର-ଗ୍ସ ମା-ମ-ଲାରେ ଯା-ଞ୍ଚ  କରି ଚର୍ଚ୍ଚାକୁ ଆସିଥିଲେ ସମୀର ୱାଙ୍ଖଡେ ।

ପ୍ରଫେସନାଲ ଲାଇଫରେ ସମୀରଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠା ତ ସମସ୍ତଙ୍କୁ ଜଣା। ତେବେ କେବଳ ଆର୍ଯ୍ୟନ ଙ୍କ କେ-ଶ ନୁହେଁ କେବଳ ଏହି ଗୋଟିଏ ମା-ମ-ଲା ନୁହେଁ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବି-ୟୋ-ଗ ପରଠୁ ବଲିଉଡରେ ଡ୍ର-ଗ୍ସ ଲି-ଙ୍କ ମାମଲାର ସେ ଖୋ-ଳ-ତା-ଡ଼ କରିଆସୁଛନ୍ତି । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କଠୁ ଆରମ୍ଭ କରି ସାରା ଅଲ୍ଲୀ ଖାନ, ଦିପିକା ପାଦୁକୋନ, ଶ୍ରଦ୍ଦା କପୁରଙ୍କ ଭଳି ନାମୀଦାମୀ ଅଭିନେତ୍ରୀଙ୍କ ଡ୍ର-ଗ୍ସ ଲି-ଙ୍କ ମାମଲାର ତ-ଦ-ନ୍ତ କରୁଛନ୍ତି ସେ ।

ତାଛଡା କମେଡି କୁଇନ ଭାରତୀ ସିଂହ ଙ୍କୁ ମଧ୍ୟ ସେ ଏହି ଡ୍ର-ଗ୍ସ କେ-ଶ ମା-ମ-ଲା-ରେ ଜେ-ରା କରିଥିଲେ। ଏପରିକି ୨୦୧୩ରେ ସିଙ୍ଗର ମିକା ସିଂଙ୍କୁ ମୁମ୍ବାଇ ଏୟାରପୋର୍ଟରୁ ବୈଦେଶିକ ମୁଦ୍ରା ସହ ଧରି ଚର୍ଚ୍ଚାକୁ ଆସିଥିଲେ ସମୀର ୱାଙ୍ଖଡ଼େ। ତେବେ ସମୀର ମହାରାଷ୍ଟ୍ର ରେ ରୁହନ୍ତି ସେ ୨୦୦୮ ବ୍ୟଚ ର ଆଇଆରଏସ ଅଫିସର। ପ୍ରଥମ ପୋଷ୍ଟିଂ ମୁମ୍ବାଇ ଛତ୍ରପତି ରେ ଡେପୁଟି କମିଶନର ଭାବରେ କାମ କରିଥିଲେ ।

ପରେ ତାଙ୍କୁ ନାରକୋଟିକ କଣ୍ଟ୍ରୋଲ ବ୍ୟୁରୋ କୁ ଟ୍ରାନ୍ସଫର କରିଦିଆ ଯାଇଥିଲା। ତେବେ ସେ ଦୁଇ ବର୍ଷ ଭିତରେ ୧୭ କୋଟି ଟଂକାର ନି-ଶା ଏବଂ ଡ୍ର-ଗ୍ସ ପ୍ୟା-କେ-ଟ ର ପ-ର୍ଦା-ଫା-ସ କରିଛନ୍ତି। ସେ କେବେବି ନିଜର କର୍ତ୍ତବ୍ୟ ରେ ଅବହେଳା କରନ୍ତି ନାହିଁ କିମ୍ବା ନିଜ କାମରେ କାହାକୁ ବାଧା ଆଣିବା ପାଇଁ ମଧ୍ୟ ଦିଅନ୍ତି ନାହିଁ।

ତେବେ ବର୍ତ୍ତମାନ ସମୀର ଙ୍କ ନାମ ମଧ୍ୟ ଶୁଣିଲେ ଡ-ରୁ ଛନ୍ତି। ତେବେ ଲୋକମାନେ ଏଭଳି ଜଣେ ସଚ୍ଚୋଟ ପୋଲିସ ଅଫିସର ଯିଏ କି କାହାକୁ ବି ଡ-ରୁ ନାହାନ୍ତି ସେ ବଲିଉଡ ର କିଙ୍ଗ ହେଉ କିମ୍ବା ଆଉ କିଏ ସେ କେବଳ ନିଷ୍ଠା ର ସହିତ ନିଜର କର୍ତ୍ତବ୍ୟ କରି ଆସୁଛନ୍ତି ତେବେ ସମୀର ୱାଙ୍ଗଡେ ଙ୍କ ପତ୍ନୀ କ୍ରାନ୍ତି ରେଡକର ଯିଏ କି ନିଜେ ଜଣେ ଅଭିନେତ୍ରୀ ସେ ମଧ୍ୟ ନିଜ ସ୍ୱାମୀ ଙ୍କ ସାହାସିକତା ଏବଂ  ଓ କର୍ତ୍ତବ୍ୟନିଷ୍ଠା ପାଇଁ ତାଙ୍କର ପ୍ରଶଂସା କରିଥାନ୍ତି।

Leave a Reply

Your email address will not be published. Required fields are marked *